୮ମ ଶ୍ରେଣୀ ଫେଲ ପିଲା ଠାରୁ ଆଜି ମୁକେଶ ଅମ୍ବାନୀ ନେଉଛି ଉପଦେଶ; ଜାଣନ୍ତୁ କାରଣ

ପ୍ରତୋକ ବାପା ମାଆ ଙ୍କ ଏହା ସ୍ୱପ୍ନ କି ତାଙ୍କ ପିଲା ପାଠ ପଢିକି କିପରି ଗୋଟେ ଭଲ ଚାକିରୀ କରୁ I କିନ୍ତୁ ଅନେକ ସମୟରେ ପିଲାମାନେ ଏପରି କରିପାରି ନ ଥାନ୍ତି I
କିନ୍ତୁ ଆଜି ଆମେ ଯାହା ବିଷୟରେ ଆଲୋଚନା କରୁଛେ ସେ ସ୍କୁଲ ସମୟରେ ପାଠପଢା ରେ ଏତେ ବି ଭଲ ନ ଥିଲା I କିନ୍ତୁ ସେ ଆଜି ସଫଳତା ର ଯେଉଁ ଶୀର୍ଷରେ ପହଂଚିଛି ବାପା ଙ୍କ ଖୁସିର ସୀମା ନାହିଁ I ଆଜି ଆମେ ଆଲୋଚନା କରୁଛେ tac security ceo trishneet arora ଙ୍କ ବିଷୟରେ I

8 ଶ୍ରେଣୀ ଫେଲ ପିଲା ଆଜି କୋଟିପତି I
ଆପଣ ଶୁଣିକି ଆଶ୍ଚଯ୍ୟ ହେବେ ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟରେ ଆଲୋଚାନନ କରୁଛେ ସେ ତାଙ୍କ ସ୍କୁଲ ସମୟରେ 8ମ ଫେଲ ହେଇଥିଲେ I କିନ୍ତୁ ବର୍ତମାନ ର ସମୟରେ ସେ ଗୋଟେ କୋଟିପତି I ତାଙ୍କ ବୟସ ମାତ୍ର 23 ବର୍ଷ , ସ୍କୁଲ ସମୟରେ ସେ ଏତେ ଭଲ ପାଠ ନ ପଢ଼ି ମଧ୍ୟ ଆଜି ସେ ସଫଳତା ର ଶୀର୍ଷରେ ପହଂଚି ପାରିଛନ୍ତି I

ଆଜି ବଡ ବଡ କମ୍ପାନୀ ର ମାଲିକ ସେ
ମୁମ୍ବାଇ ରେ ରହୁଥିବା trishneet arora ତାଙ୍କ ସ୍କୁଲ ସମୟରେ ପାଠପଢା ପ୍ରତି ଅଟେ ଭଲ ନ ଥିଲା ଯାହା ଫଳରେ କି ଘର ଲୋକେ ସର୍ବଦା ଚିନ୍ତିତ ରହୁଥିଲେ I trishneet arora ଜଣେ କୋମ୍ପୁଟର ହ୍ୟାକିଙ୍ଗ I ଏହି କୋମ୍ପୁଟର ହ୍ୟାକିଙ୍ଗ ଜରିଆରେ ସେ ଯେତେ ରୋଜଗାର କରିଥିଲେ ସେ ପଇସାରେ ନିଜର ଗୋଟେ “ଟେକ ସିକ୍ୟୁରିଟି ” ନା ରେ ଗୋଟେ କମ୍ପାନୀ ଆରମ୍ଭ କଲେ I ଏବଂ ଆଜିକା ସମୟରେ ଦେଶର ଚାରିଆଡେ ଏହି କମ୍ପାନୀ କାମ କରୁଛି ଏପରି କି ରିଲିଆନ୍ସ ର ମୁକେଶ ଅମ୍ବାନୀ ନିଜେ ତାର ଗୋଟେ କଷ୍ଟମର ଅଟେ I

ରିଲାଏନ୍ସ ହେଉଛି ଏହି କମ୍ପାନୀ ର କଷ୍ଟମର
trishneet ଙ୍କ ପିଲାବେଳୁ ହିଁ ପାଠ ପଢା ରେ ମନ ଲାଗୁ ନ ଥିଲା I କିନ୍ତୁ ସେ କମ୍ପୁଟର ରେ ଅଧିକ ଆକୃଷ୍ଟ ଥିଲେ I ଗୋଟେ ସାକ୍ଷାତ କାର ରେ ସେ ଏହା ମଧ୍ୟ କହିଥିଲେ ଯେ ସେ କମ୍ପୁଟର ରେ ଅଧିକ ସମୟ ଦେବାରୁ ତାଙ୍କ ବାପା ସଦାବେଳେ କୋମ୍ପୁଟର ପାସୱର୍ଡ ଚେଞ୍ଜ କରିଦେଉଥିଲେ I ଏବଂ ଏହି କାରଣରୁ ବାଧ୍ୟ ହେଇକି ତାଙ୍କ ବାପା ତାଙ୍କ ପାଁଇ ଗୋଟେ ପ୍ରଶନାଲ କମ୍ପୁଟର ମଧ୍ୟ ଏଣିକି ଦେଇଥିଲେ I