1 ଅକ୍ଟୋବର ରୁ ସାରା ଦେଶ ରେ ମୋଟର ଯାନ ର ନୂଆ ଅଧିନିୟମ ଲାଗୁ ହେଇଚି I ଏବଂ ଯେଉଁ ବ୍ୟକ୍ତି ଏହି ନିୟମ କୁ ଅମାନ୍ୟ କରିଥାନ୍ତି ସେହି ବ୍ୟକ୍ତି ଙ୍କୁ ଦଣ୍ଡ ସ୍ୱରୂପ ଅଧିକ ଅର୍ଥ ର ଚାଲାଣ କାଟିବାକୁ ହେଇଥାଏ I ପୂର୍ବ ର ନିୟମ ଅପେକ୍ଷ୍ୟା ବର୍ତମାନ ର ନିୟମ ଅନୁସାରେ ଲୋକ ଙ୍କୁ ଅଧିକ ପରିମାଣ ର ଚାଲାଣ କାଟିବାକୁ ପଡୁଛି I ଆଜି ଏହିପରି ଏକ ଘଟଣା ଦେଖିବା କୁ ମିଳିଛି ମେରଠ ରେ I ଏଠାରେ ଜଣେ ଯୁବକ ଙ୍କ ର ଗାଡି ର ଚାଲାଣ କାଟିବା କୁ ନେଇ ସେ ନିଜ ବାଇକ ସହ କିଛି ଏପରି କାମ କରିଛନ୍ତି I
ଚାଲାଣ କାଟିବା କୁ ନେଇ ଯୁବକ ନିଜ ବାଇକ ସହ କରିଛନ୍ତି କିଛି ଏପରି
ଆପଣ ଅନେକ ଗାଡି ର ଚାଲାଣ କାଟିବା ବିଷୟ ରେ ଶୁଣିଥିବେ I ଆଜି ର ଏହିପରି ଏକ ଘଟଣା ରେ ପୋଲିସ ଜଣେ ଯୁବକ ଆଇନି ଅମାନ୍ୟ କରିବା କୁ ନେଇ ତାଙ୍କ ଗାଡି ର ଚାଲାଣ କାଟିଥିଲେ I ଗାଡି ର ଚାଲାଣ କାଟିବା ପରେ ଯୁବକ ରାଗିଯାଇଥିଲେ I ଏବଂ ସେଠାରେ ଯୁବକ ଖୁବ ହଂଗାମା କରିଥିଲେ I ଯୁବକ ନିଜ ବାଇକ କୁ ସେହି ରାସ୍ତା ରେ ପକାଇ ଭଙ୍ଗଭଙ୍ଗୀ କରିବା ଆରମ୍ଭ କରିଥିଲେ I ଯୁବକ ଜଣଙ୍କ ନିଜ ବାଇକ ଭାଙ୍ଗୁଥିବା ର ସବୁ ଲୋକେ ଦେଖି ଆଶ୍ଚଯ୍ୟ ହେଇଥିଲେ I ଏବଂ ଶେଷ ରେ ଯୁବକ ମୁଣ୍ଡ କୁ ଧରି ଗାଡି ଉପରେ ବସିଯାଇଥିଲେ I ପୋଲିସ ଯୁବକ ଙ୍କୁ ବୁଝାସୁଝା କରିଥିଲେ ଓ ପୁରା ଘଟଣା ର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଚି I
Agitated over traffic challan, a biker in UP's Meerut took out his anger on his motorcycle. He later sat on the fallen bike and started crying as traffic cops stood and watched the entire drama unfolding on a busy street in the city. @Uppolice pic.twitter.com/lZ8TfQYUWt
— Piyush Rai (@Benarasiyaa) 25 November 2019
ପୂର୍ବ ରୁ ଗାଡି ନିୟମ ରେ ଅମାନ୍ୟ କରିଲେ 500 ରୁ 1000 ଟଙ୍କା ର ଫାଇନ ଲାଗୁଥିଲା ଯାହା କି ଲୋକେ ସହଜ ରେ ଦେଇଦେଉଥିଲେ I କିନ୍ତୁ ବର୍ତମାନ ର ନିୟମ ଅନୁସାରେ 2000 ଉପର କୁ ସବୁ ଫାଇନ ରହିଛି I ଯଦି ଆପଣ ପାଖ ରେ ନିଜ ର ସବୁ ଗାଡି ର କାଗଜପତ୍ର ଓ ହେଲମେଣ୍ଟ ନ ନେଉଛନ୍ତି ତେବେ ସୁନିଶ୍ଚିତ ରୂପେ ଆପଣ ଙ୍କ ଗାଡି ର ଚାଲାଣ କଟିବ I ଏପରି କି ଜଣେ ଜଣେ ବ୍ୟକ୍ତି ଏହି ଚାଲାଣ ର ପରିମାଣ ଏତେ ହେଇଥାଏ କି ସେମାନେ ଏହା ଦେବାକୁ ସମର୍ଥ ହେଇ ନ ଥାନ୍ତି I ସରକାର ଲୋକ ଙ୍କ ର ସୁରକ୍ଷ୍ୟା କୁ ଧ୍ୟାନ ରେ ରଖି ଏହି ନିୟମ ଲାଗୁ କରିଛନ୍ତି I