ସଲ୍ମାନ ଖାଁ ଜଣେ ଭାରତୀୟ ଫିଲ୍ମ ର ଅଭିନେତା ଅଟନ୍ତି I 1988 ମସିହା ରୁ ହିଁ ସଲ୍ମାନ ଅଭିନୟ ଜଗତ ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ I ଏବଂ ପ୍ରଥମ ବଡ଼ ବ୍ୟବସାୟିକ ସଫଳତା 1981 ରେ ରିଲିଜ ହେଇଥିବା ଫିଲ୍ମ ମେନେ ପ୍ୟାର କିୟା ରେ ପାଇପାରିଥିଲେ I ତାଙ୍କୁ ଫିଲ୍ମ ଫେୟାର ର ସର୍ବ ଶ୍ରେଷ୍ଠ ନବୀନ ପୁରୁଷ ଅଭିନେତା ପୁରସ୍କାର ମଧ୍ୟ ମିଳିଥିଲା I ତେବେ ଆଜି ଆମେ ସଲ୍ମାନ ଙ୍କ ର ପ୍ରେମୀକା ଙ୍କ ବିଷୟ ରେ ଆଲୋଚନା କରିବା I
1.କାଟ୍ରିନା କୈଫ
କାଟ୍ରିନା କୈଫ ଙ୍କୁ ସଲ୍ମାନ ହିଁ ଲଞ୍ଚ କରିଥିଲେ I ଏବଂ ସଲ୍ମାନ ଙ୍କ କାରଣ ରୁ ହିଁ କାଟ୍ରିନା କୈଫ ଲୋକପ୍ରିୟ ହେଇଥିଲେ I କାଟ୍ରିନା କୈଫ ଆଜି ପର୍ଯ୍ୟନ୍ତ ଅବିବାହିତ ହେଇ ରହିଛନ୍ତି I
2.ଡେଜି ସାହ
ଅଭିନେତ୍ରୀ ଡେଜି ସାହ ବର୍ତମାନ 35 ବର୍ଷ ବୟସ ର ଅଟନ୍ତି I ଡେଜି ସାହ ସଲ୍ମାନ ଙ୍କୁ ଅଧିକ ପସନ୍ଦ କରନ୍ତି I ଫିଲ୍ମ ଜୟ ହୋ , ରେସ 3 ପରି ଫିଲ୍ମ ଡେଜି ସାହ , ସଲ୍ମାନ ଙ୍କ ସହ କାମ କରିଛନ୍ତି I ଡେଜି ସାହ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଅବିବାହିତ ହେଇ ରହିଛନ୍ତି I
3.ସ୍ନେହା ଉଲାଲ
ସ୍ନେହା ଉଲାଲ ଙ୍କୁ ମଧ୍ୟ ଆପଣ ବେଶ ଭଲ ଭାବ ରେ ଜାଣିଥିବେ I ସଲ୍ମାନ ଙ୍କ ସହ ଫିଲ୍ମ ଲକ୍କି ରେ ସ୍ନେହା ଉଲାଲ କାମ କରିଥିଲେ I ସ୍ନେହା ଉଲାଲ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି I