ମନୁଷ୍ୟ ନିଜ ର ଭବିଷ୍ୟତ ରେ ହେବାକୁ ଥିବା ଘଟଣା କୁ ନେଇ ନାନା ସମସ୍ୟା ମଧ୍ୟ ଦେଇ ଗତି କରିଥାଏ I ମନୁଷ୍ୟ ସର୍ବଦା ନିଜ ର ଭବିଷ୍ୟତ ବିଷୟ ରେ ସର୍ବଦା ଜାଣିବା କୁ ଇଛୁକ ରହିଥାନ୍ତି ଏବଂ ଏଥିପାଇ ମନୁଷ୍ୟ ଜୋତିଷ ବିଦ୍ୟା ର ସହାୟତା ନେଇଥାନ୍ତି I ଜୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଙ୍କ ର ନିରନ୍ତର ସ୍ଥାନ ପରିବର୍ତନ ହେଇଥାଏ I ଏବଂ ଗ୍ରହ ଙ୍କ ର ପ୍ରଭାବ ରେ ମନୁଷ୍ୟ ଉପରେ ଶୁଭ ଓ ଅଶୁଭ ପ୍ରଭାବ ପଡିଥାଏ I
ଜୋତିଷ ଗଣନା ଅନୁସାରେ ଆଜି ମାଘ ଶୁକ୍ଳ ପକ୍ଷ ଉଦୟା ତିଥି ଅଟେ ଓ ଆଜି ଶ୍ରୀ ଗଣେଶ ଙ୍କ ର ଚତୁର୍ଥୀ ତିଥି ମଧ୍ୟ ଅଟେ I ତେଣୁ ପ୍ରଭୁ ଗଣେଶ ଙ୍କ ର ବିଶେଷ କୃପା ରୁ କିଛି ବିଶେଷ କୃପା ପ୍ରାପ୍ତି ହେବାକୁ ଯାଉଛି I
ଆସନ୍ତୁ ଜାଣିବା ବିନାୟକ ଚତୁର୍ଥୀ ରେ କେଉଁଠି ହେବ ଶୁଭ ଯୋଗ
ବୃଷ ରାଶି ର ଲୋକେ ଚିନ୍ତା କରିଥିବା କାର୍ଯ୍ୟ ରେ ସଫଳ ହେବେ I ଏହି ରାଶି ର ବିଦ୍ୟାର୍ଥୀ ଙ୍କ ର କ୍ୟାରିୟର ରେ ନୂତନ ପରିବର୍ତନ ଆସିବ I ଭବିଷ୍ୟତ ରେ ଶୁଭ ଫଳ ପ୍ରାପ୍ତି କରିବେ I ପୁରୁଣା ଶାରୀରିକ ସମସ୍ୟା ରୁ ମୁକ୍ତ ହେବେ I ନୂତନ ଲୋକ ଙ୍କ ସହ ଲୋକ ସମ୍ପର୍କ ବୃଦ୍ଧି ହେବ I ବ୍ୟବସାୟ ଆଦି ରେ ଲାଭବାନ ହେବେ I ଭାଗିଦାରୀ ରେ ପୁରା ସହଯୋଗ ପ୍ରାପ୍ତି ହେବ I
କର୍କଟ ରାଶି ର ଲୋକେ କୌଣସି ବଡ଼ ସମସ୍ୟା ର ସମାଧାନ କରିବେ I ଏହି ରାଶି ର ଲୋକେ ଶୁଭ ଯୋଗ ପ୍ରାପ୍ତି କରିବେ I କ୍ୟାରିୟର ରେ ଆଗ କୁ ବଢିବା ପାଁଇ ଶୁଭ ଅବସର ପ୍ରାପ୍ତି ହେବ I ପରିବାର ର ଲୋକ ଙ୍କ ସହ ଆପଣ ଉତ୍ତମ ସମୟ ବ୍ୟତୀତ କରିବେ I ଆର୍ଥିକ ଦିଆ ନିଆ ରେ ସାବଧାନ ରହିବେ I କିଛି ସୁନ୍ଦର ସମୟ ଦେଇ ଗତି କରିବେ I ବନ୍ଧୁ ଙ୍କ ସହ ବୁଝାମଣା ଉତ୍ତମ ରହିବ I
ସିଂହ ରାଶି ର ଲୋକେ ଶୁଭ ଯୋଗ ପ୍ରାପ୍ତି କରିବେ I ଆପଣ କରିଥିବା ଯୋଜନା ରେ ନୂତନ ସଫଳତା ପ୍ରାପ୍ତି କରିବେ I ପାରିବାରିକ ସମସ୍ୟା ର ସମାଧାନ ହେଇପାରିବ I ଘର ପରିବାର ର ବାତାବରଣ ଉତ୍ତମ ରହିବ I ସରକାରୀ କାର୍ଯ୍ୟ ରେ ବିଶେଷ ଲାଭବାନ ହେବେ I କାର୍ଯ୍ୟ କ୍ଷେତ୍ର ରେ ପୁରା ସହଯୋଗ ପ୍ରାପ୍ତି ହେବ I ଘରୋଇ ସୁଖ ସୁବିଧା ରେ ବୃଦ୍ଧି ହେବ I କୌଣସି ମାଙ୍ଗଳିକ ଯାତ୍ରା ରେ ଯିବାର ଯୋଗ ରହିଛି I
କନ୍ୟା ରାଶି ର ଲୋକେ ନିଜ ପରିବାର ଲୋକ ଙ୍କ ସହ ସୁଖଦ ସମୟ ବିତାଇବେ I ଆପଣ ଙ୍କ ର ଆର୍ଥିକ ସ୍ତିତି ମଜବୁତ ହେବ I ଆତ୍ମବିଶ୍ୱାସ ବୃଦ୍ଧି ହେବ I କ୍ୟାରିୟର ରେ ଆଗ କୁ ବଢିବା କୁ ସହଯୋଗ ବୃଦ୍ଧି ହେବ I ଟଙ୍କା ରୋଜଗାର ର ନୂତନ ଅବସର ପ୍ରାପ୍ତି ହେବ I କାର୍ଯ୍ୟ ପ୍ରଣାଳୀ ରେ ସୁଧାର ଆସିବ I
ବିଛା ରାଶି ର ଲୋକେ ଶୁଭ ଯୋଗ ବୃଦ୍ଧି ହେବ I କୌଣସି ମହତ୍ବପୂର୍ଣ କାର୍ଯ୍ୟ ରେ ଆପଣ ସଫଳ ହେବେ I ଭାଇ ଭଉଣୀ ଙ୍କ ସହ ସମ୍ପର୍କ ଉତ୍ତମ ରହିବ I ଜୀବନସାଥୀ ଙ୍କ ସହ କିଛି ବିଶେଷ ପରାମର୍ଶ ନେବେ I ବ୍ୟବସାୟ ରେ କୌଣସି ଲାଭଦାୟକ ବୁଝାମଣା ରେ ସଫଳ ହେବେ I ସାମାଜିକ କାର୍ଯ୍ୟ ରେ ସଫଳ ହେବେ I କିଛି ଗରିବ ଲୋକ ଙ୍କ ର ସହାୟତା କରିବେ I ଅଚାନକ ଶୁଭ ସମାଚାର ପ୍ରାପ୍ତି କରିବେ I
ଧନୁ ରାଶି ର ଲୋକେ ଆଗାମୀ ସମୟ ରେ ଅଧିକ ଖୁସି ଖବର ପାଇବେ I ଅଫିସ ର ସବୁ ଲୋକ ଙ୍କ ସହ ବୁଝାମଣା ଠିକ ରହିବ I ପରିବାର ଲୋକ ଙ୍କ ସହ କୌଣସି ସମାରୋହ ରେ ଯୋଗ ହେବେ I ପୁରୁଣା ମିତ୍ର ଙ୍କ ସହ ମିଶି କୌଣସି ଶୁଭ କାର୍ଯ୍ୟ କରିବେ I ଆର୍ଥିକ ସ୍ତିତି ମଜବୁତ ରହିବ I ପ୍ରେମ ସମ୍ବନ୍ଧିତ ମାମଲା ରେ ସଫଳ ହେବେ I