ସଚିନ ତେନ୍ଦୁଲକର ଙ୍କର ଅନ୍ତିମ ମ୍ୟାଚରେ ଖେଳିଥିଲେ ନିଜର ଶେଷ ମ୍ୟାଚ, ଆଜି ଏହି ବଡ ଖେଳାଳି କରିଦେଲେ ସନ୍ୟାସର ଘୋଷଣା…

ଏକ ସମୟ ରେ ଭାରତୀୟ ଟେଷ୍ଟ ଟିମ ର ପ୍ରମୁଖ ସଦସ୍ୟ ଥିବା ସ୍ପିନର ପ୍ରଜ୍ଞାନ ଓଝା ବର୍ତମାନ ଆଗେଇଯାଇଛନ୍ତି I ସଚିନ ଙ୍କ ସହ ନିଜ ର ଶେଷ ମ୍ୟାଚ ଭାରତ ପାଁଇ ଖେଳିଥିଲେ ପ୍ରଜ୍ଞାନ ଓଝା I ବର୍ତମାନ କିନ୍ତୁ ପ୍ରଜ୍ଞାନ ଓଝା କ୍ରିକେଟ ଜଗତ ରୁ ସନ୍ୟାସ ନେବାକୁ ନିଷ୍ପତି କରିଛନ୍ତି I ସୋସିଆଲ ମିଡ଼ିଆ ରେ ମଧ୍ୟ ସେ ଏକ ଦୁଖଦଃ ମ୍ୟାସେଜ ଦେଇଥିଲେ I

ପ୍ରଜ୍ଞାନ ଓଝା କହିଲେ କ୍ରିକେଟ ରୁ ବିଦାୟ
8 ବର୍ଷ ହେବ ଭାରତୀୟ ଟିମ ରୁ ବାହାର ରହିଥିଲେ ବୋଲର ପ୍ରଜ୍ଞାନ ଓଝା I ଏହି କାରଣ ରୁ ପ୍ରଜ୍ଞାନ କ୍ରିକେଟ ଜଗତ ରୁ ସନ୍ୟାସ ନେବାକୁ ନିଷ୍ପତି କରିଛନ୍ତି I ଅନେକ ବର୍ଷ ହେବ ସେ ଘରୋଇ କ୍ରିକେଟ ରେ ନଜର ଆସୁଛନ୍ତି I ତେବେ ଅନେକ ଦର୍ଶକେ ତାଙ୍କ ର କ୍ରିକେଟ ରୁ ସନ୍ୟାସ ନେବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି I

ଏକ ମ୍ୟାସେଜ ରେ ସେ ଲେଖିଥିଲେ “ବର୍ତମାନ ସମୟ ଆସିଯାଇଛି କି ଜୀବନ ରେ ଆଗ କୁ ବଢିବା କୁ ଏବଂ ଆପଣ ସମସ୍ତ ଙ୍କ ର ସମର୍ଥନ ମୋ କ୍ୟାରିୟର ପାଁଇ ଗୁରୁତ୍ୱପୂର୍ଣ ଅଟେ I ”

ଆଶ୍ଚଯ୍ୟ ର କଥା ଏହା କି ପ୍ରଜ୍ଞାନ ଓଝା ଭାରତ ପାଁଇ ସେହି ଠାରେ ଖେଳିଥିଲେ ଯେଉଁଠାରେ ସଚିନ ତେନ୍ଦୁଲକର କ୍ରିକେଟ ରୁ ବିଦାୟ ଦେଇଥିଲେ I

ଭଲ ରହିଥିଲା ପ୍ରଜ୍ଞାନ ଓଝା
ସଚିନ ତେନ୍ଦୁଲକର ଙ୍କ ର ଶେଷ ମ୍ୟାଚ ସହ ପ୍ରଜ୍ଞାନ ଓଝା ମଧ୍ୟ ନିଜ ର ଶେଷ ମ୍ୟାଚ ତାଙ୍କ ସହ ଖେଳିଥିଲେ I

ଭାରତ ପାଁଇ ସ୍ପିନର ବୋଲିଂ କରି 24 ଟେଷ୍ଟ ମ୍ୟାଚ ରେ 30.27 ପ୍ରତିସଦ ସହ ସେ ମୋଟ 113 ଵିକେଟ ନେଇଥିଲେ I ଏହିପରି 7 ଗୋଟି ମ୍ୟାଚ ରେ ସେ 5 ଵିକେଟ ନେଇଥିଲେ I ଏକ ମ୍ୟାଚ ରେ ସେ 10 ଵିକେଟ ନେବାରେ ସଫଳ ହେଇଥିଲେ I

କିଛି ମ୍ୟାଚ ରେ ପ୍ରଜ୍ଞାନ ଓଝା ମାତ୍ର 4.47 ର ଇକାନମି ରନ କରିଥିଲେ I 6 ଟି 20 ମ୍ୟାଚ ରେ ସେ 13.2 ପ୍ରତିସଦ ରେ 10 ଵିକେଟ ନେଇଥିଲେ ଏବଂ 6.29 ପ୍ରତିସଦ ରେ ରନ ଦେଇଥିଲେ I 2015 ରେ ଶେଷ ଥର IPL ରେ ଖେଳିଥିଲେ ପ୍ରଜ୍ଞାନ ଏବଂ ସେଥିରେ 92 ରନ ମଧ୍ୟ କରିଥିଲେ I ଏହି IPL ରେ 26.2 ପ୍ରତିସଦ ରେ 89 ଵିକେଟ ମଧ୍ୟ ନେଇଥିଲେ I

କମେଣ୍ଟର ହେଇଛନ୍ତି ଓଝା
ସଚିନ ତେନ୍ଦୁଲକର ଶେଷ ମ୍ୟାଚ ରେ ତାଙ୍କ ସହ ପ୍ରଜ୍ଞାନ ମଧ୍ୟ ଖେଳିଥିଲେ I ଏବଂ ଏହା ପରେ ଅନେକ ସମୟ ଧରି ପ୍ରଜ୍ଞାନ ଓଝା ଙ୍କୁ ଟିମ ରେ ଖେଳିବା କୁ ସୁଯୋଗ ମିଳି ନ ଥିଲା I ଇରଫାନ ପଠାନ ମଧ୍ୟ କ୍ରିକେଟ ଜଗତ ରୁ ଏହି ବର୍ଷ ବିଦାୟ ନେଇଛନ୍ତି I ଏବଂ ନିଜ ପରିବାର ପ୍ରତି ଅଧିକ ସମୟ ଦେଇଛନ୍ତି I ପ୍ରଜ୍ଞାନ ଓଝା ବର୍ତମାନ ଈପଲ ରେ କମେଣ୍ଟର ରୂପେ ନିଜ ର ଯୋଗଦାନ ଦେଇଛନ୍ତି I