ଯେପରି କି ଆପଣ ଜାଣିଥିବେ ସମୟ ପରିବର୍ତନ ଅନୁସାରେ ଗ୍ରହ ଙ୍କ ର ନିରନ୍ତର ସ୍ଥାନ ପରିବର୍ତନ ହେଇଥାଏ I ଏହି ଗ୍ରହ ଙ୍କ ର ସ୍ଥାନ ପରିବର୍ତନ ର ପ୍ରଭାବ 12 ଗୋଟି ରାଶି ଉପରେ ଭିର୍ନ ଭିର୍ନ ଭାବ ରେ ପଡିଥାଏ I ଜୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ଙ୍କ ଉପରେ ଗ୍ରହ ଙ୍କ ର ଶୁଭ ଯୋଗ ପଡିଥାଏ ତେବେ ସେହି ବ୍ୟକ୍ତି ଏହା ର ଶୁଭ ଫଳ ପ୍ରାପ୍ତି କରିଥାନ୍ତି I
ଜୋତିଷ ଗଣନା ଅନୁସାରେ ଆଜି ମାଘ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟ ତିଥି ଅଟେ I ଏବଂ ଆଜି ବ୍ୟତିପାତ ଯୋଗ ହେବାକୁ ଯାଉଛି I ଏହା ର ଅନେକ ସକାରାତ୍ମକ ପ୍ରଭାବ କିଛି ରାଶି ଉପରେ ରହିବ I
ଆସନ୍ତୁ ଜାଣିବେ କେଉଁ କେଉଁ ରାଶି ଉପରେ ରହିବ ବ୍ୟତିପାତ ଯୋଗ
ବୃଷ ରାଶି ର ଲୋକେ ଆଗାମୀ ସମୟ ରେ ବ୍ୟତିପାତ ଯୋଗ କୁ ନେଇ ଲାଭବାନ ହେବେ I ମାତା ଲକ୍ଷୀ ଙ୍କ ର କୃପା ପ୍ରାପ୍ତି ହେବ I ଆପଣ ଚିନ୍ତା କରିଥିବା କାର୍ଯ୍ୟ କୁ ପୁରା କରିବେ I ମନ ଖୁସି ରହିବ I କୌଣସି କାର୍ଯ୍ୟ କୁ ନେଇ ବଡ଼ ସଫଳତା ହାସିଲ ହେବ I ଆନନ୍ଦଦାୟକ ସମୟ ବ୍ୟତୀତ କରିବେ ଶୁଭ ସମାଚାର ପ୍ରାପ୍ତି ହେବ I ପୂଜା ପାଠ ରେ ସମୟ ଦେବେ I
କର୍କଟ ରାଶି ର ଲୋକ ଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର କୃପା ପ୍ରାପ୍ତି ହେବ I ବେରୋଜଗାରୀ ଲୋକେ ରୋଜଗାର କ୍ଷମ ହେବେ I କୌଣସି ପୁରୁଣା ବାଦ ବିବାଦ ଦୂର ହେବ I ପରିବାର ଲୋକ ଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ I ଆପଣ ନୂତନ କାର୍ଯ୍ୟ ରୁ କିଛି ଶିକ୍ଷ୍ୟା ଲାଭ କରିବେ I ଭବିଷ୍ୟତ ପାଁଇ କିଛି ଉତ୍ତମ ଯୋଜନା କରିବେ I ସ୍ଵାସ୍ତ୍ୟ ଉତ୍ତମ ରହିବ I
ସିଂହ ରାଶି ର ଲୋକେ ନିଜ ର ନୂତନ ଯୋଜନା ରେ ସଫଳ ହେବେ I ମାତା ଲକ୍ଷ୍ମୀ ଙ୍କ ର୍କୃପ ରୁ ପ୍ରେମ ସମ୍ବନ୍ଧ ରେ ସୁଧାର ଆସିବ I ଆର୍ଥିକ ସ୍ତିତି ଭଲ ରହିବ I କିଛି ପୁରୁଣା ବନ୍ଧୁ ଙ୍କ ସହ ସାକ୍ଷ୍ୟାତ କରିପାରନ୍ତି I ଅନୁଭବୀ ଲୋକ ଙ୍କ ର ପରାମର୍ଶ ନେବେ I ଘର ପରିବାର ଲୋକ ଙ୍କ ର ଆଶ୍ରିବାଦ ପ୍ରାପ୍ତି ହେବ I ଶାରୀରିକ ପୀଡା ରୁ ମୁକ୍ତ ହେବେ I
ତୁଳା ରାଶି ର ଲୋକେ ମାତା ଲକ୍ଷ୍ମୀ ଙ୍କ ର କୃପା ପ୍ରାପ୍ତି କରିବେ I ମାତା ପିତା ଙ୍କ ର ସ୍ଵାସ୍ତ୍ୟ ରେ ସୁଧାର ଆସିବ I ଜୀବନସାଥୀ ଙ୍କ ସହ ଉତ୍ତମ ବୁଝାମଣା ରହିବ I କାର୍ଯ୍ୟ କ୍ଷେତ୍ର ରେ ଲୋକେ ଆପଣ ଙ୍କ ର ପ୍ରଶଂସା କରିବେ I ଆପଣ ନିଜ ଯୋଜନା ରେ ସଫଳ ହେବେ I
ବିଛା ରାଶି ର ଲୋକେ ଆଗାମୀ ସମୟ ରେ ଭୌତିକ ସୁଖ ପ୍ରାପ୍ତି କରିବେ I ମାତା ଲକ୍ଷ୍ମୀ ଙ୍କ ର କୃପା ପ୍ରାପ୍ତି ହେବ I କିଛି ନୂତନ ଯୋଜନା ରେ ଆପଣ ସଫଳ ହେବେ I କିଛି ଅଚାନକ ଶୁଭ ଖବର ପ୍ରାପ୍ତି ହେବ I ରାଜଯୋଗ ର ଉଚିତ ଅବସର ପ୍ରାପ୍ତି ହେବ I ଘର ପରିବାର ଲୋକ ଙ୍କ ର ଆଶ୍ରିବାଦ ପ୍ରାପ୍ତି ହେବ I
ମକର ରାଶି ର ଲୋକେ ମାତା ଲକ୍ଷ୍ମୀ ନ ର କୃପା ପ୍ରାପ୍ତି କରିବେ I ମାତା ପିତା ଙ୍କ ର ସହଯୋଗ ପ୍ରାପ୍ତି ହେବ I ସ୍ଵାସ୍ତ୍ୟ ଉତ୍ତମ ରହିବ I ସାମାଜିକ କ୍ଷେତ୍ର ରେ ସୁଧାର ଆସିବ I ଆର୍ଥିକ ସ୍ତିତି ରେ ଆପଣ ମଜବୁତ ହେବେ I କାର୍ଯ୍ୟ କ୍ଷେତ୍ର ରେ ଉର୍ନତି କରିବେ I
କୁମ୍ଭ ରାଶି ର ଲୋକେ ମାତା ଲକ୍ଷ୍ମୀ ଙ୍କ ର କୃପା ପ୍ରାପ୍ତି କରିବେ I ଅଟକି ରହିଥିବା ଧନ ଫେରି ପାଇବେ I ବ୍ୟବସାୟ ଆଦି ରେ ସଫଳ ହେବେ ଓ ଉତ୍ତମ ଧନ ପ୍ରାପ୍ତି ର ଯୋଗ ରହିଛି I ସାମାଜିକ କାର୍ଯ୍ୟ ରେ ଉଚ୍ଚ ପଦକ୍ଷପ ନେବେ I ଆପଣ କୌଣସି ଜରୁରୀ କାର୍ଯ୍ୟ ରେ ଦୂର ଯାତ୍ରା କରିବା ର ଯୋଗ ରହିଛି I ମାତା ପିତା ଙ୍କ ର ସ୍ଵାସ୍ତ୍ୟ ରେ ସୁଧାର ଆସିବ I