ମନୁଷ୍ୟ ଜୀବନ ରେ ଗ୍ରହ ନକ୍ଷତ୍ର ଙ୍କ ର ବିଶେଷ ପ୍ରଭାବ ରହିଥାଏ I ଜୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ଜୀବନ ରେ ସର୍ବଦା ସୁଖ ଓ ଦୁଃଖ ଉଭୟ ପରିସ୍ଥିତି ଲାଗି ରହିଥାଏ i ଜଣେ ବ୍ୟକ୍ତି ଙ୍କ ର ଆଗାମୀ ଜୀବନ କିପରି ରହିବ ଏହା ସେହି ବ୍ୟକ୍ତି ଙ୍କ ର ଗ୍ରହ ନକ୍ଷତ୍ର ଓ ରାଶି ଚକ୍ର ର ଉପସ୍ତିତି ଅନୁସାରେ ହିଁ ନିର୍ଭର କରିଥାଏ i ଜଣେ ବ୍ୟକ୍ତି ଙ୍କ ର ଜୀବନ ରେ ଯଦି ଗ୍ରହ ନକ୍ଷତ୍ର ଖରାପ ସ୍ତିତି ରେ ରହିଥିବେ ତେବେ ତାଙ୍କ ଜୀବନ ରେ ନାନା ସମସ୍ୟା ଉତ୍ପରଃନ ହେଇଥାଏ I
ଜୋତିଷ ଗଣନା ଅନୁସାରେ କିଛି ରାଶି ର ଲୋକେ ଆଗାମୀ ସମୟ ରେ ଭଗବାନ ବିଷ୍ଣୁ ଙ୍କ ର କୃପା ପ୍ରାପ୍ତି କରିବେ I ଏହି ରାଶି ର ଲୋକ ଙ୍କ ର ଭାଗ୍ୟ ଉଦୟ ର ଯୋଗ ରହିଛି I
ଆସନ୍ତୁ ଜାଣିବେ କେଉଁ କେଉଁ ରାଶି ର ଲୋକ ଙ୍କ ଉପରେ ରହିବ ଭଗବାନ ବିଷ୍ଣୁ ଙ୍କ ର କୃପା
ମେଷ ରାଶି ର ଲୋକ ଙ୍କ ର ଆଗାମୀ ସମୟ ରେ ଦିନ ବହୁତ ଭଲ ରହିବ I ଭଗବାନ ବିଷ୍ଣୁ ଙ୍କ ର କୃପା ପ୍ରାପ୍ତି କରିବେ I ଆଗାମୀ ସମୟ ଆପଣ ଙ୍କ ପାଁଇ ଲାଭଦାୟକ ରହିବ I ଯେଉଁ କାରଣ ରୁ ଆପଣ ଙ୍କ ର ଧନ ଲାଭ ର ଯୋଗ ରହିଛି I ଦାମ୍ପତ୍ୟ ଜୀବନ ସୁଖମୟ ରହିବ I କାର୍ଯ୍ୟ କ୍ଷେତ୍ର ରେ ଆପଣ ଅନେକ ଉର୍ନତି କରିବେ I ପରିବାର ଲୋକେ ଆର୍ଥିକ ମାମଲା ରେ ମଜବୁତ ହେବେ I
କନ୍ୟା ରାଶି ର ଲୋକ ଙ୍କ ଉପରେ ଭଗବାନ ବିଷ୍ଣୁ ଙ୍କ ର କୃପା ରହିବ I କାର୍ଯ୍ୟ କ୍ଷେତ୍ର ରେ ଲାଗି ରହିଥିବା ସମସ୍ୟା ଦୂର ହେବ I ପରିବାର ଲୋକ ଙ୍କ ର ସମର୍ଥନ ରହିବ I ଘର ପରିବାର ର ବୃଦ୍ଧ ଲୋକ ଙ୍କ ର ଆପଣ ପରାମର୍ଶ ନେଇପାରିବେ I କାର୍ଯ୍ୟ କ୍ଷେତ୍ର ରେ ଅଚାନକ ଲାଭବାନ ହେବେ I ପ୍ରେମ ସମ୍ବନ୍ଧ ରେ ସୁଧାର ଆସିବ I ମାନସିକ ଦୁଶ୍ଚିନ୍ତା ଦୂର ହେବ I ଅବିବାହିତ ଲୋକ ଙ୍କ ର ବିବାହ ଆଦି ର ଯୋଗ ରହିଛି I
ବିଛା ରାଶି ର ଲୋକ ଙ୍କ ର ଉପରେ ଭଗବାନ ବିଷ୍ଣୁ ଙ୍କ ର ବିଶେଷ କୃପା ରହିଛି I ଘର ପରିବାର ଲୋକେ ମନ ମିଶାଇ ଚାଲିବେ I ପରିବାର ରେ ସୁଖ ଶାନ୍ତି ର ବାତାବରଣ ରହିବ I ଆପଣ ଙ୍କ ର କିଛି ପୁରୁଣା ଯୋଜନା ରେ ଆପଣ ଲାଭବାନ ହେବେ I କାର୍ଯ୍ୟ କ୍ଷେତ୍ର ରେ ଆପଣ ଙ୍କ ର ବିଚାର ରେ ସବୁ ଲୋକେ ସହମତି ପ୍ରକାଶ କରିବେ I ପୂଜା ପାଠ ରେ ଆପଣ ଙ୍କ ର ମନ ଲାଗିବ I ପ୍ରେମ ସମ୍ବନ୍ଧ ଉତ୍ତମ ରହିବ I
ଧନୁ ରାଶି ର ଲୋକଙ୍କ ର ସ୍ଵାସ୍ତ୍ୟ ଭଲ ରହିବ I ଭଗବାନ ବିଷ୍ଣୁ ଙ୍କ ର ବିଶେଷ କୃପା ରହିଛି I ଘର ପରିବାର ର ବୃଦ୍ଧ ଲୋକ ଙ୍କ ର ଆପଣ ପରାମର୍ଶ ନେଇପାରିବେ Iଭଲ ଖାଦ୍ୟ ପେୟ ରେ ଅଧିକ ରୁଚି ରହିବ I କାର୍ଯ୍ୟ କ୍ଷେତ୍ର ରେ ଆପଣ ଙ୍କ ର ବିଚାର ରେ ସବୁ ଲୋକେ ସହମତି ପ୍ରକାଶ କରିବେ I ପାରସ୍ପରିକ ବାତାବରଣ ସକାରାତ୍ମକ ରହିବ I ପୁରୁଣା ପୁଞ୍ଜି ନିବେଶ ରୁ ଆପଣ ଲାଭବାନ ହେବେ I
କୁମ୍ଭ ରାଶି ର ଲୋକ ଙ୍କ ର ଭଗବାନ ବିଷ୍ଣୁ ଙ୍କ ର କୃପା ପ୍ରାପ୍ତି ହେବ I ମାନସିକ ସୁଖ ଶାନ୍ତି ରହିବ I ଆମଦାନୀ ର ଉତ୍ତମ ମାର୍ଗ ପ୍ରଶସ୍ତ ହେବ I ଆପଣ ଙ୍କ ର ମନ ଖୁସି ରହିବ I ଘର ପରିବାର ଲୋକ ଙ୍କ ର ପୁର୍ଣ ସହଯୋଗ ରହିବ I କାର୍ଯ୍ୟ କ୍ଷେତ୍ର ରେ ପଦୋଉର୍ନତି ର ଯୋଗ ରହିଛି I ଆପଣ ଙ୍କ ର ଆର୍ଥିକ ଯୋଜନା ପୁରା ହେବ I କିଛି ବିଗିଡ଼ିଥିବା କାର୍ଯ୍ୟ ପୁରା ହେବ I କିଛି ପ୍ରଭାବଶାଳୀ ଲୋକ ଙ୍କ ର ସଂସ୍ପର୍ଶ ରେ ଆସିପାରନ୍ତି I