ଆଜି ରାତିରେ ୧୧ ଟଙ୍କା ଚୁପ-ଚାପ ରଖିଦିୟନ୍ତୁ ଏହି ଜାଗାରେ… ହନୁମାନ ଜି ସ୍ୱୟଂ କରିବେ ଆପଣଙ୍କ ସବୁ ମନୋକାମନା ପୁରୁଣ…

ପ୍ରଭୁ ଶ୍ରୀ ରାମ ଙ୍କ ର ଭକ୍ତ ପବନ ପୁତ୍ର ହନୁମାନ ଙ୍କ ର କୃପା ନିଜ ଭକ୍ତ ଙ୍କ ଉପରେ ପଡିବା କୁ ଯାଉଛି I ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଙ୍କ ର ଏକ ମହତ ଦିନ ଅଟେ I ଏହି କାରଣ ରୁ ଶାସ୍ତ୍ର ରେ ମଧ୍ୟ ହନୁମାନ ଙ୍କ ର ବିଶେଷ ଦିନ ରୂପେ ମଙ୍ଗଳବାର ଦିନ ହିଁ ଉଲେଖ ରହିଛି I ଏହି ଦିନ ହନୁମାନ ଙ୍କୁ ପ୍ରସନ୍ନ କରିବା ପାଁଇ କିଛି ବିଶେଷ ଉପାୟ ଆପଣେଇବା କୁ ହେଇଥାଏ I ଯାହା ଦ୍ୱାରା କି ଆପଣ ଙ୍କ ର ଭାଗ୍ୟ ବଦଳିଯିବ I ଏହି ଉପାୟ ଦ୍ୱାରା ଆପଣ ଙ୍କ ର ମନକାମନା ପୁରା ହେଇଥାଏ I

ଜୋତିଷ ଶାସ୍ତ୍ର ଅନୁସାରେ ମହାଦେବ ଙ୍କ ର ଏଗାରତମ ରୁଦ୍ର ଅବତାର ହେଉଛନ୍ତି ପ୍ରଭୁ ଶ୍ରୀ ହନୁମାନ I ଯେଉଁ ବ୍ୟକ୍ତି ଯେଉଁ ବ୍ୟକ୍ତି ଙ୍କ ଉପରେ ହନୁମାନ ଙ୍କ ର ବିଶେଷ କୃପା ରହି ନ ଥାଏ ସେହି ବ୍ୟକ୍ତି ଆଗାମୀ ସମୟ ରେ ସନ୍ତାନ , ଭୂମି , ଧନ , ବିବାହ , ପୁତ୍ର , ବିଦ୍ୟା , ରୋଗ ଆଦି ସମସ୍ୟା କୁ ସମୁଖୀନ କରିଥାନ୍ତି I ଏହି କାରଣ ରୁ ମଙ୍ଗଳବାର ର ଦିନ ର ମଙ୍ଗଳ ଦୋଷ କୁ ଶାନ୍ତ କରିବା ର ବିଶେଷ ମହତ୍ୱ ରହିଛି I

ମଙ୍ଗଳବାର ଦିନ ରେ ହନୁମାନ ଙ୍କ ର ବିଶେଷ ଉପାସନା କରାଯିବ ଜରୁରୀ ଅଟେ I ପରିସ୍ଥିତି କୁ ଅନୁକୂଳ କରିବା ପାଁଇ ଓ ସୁଖ ସମୃଦ୍ଧି ହାସିଲ କରିବା ପାଁଇ ପ୍ରଭୁ ହନୁମାନ ଙ୍କ ର ଉପାସନା କରିବା ଜରୁରୀ ଅଟେ I ତେବେ ହନୁମାନ ଙ୍କ ର ବିଶେଷ ପୂଜା ଅର୍ଚନା ଦ୍ୱାରା ପ୍ରଭୁ ପ୍ରସନ୍ନ ହେଇଥାନ୍ତି I ତେବେ କିଛି ଚମତ୍କାରୀ ମନ୍ତ୍ର ର ଉପାୟ ଦ୍ୱାରା ଆପଣ ହନୁମାନ ଙ୍କୁ ପ୍ରସନ୍ନ କରିପାରିବେ I

ହନୁମାନ ବିଜ ମନ୍ତ୍ର
ଏପରି ତ ହନୁମାନ ନିଜ ଭକ୍ତ ଙ୍କ ଉପରେ ଶୀଘ୍ର ପ୍ରସନ୍ନ ହେଇଥାନ୍ତି I ଅନ୍ୟପଟେ ଯେଉଁ ବ୍ୟକ୍ତି ଙ୍କ ର ରାଶି ଚକ୍ର ରେ ମଙ୍ଗଳ ଦୋଷ ରହିଥାଏ ସେହି ଲୋକେ ପ୍ରଭୁ ଶ୍ରୀ ହନୁମାନ ଙ୍କୁ ପ୍ରସନ୍ନ କରି ଏହି ମଙ୍ଗଳ ଦୋଷ କୁ ଦୂର କରିପାରିବେ I କୌଣସି ର ଜାତକ ର ଲୋକେ ଏହି ମାଳ ଅର୍ଥାତ 108 ଥର ଏହି ମନ୍ତ୍ର କୁ ପଠନ କରିବେ ତେବେ ସେହି ବ୍ୟକ୍ତି ଙ୍କ ର ଜୀବନ ର ସବୁ ଦୁଃଖ ଦୂର ହେବ I

ଓଁ ଏ ଭୃମ ହନୁମତେ , ଶ୍ରୀ ରାମ ଦୁତାୟ ନମଃ
ସବୁ ସଙ୍କଟ , ରୋଗ ଓ ଶତ୍ରୁ ଙ୍କ ଠାରୁ ମୁକ୍ତି ପାଇବା କୁ
ଯଦି ଜୀବନ ରେ କିଛି ସମସ୍ୟା ରହିଛି ତେବେ ଏହା ର ନିବାରଣ କରିବା କୁ ଆପଣ ହନୁମାନ ଙ୍କ ର ଆରତୀ କରିପାରିବେ I ଏବଂ ଏହି ମନ୍ତ୍ର ଜପ କରିବା ବିଶେଷ ଲାଭଦାୟକ ଅଟେ I ଏଠାରେ ହନୁମାନ ଙ୍କ ର ମୂର୍ତି ସମୁଖ ରେ ବସି ଦୀପ ଲଗାଇ ରୁଦ୍ରାକ୍ଷ କିମ୍ବା ଲାଲ ଚନ୍ଦନ ର ମାଳ 108 ଥର ଜପ କରିବା ଉଚିତ I

ଓଁ ନମଃ ହନୁମତେ ରୁଦ୍ରବାତରାୟ ସର୍ବସ୍ୱତ୍ୱରୁ ସଂହାରଣ୍ୟ ସର୍ବରୋଗହରେ ସର୍ବବଶୀକରଣ ରାମ ଦୂତେ ସ୍ୱହାଃ

ଚମତ୍କାରୀ ହନୁମାନ ମନ୍ତ୍ର
ହନୁମାନ ଙ୍କ ର ଏହି ଚମତ୍କାରୀ ମନ୍ତ୍ର ଜଣେ ବ୍ୟକ୍ତି ଜପ କରିବା ଦ୍ୱାରା ଜୀବନ ର ସବୁ ସମସ୍ୟା ଓ ବାଧା ବିଘ୍ନ ଦୂର ହେଇଥାଏ I ମଙ୍ଗଳବାର ଦିନ ର ଜାତକ ର ଦକ୍ଷିଣମୁଖି କିମ୍ବା ପଞ୍ଚମୁଖୀ ହନୁମାନ ଙ୍କୁ ଦର୍ଶନ କରିବା ସହ ନଡ଼ିଆ ଭୋଗ କରିବା ଶୁଭ ହେଇଥାଏ I ସେଠାରେ 11 ଟଙ୍କା ଦକ୍ଷିଣା ଅର୍ପଣ କରିବେ I ହନୁମାନ ଙ୍କ ର ପ୍ରତିମୁର୍ତି ର ଚରଣ ର ସିନ୍ଦୁର ରୁ ସିନ୍ଦୁର ଆଣି ଆପଣ ନିଜ ମଥା ରେ ଲଗାନ୍ତୁ I ଓଁ ହରି ମର୍କଟୟ ସ୍ୱାହା ଏହା ଏକ ବହୁତ ଚମତ୍କାରୀ ମନ୍ତ୍ର ଅଟେ I

ଏହି ପୁରା ମନ୍ତ୍ର ଜପ କରିବା ପରେ ହନୁମାନ ଓ ମଙ୍ଗଳ ଦେବ ଙ୍କ ର ଧ୍ୟାନ କରି ଲାଲ ଚନ୍ଦନ ଲଗାଇ ଲାଲ ଫୁଲ ଓ ଅକ୍ଷତ ନେଇ ହନୁମାନ ଙ୍କ ର ଚରଣ ରେ ଅର୍ପଣ କରନ୍ତୁ I ଏବଂ ହନୁମାନ ଙ୍କ ର ଆରତୀ କରନ୍ତୁ I ଦେଖିବେ ଆପଣ ଙ୍କ ର ମଙ୍ଗଳ ଦୋଷ ମଧ୍ୟ ଶୀଘ୍ର ଦୂର ହେଇଯିବ I