ଆଜିଠୁ 15 ବର୍ଷ ପୂର୍ବେ କିଛି ଏପରି ଅବସ୍ଥାରେ ରହୁଥିଲେ ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂ ଧୋନି, ଦେଖନ୍ତୁ ତାଙ୍କର କିଛି ଫୋଟୋ ବିଶ୍ୱାସ ହେବନି

ଦୁନିଆ ର ସବୁଠାରୁ ଲୋକପ୍ରିୟ ଖେଳ ଦେଖିବାକୁ ଗଲେ ଏକମାତ୍ର କ୍ରିକେଟ ଖେଳ ଅଟେ | ଭାରତ ରେ ଏହି ଖେଳ ର ଚାହିଦା ଟିକେ ଅଧିକ ରହିଛି | ତେବେ ଏହି କ୍ରିକେଟ ରେ ବି ପ୍ରଥମେ ଯାହାଙ୍କ ର ନାମ ନିଆ ଯାଇଥାଏ ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି |

ଧୋନି ଯେତେବେଳେ ବି ମୈଦାନ ରେ ଖେଳିଥାନ୍ତି ତ ବିରୋଧୀ ଦଳ ର ହୋସ ଉଡିଯାଇଥାଏ କାରଣ ଧୋନି ଙ୍କୁ ବିଶ୍ୱ ର ସବୁଠାରୁ ଭଲ ଖେଳାଳି ଭାବ ରେ ମାନ୍ୟତା ମିଳିଛି | ଏବଂ ଯେତେବେଳେ ତାଙ୍କ ଦଳ ହାରିବା ପରି ପରିସ୍ଥିତି ରେ ରହିଥାଏ ତ ସେ ଏହିପରି ଅନେକ ଥର ଦଳ କୁ ଜିତାଇଛନ୍ତି |

ଧୋନି ଙ୍କ ର ସୁନ୍ଦର ଖେଳ ପ୍ରଦର୍ଶନ ଦ୍ୱାରା ଆଜି କ୍ରିକେଟ ରେ ଭାରତ ନିଜ ର ସଫଳତା ଦ୍ୱାରା ବିଶ୍ୱ ଦରବାର ରେ ପରିଚିତ ହେଇପାରିଛି | ତେବେ ଆଜି ଧୋନି ଙ୍କ ର କିଛି ଅଭୁଲା ସ୍ମୃତି ର ଫୋଟୋ କୁ ଆପଣ ଙ୍କ ପାଁଇ ନେଇ ଅଶିଚୁ ଏବଂ ଆପଣ ବି ଜାଣିପାରିବେ କିପରିଥିଲା ତାଙ୍କ ର ଅତୀତ |

ଯେତେବେଳେ ବି ଆମେ କୌଣସି ବଡ଼ ନିଷ୍ପତି ନେଇଥାଉ ତ ଏହି ନିଷ୍ପତି ଆମ ର ଆଗାମୀ ଜୀବନ ରେ ପରିବର୍ତନ ଆଣିଥାଏ | ଏପରି ବଡ଼ ବଡ଼ ନିଷ୍ପତି ସମୟ ରେ ଲୋକଙ୍କ ର ନିଦ ମଧ୍ୟ ହଜିଯାଇଥାଏ | ତେବେ ଦୁନିଆ ରେ କିଛି ଲୋକେ ଏପରି ବି ରହିଥାନ୍ତି ଯାହାଙ୍କ ର ଏପରି ପରିସ୍ଥିତି ରେ କୌଣସି ବି ଫରକ ପଡି ନ ଥାଏ | ଏବଂ ଏପରି ଲୋକଙ୍କ ଶ୍ରେଣୀ ରେ ଧୋନି ଆସିଥାନ୍ତି |

ଧୋନି ଏକ ଛୋଟ ସହର ରୁ ଜନ୍ମ ଲାଭ କରି ଆଜି ସାରା ବିଶ୍ୱ ରେ ଲୋକଲୋଚନ ରେ ପରିଚିତ ହେଇପାରିଛନ୍ତି | କାରଣ ଧୋନି ଅସମ୍ଭବ କୁ ବି ସମ୍ଭବ କରିପାରିଛନ୍ତି ଏବଂ ଭାରତୀୟ କ୍ରିକେଟ ଯେଉଁ ସଫଳତା କୁ କେବେ ଆଶା ବି କରି ନ ଥିଲା ଆଜି ଭାରତୀୟ କ୍ରିକେଟ ସେହି ସଫଳତା କୁ ଛୁଇଁପାରିଛି |

ଧୋନି ଙ୍କ ର ଜନ୍ମ ଝାରଖଣ୍ଡ ର ରାଞ୍ଚି ରେ ହେଇଥିଲା | ତାଙ୍କ ର ପିଲା ଦିନ ସମୟ ରେ ଜାଣିବା ପୂର୍ବ ରୁ ତାଙ୍କ ବିଷୟ ରେ କିଛି ଜାଣିବା ଉଚିତ | ତାଙ୍କ ପିତା ଙ୍କ ର ନାମ ପାନ ସିଂ ଅଟେ | ଯିଏ କି ଅଳମଡା ଗ୍ରାମ ରେ ତଲାସଲାମ ଗ୍ରାମ ରେ ରହିଥାନ୍ତି | ପାନ ସିଂ ଙ୍କ ର ବିବାହ ନୈନିତାଲ ରେ ରହୁଥିବା ଦେବୀଙ୍କ ଦେବୀ ଙ୍କ ସହ 1969 ରେ ହେଇଥିଲା | ମହେନ୍ଦ୍ର ସିଂ ଧୋନି ଙ୍କ ର ଜନ୍ମ 7 ଜୁଲାଇ 1981 ରେ ହେଇଥିଲା |

ଧୋନି ଙ୍କ ର ଗାଁ ଅଳମଡା ର ସୁନ୍ଦର ପାହାଡ଼ ମଧ୍ୟ ରେ ଅବସ୍ତିତ ଅଟେ | ଏପରି କି ତାଙ୍କ ଗାଁ କୁ ରାସ୍ତା ବି ନ ଥିଲା | ପାନ ସିଂ ଙ୍କ ର ପିତାମାତା ଚାଷ କରି ଜୀବିକା ନିର୍ବାହ କରୁଥିଲେ ଏବଂ ଏହି ଚାଷ କରିକି ସେ ପାନ ସିଂ ଙ୍କୁ ପାଠ ପଢ଼ିଥିଲେ | ପାନ ସିଂ ଟିକେ ପାଠ ପଢିବା କାରଣ ରୁ ସେ ଏକ ଚାକିରୀ କରିବା ପାଁଇ ଲଖନଉ ଚାଲିଯାଇଥିଲେ |

ଧୋନି ଙ୍କ ର ପ୍ରାରମ୍ଭିକ ଜୀବନ ରେ ସେ ଅନେକ ସଂଘର୍ଷ କରିଥିଲେ ଏବଂ ଧୋନି ଅନେକ ପରିଶ୍ରମ କରି ଆଜି ସଫଳତା ର ଶୀର୍ଷ ରେ ପହଂଚିପାରିଛନ୍ତି | ଏବଂ ତାଙ୍କ ର ପରିଶ୍ରମ ଆମ ପାଁଇ ପ୍ରେରଣା ଦାୟକ ହେଇଥାଏ |