ହୋଟେଲ ପୋଲିସ କରିଲେ ରେଡ… ଆପତ୍ତିଜନକ ଅବସ୍ଥାରେ ଧାରା ପଡିଲେ ପୁଅ-ଝିଅ, କହିଲେ- ଆପଣ କିଏ ଆମକୁ ଅଟକାଇବା ପାଇଁ ଆଉ ତାପରେ …

ରାୟପୁରରେ ପୋଲିସ ସୂଚନା ଅନୁସାରେ ଏକ ହୋଟେଲରେ ରେଡ କରିଥିଲେ| ଏହି ସମୟରେ ହୋଟେଲ ରୁମରେ ଜଣେ ଯୁବକ ଓ ଯୁବତୀ ଅସଂଯାତ ଅବସ୍ଥାରେ ଥିଲେ | ଏହି ଦୁହିଁଙ୍କୁ ଧରି ଥାନା କୁ ଅଣାଯାଇଥିଲା |

ସୂଚନା ମୁତାବିକ ଘଟଣା ଟି ରବିବାର ସକାଳ ସମୟର ଅଟେ | ପୋଲିସକୁ ଏହି ଯୁବତୀ ହୋଟେଲ ମଧ୍ୟକୁ ଯିବାର ସୂଚନା ମିଳିଥିଲା | ଯୁବତୀ ହୋଟେଲର ଏକ ରୁମର ବାଥରୁମ ରେ ଧରାପଡ଼ିଛନ୍ତି | ପୋଲିସ କୁ ଏହା ଜଣାପଡିଛି କି ସହର ରୁ ଆଠ ରୁ ଦଶ କିମି ଦୂର ରେ ଏହି ଯୁବତୀ ରୁହନ୍ତି ରବିବାର ସକାଳେ ଏକ ଅଟୋ ରେ ଯୁବତୀ ଏଠାକୁ ଆସିଥିଲେ ରବିବାର ସକାଳ 9.30 ସମୟ ରେ ହୋଟେଲ ରେ ରେଡ କରିଥିଲା I ଯୁବତୀ ମୋନୁ ନାମ ଯୁବକଙ୍କ ସହ ହୋଟେଲ ରେ ଧରାପଡ଼ିଥିଲେ I

ତଲାସୀ ସମୟ ରେ ମୋନୁ ଏହା ପୋଲିସ କୁ କହିଥିଲେ କି ରୁମ ରେ କେହି ବି ଯୁବତୀ ନାହାନ୍ତି ଏହା ପରେ ପୋଲିସ ବାଥରୁମ ରୁ ଯୁବତୀ ଙ୍କୁ ଉଦ୍ଧାର କରିଥିଲେ I ଏବଂ ଏହାପର ଯୁବକ ପୋଲିସ କୁ କହିଛନ୍ତି ଆପଣ କିଏ ଆମ କୁ ଧରିବାକୁ |

ଏହା ପରେ ପୋଲିସ ଉଭୟ ଙ୍କୁ ଧରି ମେଡିକାଲ ଯାଞ୍ଚ କରିଥିଲେ I ଏବଂ ପଚରାଉଚରା କରାଯାଇଥିଲା I ଏବଂ ଜଣାପଡିଥିଲା କି ଯୁବତୀ ଙ୍କ ର ବିବାହ ଅନ୍ୟ ଜଣେ ଯୁବକ ଙ୍କ ର ସହ ହେବାକୁ ଯାଉଛି I ଏବଂ ଯୁବତୀ ପ୍ରେମୀ ଙ୍କ ଡାକିବା ଅନୁସାରେ ହିଁ ସେ ହୋଟେଲ ରେ ପହଂଚିଥିଲେ I ଯୁବତୀ ସାକ୍ଷ୍ୟାତ କରିବାକୁ ହରିୟାର ର କଇଥଲା ଜିଲ୍ଲା ରୁ ଆସିଥିଲେ I ଉଭୟ ଙ୍କ ର ସାକ୍ଷ୍ୟାତ ସୋସିଆଲ ମିଡ଼ିଆ ମାଧ୍ୟମ ରେ ହେଇଥିଲା I

ଯୁବତୀ ଏହା କହିଥିଲେ କି ଯଦି ଥାନା ରେ ମାମଲା ରୁଜୁ ହେଇଚି ତେବେ ତାଙ୍କ ର ବାହାଘର ଭାଙ୍ଗିଯିବ I ଘଟଣା ସମ୍ବନ୍ଧ ରେ ସୂଚନା ବରିଷ୍ଠ ଅଧିକାରୀ ଙ୍କୁ ଦିଆ ଯାଇଥିଲା I ପୋଲିସ ନିଜ ଗାଡି ରେ ବସାଇ ଘର ପର୍ଯ୍ୟନ୍ତ ଛାଡିବାକୁ ଯାଇଥିଲେ I ଯୁବତୀ ଙ୍କ ର ପରିବାର ଙ୍କୁ ଏହି ବାବଦ ରେ ପୋଲିସ ସୂଚନା ଦେଇଥିଲା I ଅନ୍ୟପଟେ ପୋଲିସ ମୋନୁ ଙ୍କୁ ଗିରଫ କରିଛି I