ଯଦି ଆପଣଙ୍କର ବି ଗ୍ୟାସର ବାର୍ନର କଳା ପଡିଯାଇଛି ଓ ଗ୍ୟାସ ଧୀରେ ଧୀରେ ଜଳୁଛି ତେବେ ତୁରନ୍ତ ଆପଣାନ୍ତୁ ସହଜ ଉପାୟ

ଏହା ତ ଆପଣ ସମସ୍ତେ ଜାଣିଥିବେ କି ରୋଷେକ ଘର ସଫା କରିବା କୁ ଅନେକ ପରିଶ୍ରମ କରିବା କୁ ପଡିଥାଏ I ଏବଂ ଅନେକ ସମସ୍ୟା ମଧ୍ୟ ବୃଦ୍ଧି ହେଇଥାଏ I କିନ୍ତୁ କଣ ଆପଣ ଜାଣନ୍ତି କି ଯଦି ଆପଣ ଗ୍ୟାସ ର ଏହି ଜିନିଷ ସଫା ନ କରିବେ ତେବେ ଏହା ପୁରା ଘର ପାଁଇ ହାନିକାରକ ହେଇପାରେ I ତେଣୁ ଆପଣ ଙ୍କ ର ପରିବାର ର ଦାଇତ୍ୱ ଆପଣ ଙ୍କ ଉପରେ ନିର୍ଭର କରିଥାଏ I ରୋଷେଇ ଘରେ ଥିବା ପ୍ରତୋକ ଜିନିଷ କୁ ଠିକ ରେ ସଫା କରିବା ଉଚିତ I ଯାହା ଦ୍ୱାରା ଆପଣ ସୁସ୍ଥ ମଧ୍ୟ ରହିବେ I

ମହିଳାମାନେ ରୋଷେଇ ରେ କାମ କରିବା ସମୟ ରେ ରୋଷେଇ ଘର ର ସଫା ସୁତରା ପ୍ରତି ଧ୍ୟାନ ଦେଇଥାନ୍ତି I କିନ୍ତୁ କିଛି ନା କିଛି ଅପରିଷ୍କାର ରୋଷେଇ ଘରେ ଦେଖିବା କୁ ମିଳିଥାଏ I ଆପଣ ସର୍ବଦା ଧ୍ୟାନ ଦେଖିଥିବେ କି ଗ୍ୟାସ ର ବାର୍ନର ଠିକ ରେ ସଫା ନ କରିବା ଦ୍ୱାରା ଗ୍ୟାସ ବାର୍ନର କଳା ପଡିଯାଇଥାଏ I ଯଦି ରୋଷେଇ ଚୁଲା ଉପରେ କିଛି ଖାଦ୍ୟ ଜିନିଷ ପଡିଯାଇଥିବ ତେବେ ଏହା ଦ୍ୱାରା ଏହା ଅପରିଷ୍କାର ହେଇଥାଏ I ଆଜି ଆମେ ଗ୍ୟାସ ଚୁଲା କରିବା ର କିଛି ଉପାୟ ବିଷୟ ରେ ଆଲୋଚନା କରିବା I

ଏହା ପାଁଇ ଆପଣ ଙ୍କୁ ବାହାର କୁ ଯିବା ର ଆବଶ୍ୟକତା ନାହିଁ | ଆଜି ଆମେ ଆପଣ ଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ଏହାକୁ ପୁରା ନୁଆ ପରି ଚମକାଇ ପାରିବେ | ଆପଣ ଏକ ବଡ଼ ପାତ୍ର ରେ ଅଧା କପ ଭିନେଗାର ପକାଇ ସେଥିରେ ଏକ କପ ପାଣି ପକାଇ ଦିଅନ୍ତୁ | ଏହା କୁ ଭଲ କରି ମିଶାଇ ସେଥିରେ ଏହି ଗ୍ୟାସ ବର୍ନର ପକାଇ ଦିଅନ୍ତୁ | ରାତି ସାରା ଏହା କୁ ସେହି ପାଣି ରେ ବୁଡାଇ ରଖିଦିଅନ୍ତୁ I

ଏହା ପରେ ସକାଳୁ ଏହା କୁ ବ୍ରସ ରେ ସଫା କରିଦିଅନ୍ତୁ I ଏବଂ ଏହା କୁ ଏକ କପଡା ରେ ପୋଛି ଦିଅନ୍ତୁ I ଯେପରି କି ଆପଣ ଜାଣିଥିବେ ଲିକ୍ୟୁଡ଼ ଆପଣ ଙ୍କୁ 500 ଏମ ଏଲ ପ୍ରାୟ 35 ଟଙ୍କା ମୂଲ୍ୟ ରେ ମିଳିଯିବ I ଏହା ପ୍ରତୋକ ଜେନେରାଲ ଷ୍ଟୋର ରେ ସହଜ ରେ ମିଳିଯିବ I ଏହା ଛଡ଼ା ଆପଣ ଆଉ ଏକ ଉପାୟ ରେ ଏକ କପ ଗରମ ପାଣି ରେ ଏକ ଲେମ୍ବୁ ରସ ମିଶାଇ ସେଥିରେ ବାର୍ନର ପକାଇ ଦିଅନ୍ତୁ I କିଛି ସମୟ ଏହା କୁ ପାଣି ରେ ଛାଡି ଦେଇ ଏହା କୁ ଭଲ କରି ସଫା କରନ୍ତୁ ଦେଖିବେ ଏଥିରୁ ସବୁ ମଇଳା ସଫା ହେଇଯିବ I