ଯଦି ଆପଣଙ୍କ ଘରେ ବି ଅଛନ୍ତି ଝିଅ ତେବେ ଭରନ୍ତୁ ଏହି ଫର୍ମ ମିଳିବ ୬ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପର୍ଣ ତଥ୍ୟ ସମ୍ପର୍କରେ

ନରେନ୍ଦ୍ର ମୋଦି 2014 ରେ ଭାରତ ର 14 ତମ ପ୍ରଧାନମନ୍ତ୍ରୀ ଥିଲେ I ଏହା ପୂର୍ବ ରୁ 7 ଅକ୍ଟୋବର 2001 ରୁ 22 ମଇ 2014 ମଧ୍ୟ ରେ ଗୁଜୁରାଟ ର ପ୍ରଧାନମନ୍ତ୍ରୀ ଥିଲେ I ଏହା ସହ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଦସ୍ୟ ମଧ୍ୟ ଅଟନ୍ତି I ବର୍ତମାନ ନରେନ୍ଦ୍ର ମୋଦି ଙ୍କ ର ସରକାର 6 ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ନିଷ୍ପତି ନେଇଛନ୍ତି I ଯାହା ଙ୍କ ଘରେ ଝିଅ ରହିଛି ସେହି ଲୋକେ ହିଁ ଏହା ର ଲାଭ ଉଠାଇ ପାରିବେ I ସରକାର ଙ୍କ ର ଏହି ଯୋଜନା ର ନାମ ସୁକନ୍ୟା ସମୃଦ୍ଧି ଯୋଜନା I ଏହି ଯୋଜନା ର ନାମ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା I

କରିବା କୁ ହେବ ଏହି କାମ
ଏହି ସୂଚନା ଅନୁସାରେ ଏହି ଯୋଜନା ଅନୁସାରେ ମୋଦି ସରକାର ଙ୍କ ର ଏହି ଆର୍ଥିକ ଲାଭ ସିଧା ସଳଖ ଯାହା ଙ୍କ ଘରେ ଝିଅ ଥିବେ ସେମାନେ ହିଁ ଏହା ର ଲାଭ ପାଇପାରିବେ I ଏହି ଯୋଜନା ଅନୁସାରେ 250 ଟଙ୍କା ପ୍ରିମିୟମ ଜମା କରିବା କୁ ହେବ I ଏବଂ ଝିଅ ବଡ଼ ହେବା 6 ଲକ୍ଷ ଟଙ୍କା I

ଆପଣ ପ୍ରତୋକ ମାସ ରେ 250 ଟଙ୍କା ର ଜମା କରି ଝିଅ ବଡ଼ ହେବା ପରେ ଆପଣ ଏହା ର ଲାଭ ସିଧା ପାଇପାରିବେ I ଯଦି ଝିଅ ର ମୃତ୍ୟୁ ହେଇଯାଏ , ତେବେ ଝିଅ ର ପିତାମାତା ଏହି ଟଙ୍କା ସୁଧ ସହିତେ ପାଇପାରିବେ I