ମହିଳା ଡାକ୍ତର ଙ୍କର ବଳା-ତ୍କାର ଓ ହତ୍ୟା ପୁର୍ବରୁ ଅପରାଧୀ ମାନେ ଯାହା କରିଥିଲେ ଜାଣିଲେ ଆପଣଙ୍କ ରକ୍ତ ମଧ୍ୟ ଗରମ ହୋଇଯିବ

ହାଇଦ୍ରାବାଦ ରେ ମହିଳା ଡାକ୍ତର ଙ୍କ ର ସହ ଗଣ ଦୁଷ୍କର୍ମ ଓ ପରେ ତାଙ୍କୁ ଜାଳି ହତ୍ୟା କରିବା କୁ ନେଇ ସାରା ଦେଶ ରେ ଏହା କୁ ଲୋକେ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି I ଏବଂ ଦେଶ ର ଲୋକେ ଏହି ଦାବି କରିଛନ୍ତି କି ଏହି ଅପରାଧୀ ଙ୍କୁ କଠୋର ରୁ କଠୋର ଦଣ୍ଡ ମିଳୁ I ଏବଂ ସରକାର ମଧ୍ୟ ଜନ ଆକ୍ରୋଶ ର ଶିକାର ହେଇଛନ୍ତି I ଏହି ଘଟଣା ରେ ଆରୋପି ମାନେ ତାଙ୍କ ର ସାମୁହିକ ବଳାତ୍କାର କରି ତାଙ୍କ ର ହତ୍ୟା କରିଥିଲେ I

ଏହା ର ଯାଞ୍ଚ ଯେତେବେଳେ ପୋଲିସ କରିଥିଲା ତ ସବୁ ଆଶ୍ଚଯ୍ୟ ହେଇଥିଲେ I ପୋଲିସ ର ଅନୁସାରେ ଆରୋପି ଏହା ସ୍ୱୀକାର କରିଛନ୍ତି କି ସେମାନେ ଜାଣିଶୁଣି ମହିଳା ଙ୍କ ର ସ୍କୁଟି ଖରାପ କରିଥିଲେ ଏବଂ ଯେପରି ସେ ସହାୟତା ମାଗିପାରିବେ I ଅପରାଧୀ ମାନେ ଏହା ମଧ୍ୟ ସ୍ୱୀକାର କରିଛନ୍ତି କି ସେମାନେ ଉକ୍ତ ମହିଳା ଡାକ୍ତର ଙ୍କ ର ଅପହରଣ କରିବା ପରେ ସାମୁହିକ ବଳାତ୍କାର କରିଥିଲେ ଏବଂ ପରେ ତାଙ୍କୁ ଜଳାଇ ଦେଇଥିଲେ I

ଏପରି ବଳାତ୍କାର ପରେ ତାଙ୍କ ର ମନ ଶାନ୍ତି ହେଇ ନ ଥିଲା ଯେ ସେମାନେ ତାଙ୍କୁ ଜଳାଇ ଦେଇଥିଲେ I ଏବଂ ଏକ ଟୋଲ ପ୍ଲାଜା ରୁ ପ୍ରାୟ 30 କିମି ଦୂର ରେ ଏକ ବ୍ରିଜ ତଳେ ତାଙ୍କ ଶବ କୁ ପକାଇ ଦେଇଥିଲେ I ତାଙ୍କୁ ଡିଜେଲ ପକାଇ ଜଳାଇଥିଲେ ଏବଂ ଜାଳିବା ପରେ ଶବ କୁ ନେଇ ଏପରି ପକାଇ ଦେଇଥିଲେ I

ସକାଳ ହେବା ପରେ ସେହି ବାଟ ଦେଇ ଜଣେ ଚାଷୀ ଯାଉଥିଲେ ଏବଂ ସେ ପୋଲିସ ଙ୍କୁ ଏହି ଘଟଣା ବିଷୟ ରେ ସୂଚନା ଦେଇଥିଲେ I ପୋଲିସ ଙ୍କ ପାଖ ରେ ଅଭିଯୋଗ ଥିଲା ଡାକ୍ତର ପ୍ରିୟଙ୍କା ରେଡି ଙ୍କ ର ଏବଂ ତାଙ୍କ ପରିବାର ଲୋକ ଙ୍କୁ ଡକାଯାଇ ତାଙ୍କ ର ଯାଞ୍ଚ କରାଯିବାରୁ ମୃତ ଶରୀର ର ପରିଚୟ ମିଳିପାରିଥିଲା I

Share Your Comments Below