ଆରୋପି ଙ୍କର ମା କହିଲେ ପୁଅକୁ ଜିଅନ୍ତା ଜଳାଇଦିଅ ନ ହେଲେ ଫାସୀ ଦେଇ ଦିଅ, ମୋର ବି ଗୋଟିଏ ଝିଅ

ହାଇଦ୍ରାବାଦ ଭାରତ ର ରାଜ୍ୟ ତେଲେଙ୍ଗାନା ର ରାଜଧାନୀ ଅଟେ I ଯାହା କି ମୂଶୀ ନଦୀ କୁଳ ରେ ଅବସ୍ତିତ ଅଟେ I ଏକ ସମୟ ରେ ଏଠାରେ ସୁନ୍ଦର ସହର କୁତୁବସାହି ପରମ୍ପରା ର ପଞ୍ଚମ ଶାସକ ମୁହମ୍ମଦ କୁଲି କୁତୁବସହ ନିଜ ପ୍ରେମୀକା ଭାଗମାତି ଙ୍କୁ ଉପହାର ସ୍ୱରୂପ ଦେଇଥିଲେ I ହାଇଦ୍ରାବାଦ ର ନିଯମ ର ସହର କୁ ମୋତି ର ସହର ବୋଲି କୁହାଯାଉଥିଲା I ବିଗତ ଦିନ ରେ ହାଇଦ୍ରାବାଦ ର ନିର୍ଭୟ ର ମାମଲା ରେ ଆରୋପି ଙ୍କ ର ମା ନିଜ ଛାତି ରେ ପଥର ରଖି କହିଥିଲେ ମୋ ପୁଅ କୁ ମଧ୍ୟ ସେହିପରି ଜିଅନ୍ତା ଜଳାଇ ଦିଅନ୍ତୁ ଯେଉଁପରି ଉକ୍ତ ମହିଳା ଡାକ୍ତର ଙ୍କୁ ଆରୋପି ଜଳାଇ ଦେଇଥିଲା I

ଜଘନ୍ୟ ବଲାତ୍କାରୀ ଓ ହତ୍ୟାକାରୀ ସି ଚେନ୍ନାଙ୍କଏସବୁଲୂ ତେଲେଙ୍ଗାନା ର ନାରାୟଣଃପେଟ ଜିଲ୍ଲା ର ଗୁଦିଗଦଲା ଗ୍ରାମ ର ନିବାସୀ ଅଟନ୍ତି I

କେସବୁଲୂ ଙ୍କୁ ଜଳାଇଦିଅ କି ଫାସୀ ଦେଇଦିଅ I ଶ୍ୟାମଲା ନାମ ଏହି ମହିଳା ଏହା ମଧ୍ୟ କହିଛନ୍ତି କି ତାଙ୍କ ର ମଧ୍ୟ ଏକ ଝିଅ ଅଛି ତାଙ୍କୁ ଜଣେ ମହିଳା ର ନିର୍ଯ୍ୟାତନା କୁ ସେ କେବେ ହେଲେ ବରଦାସ୍ତ କରିବେ ନାହିଁ I

ଅରିଫ ବାରମ୍ବାର ଏହା କହୁଛନ୍ତି କି ମୁ କାହାକୁ ମାରିଦେଇଛି I

ମାମଲା ର ମୁକ୍ଷ୍ୟ ଆରୋପି ମୋ ରିଫ ଙ୍କ ର ମା କହିଛନ୍ତି ମୋର ପୁଅ ଘଟଣା ରାତି ରେ ଏକ ଘଟିକା ସମୟ ରେ ଫେରିଥିଲା ଏବଂ ସେ ବାରମ୍ବାର କହୁଥିଲା କି ମୁ କାହାକୁ ମାରିଦେଇଛି I

ହାଇଦ୍ରାବାଦ ରେ ଏହି ଯୁବତୀ ଙ୍କ ସହ ଯେଉଁ ଅଭାବନୀୟ ଘଟଣା ଘଟିଛି ଏବଂ ମହିଳା ଙ୍କୁ ବଳାତ୍କାର ପରେ ଯେପରି ଜଳାଇ ଦିଆଯାଇଛି ଏହା ଏକ ଲଜ୍ୟାଜନକ ଘଟଣା ଅଟେ I ଘଟଣା ଟି ସହର ରୁ ଅନେକ ଦୂର ରେ ଘଟିଛି I ଏବଂ ସାରା ଦେଶ ରେ ବର୍ତମାନ ଏହା କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I