ବଲିଉଡରୁ ପିଣି ଆସିଲା ଆଉ ଏକ ଦୁଃଖଦ ଖବର, ଆଉ ଜଣେ ବଡ ସେଲିବ୍ରେଟିଙ୍କର ହେଲା ମୃତ୍ୟୁ … ଫିଲ୍ମ ଜଗତ ପୁଣି ଖେଳିଲା ଶୋକର ଛାୟା …

ଫିଲ୍ମ ସେଲିବ୍ରେଟିଜ ଙ୍କ ର ବର୍ତମାନ ସମୟ ରେ ଦୁଃଖ ବେଶ ଅଧିକ ବଢିଯାଇଛି I କାରଣ ବିଗତ 1 ମାସ ମଧ୍ୟ ରେ ଅନେକ ବଡ଼ ବଡ଼ କଳାକାର କୁ ବଲିଉଡ ଇନଷ୍ଟ୍ରି ହରାଇଛି I କଳାକାର ଇରଫାନ ଖାଁ , ସୁପରଷ୍ଟାର ରୁଷି କପୁର , ସଂଗୀତକାର ବାଯିଦ ଖାଁ ଙ୍କ ପରି ବଡ଼ ବଡ଼ କଳାକାର ଙ୍କ ର ବିଗତ ଦିନ ରେ ଦେହାନ୍ତ ହେଇଚି I ତେବେ ଆଜି ପୁଣି ଏକ ଦୁଖଦଃ ଖବର ନଜର କୁ ଆସିଛି I

ଜଣା ଶୁଣା ଫିଲ୍ମ ଡ଼ାଇରେକ୍ଟର ବାସୁ ଚାଟାର୍ଜୀ ଙ୍କ ର ଦେହାନ୍ତ ହେଇଚି I ବାସୁ ଚାଟାର୍ଜୀଙ୍କ ର ବୟସ 90 ବର୍ଷ ବୟସ ଅଟେ I ବିଗତ କିଛି ଦିନ ହେବ ସେ ରୋଗାକ୍ରାନ୍ତ ହେଇଥିଲେ I ତେବେ ତାଙ୍କ ର ଶେଷ ନିଶ୍ୱାସ ପରେ ତାଙ୍କୁ କୄଯ ରେ ଥିବା ତାଙ୍କ ଘର କୁ ନିଆ ଯାଇଥିଲା I ଏହା ପରେ ବଲିଉଡ ରେ ଖବର ପ୍ରସାର ହେଇଥିଲା I

ବାସୁ ଚାଟାର୍ଜୀ ଙ୍କ ର ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରିବା ସବୁଠାରୁ ପୁରୁଣା ଅଟେ I ଏବଂ ସେ ଅନେକ ସମାରୋହ ରେ ସନମାନିତ ମଧ୍ୟ ହେଇଛନ୍ତି I ବାସୁ ଚାଟାର୍ଜୀଜଣେ ଡ଼ାଇରେକ୍ଟର ରୂପେ ଅନେକ କିଛି ବଡ଼ ବଡ଼ ଫିଲ୍ମ କରିଥିଲେ I ତେବେ ବାସୁ ଚାଟାର୍ଜୀ ଙ୍କ ର ନାମ ବଲିଉଡ ଇଣ୍ଡଷ୍ଟ୍ରି ରେ ଏକ ବଡ଼ ନାମ ଅଟେ I ତେବେ ତାଙ୍କ ର ବିୟୋଗ ରେ ଅମିତାଭ ଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି I

ବାସୁ ଚାଟାର୍ଜୀ ଙ୍କ ର ସ୍ଥାନ ହୁଏତ ସବୁ ଦିନ ପାଁଇ ଅପୂରଣୀୟ ରହିବ I କାରଣ ସେ ଜୀବନ ରେ ଯେଉଁପରି ସକ୍ରିୟ ରହିଥିଲେ ଏବଂ ତାଙ୍କ ର ଦକ୍ଷତା ଯେଉଁପରି ରହିଥିଲା ତାଙ୍କ ସମକକ୍ଷ୍ୟ କେହି ହେଇପାରିବେ ନାହିଁ I