ଅମିତାଭ କଲେ ନିଜ ମୋଟ ସମ୍ପତିର ଘୋଷଣା, ପୁଅ ଅଭିଷେକ ଙ୍କୁ ମିଳିବ ଏତେ ଟଙ୍କା, ଯାହାକୁ ଜାଣି ଆପଣବି ଚମକି ପଡିବେ

ଦେଶ ରେ ଏପରି ବା କିଏ ନ ଥିବ ଯିଏ ଅମିତାଭ ଙ୍କୁ ଜାଣି ନ ଥିବ I ତେବେ ଦେଖିବା ଯଦି ସେ ଆଜିକୁ 74 ବର୍ଷ ବୟସ ର ହେଇଗଲେଣି I କିନ୍ତୁ ଆଜି ବି ଫିଲ୍ମ ରେ ଅଭିନୟ କରି ଦର୍ଶକ ଙ୍କ ର ମନୋରଞ୍ଜନ କରିଥାନ୍ତି I ତେବେ ସୋସିଆଲ ମିଡ଼ିଆ ରେ ଦେଖିବା ଯଦି ତାଙ୍କ ର 25 ମିଲିୟନ ଫଲୋର ଅଛନ୍ତି I

ତେବେ ହିନ୍ଦୀ ଚଳଚିତ୍ର ର ମହାନୟକ ତାଙ୍କ ର ସମ୍ପତି ର ଏକ ବସିୟାତ ପ୍ରସ୍ତୁତ କରିଛନ୍ତି ଏବଂ ସେ ନିଜ ସମ୍ପତି କୁ ନିଜ ଝା ଶ୍ୱେତା ନନ୍ଦା ଓ ପୁଅ ଅଭିଷେକ ବଚ୍ଛନ ଙ୍କ ମଧ୍ୟ ରେ ବାଂଟିଦେଇଛନ୍ତି I ବଚ୍ଛନ ଏହା ବି ଟ୍ୱିଟ କରିଛନ୍ତି ତାଙ୍କ ର ମୃତ୍ୟୁ ପରେ ଏହି ସବୁ ସମ୍ପତି ତାଙ୍କ ର ପୁଅ ଝିଅ ମଧ୍ୟ ରେ ଏହି ଅନୁପାତ ରେ ବାଣ୍ଟିହେଇଜିବ I

ଅମିତାଭ ଜଣେ ଭାରତୀୟ ପରିବାର ର ଲୋକେ ଯିଏ କି ଭାରତ ର ସବୁ ପରମ୍ପରା ଅନୁସାରେ ହିଁ ଜୀବନ ଅତିବାହିତ କରିଥାନ୍ତି I ଏବଂ ସେ ନିଜ ର ଝିଅ ଓ ପୁଅ ମଧ୍ୟ ରେ ନିଜ ସମ୍ପତି କୁ ସମାନ ଭାବ ରେ ବାଂଟିଦେଇ ଏହା ଜଣାଇଛନ୍ତି କି ପୁଅ ଝିଅ ସବୁ ସମାନ ଓ ସମସ୍ତ ଙ୍କ ର ସମାନ ଅଧିକାର ରହିଛି I

ଗୁରୁବାର ଦିନ ବିଗ ବି ହାତ ରେ ଏକ ସିଲଟ ଧରି ନିଜ ର ଏକ ଫୋଟୋ ସେୟାର କରିଛନ୍ତି ଏବଂ ଏଥିରେ ଏହା ବି ଉଲେଖ ଥିଲା କି ମୋର ମୃତ୍ୟୁ ପରେ ମୋର ର ସମସ୍ତ ସମ୍ପତି ମୋ ଝିଅ ଓ ପୁଅ ମଧ୍ୟ ରେ ସମାନ ଭାବ ରେ ବାଣ୍ଟିହେଇଜିବ I

ତେବେ ଖବର ଅନୁସାରେ ଅମିତାଭ ଙ୍କ ପାଖ ରେ 10.01 ଅରବ କୋଟି ଟଙ୍କା ର ସମ୍ପତି ରହିଛି I ଏବଂ ଜୟା ଙ୍କ ପାଖ ରେ 1.98 ଅରବ କୋଟି ର ସମ୍ପତି ରହିଛି I ଦେଖିବା ଯଦି ଅମିତାଭ ଙ୍କ ପାଖ ରେ 8.03 ଅରବ ସମ୍ପତି ର ଘର ଦ୍ୱାର ରହିଛି I ତାଙ୍କ ର ଅନେକ ଦେଶ ରେ ଅନେକ ବ୍ୟାଙ୍କ ରେ ଆକାଉଂଟ ବି ରହିଛି I

ମୋଟୀ ବ୍ୟାଙ୍କ ର ଆକାଉଂଟ ଦେଖିବା ଯଦି ମୋଟ ବଚନ ପରିବାର ର 19 ଗୋଟି ବ୍ୟାଙ୍କ ରେ ଖାତା ରହିଛି I ଜୟା ଙ୍କ ପାଖ ରେ ମୋଟ 26 କୋଟି 10 ଲକ୍ଷ 99 ହଜାରେ 543 କୋଟି ଟଙ୍କା ର ଗହଣା ରହିଛି I ଏହା ଛଡା ମୁମ୍ବାଇ ରେ ଥିବା ତାଙ୍କ ବଙ୍ଗଳା ର ମୂଲ୍ୟ 100 କୋଟି ଓ 115 କୋଟି ଅଟେ I

ମେନକା ଗାନ୍ଧୀ
କେନ୍ଦ୍ରୀୟ ମହିଳା ଓ ବାଲ ବିକାଶ ଆୟୋଗ ର ମନ୍ତ୍ରୀ ମେନକା ଗାନ୍ଧୀ ଅମିତାଭ ଙ୍କ ର ଏହି ଟ୍ୱିଟ କୁ ପ୍ରଶଂସା କରିଛନ୍ତି I

ପୈତୃକ ସମ୍ପତି ରେ ପୁଅ ଓ ଝିଅ ର ସମାନ ଅଧିକାର ରହିଛି I ଅଧିକାଂଶ ଜାଗା ରେ ବିବାହ ପରେ ଝିଅ ମାନେ ପିତା ଙ୍କ ର ସମ୍ପତି ରେ ଅଧିକାର ପାଇନଥାନ୍ତି କିନ୍ତୁ ଏଠାରେ ବିଗ ବି ସମାନ ଭାବ ରେ ନିଜ ପୁଅ ଓ ଝିଅ କୁ ଦେଖିଛନ୍ତି I

Share Your Comments Below