ଆଜି ଆମେ ଏଠାରେ ଜଣେ ସିଙ୍ଗର ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ବିଗତ ଦିନ ରେ ରାତା ରାତି ଷ୍ଟାର ହେଇଯାଇଥିଲେ I ବିଗତ ବର୍ଷ ସୋସିଆଲ ମିଡ଼ିଆ ରେ ରାତାରାତି ଲୋକପ୍ରିୟତା ହାସିଲ କରିଥିଲେ ରାନୁ ମଣ୍ଡଳ କିନ୍ତୁ ଆପଣ ଜାଣି ଏହା ମଧ୍ୟ ଆଶ୍ଚଯ୍ୟ ହେଇଥିବେ କି ସେ ଏକ ରେଳ ଷ୍ଟେସନ ରେ ବସି ଭିକ ମାଗୁଥିଲେ ଓ ଗୀତ ଗାଈ ଗାଈ ସେଠାରେ ଲୋକ ଙ୍କ ର ମନୋରଂଜନ କରୁଥିଲେ I କିନ୍ତୁ ରାତାରାତି ସେ ଲୋକପ୍ରିୟତା ହାସିଲ କରିଥିଲେ I
ଦିନେ ତାଙ୍କ ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଚର୍ଚା କୁ ଆସିଥିଲା I ଲୋକ ଙ୍କୁ ତାଙ୍କ ର କଣ୍ଠ ସ୍ୱର ବେଶ ଅଧିକ ପସନ୍ଦ ଆସିଥିଲା I ଏବଂ ତାଙ୍କୁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ କାମ ମିଳିଥିଲା I ବଲିଉଡ ର ଲୋକପ୍ରିୟ ସିଙ୍ଗର ହିମେଶ ତାଙ୍କୁ ଗୀତ ଗାଇବା କୁ ସୁଯୋଗ ଦେଇଥିଲେ I
ପ୍ରଥମେ ହ୍ୱିମେସ ରେଶମିଆ ନିଜ ଫିଲ୍ମ ର ଏକ ଗୀତ ଗାଇବା କୁ ସୁଯୋଗ ଦେଇଥିଲେ I ଏହା ପରେ ରାନୁ ମଣ୍ଡଳ ପ୍ରତୋକ ଦିନ ସୋସିଆଲ ମିଡ଼ିଆ ରେ ଚର୍ଚା କୁ ଆସିଥିଲେ I ସେହିପରି ଅଚାନକ ହିଁ ସେ ମିଡ଼ିଆ ରୁ ଦୁରେଇ ଯାଇଛନ୍ତି I ବର୍ତମାନ ସମୟ ରେ ତାଙ୍କୁ ନେଇ ମିଡ଼ିଆ ରେ କିଛି ଖବର ନାହିଁ I ତେବେ କିଛି ଲୋକେ ଏହା କହୁଛନ୍ତି କି ରାନୁ ମଣ୍ଡଳ ଙ୍କ ର ଲୋକପ୍ରିୟତା ପାଇବା କୁ ନେଇ ଅଧିକ ଗର୍ବ ହେଇଯାଇଥିଲା ତେଣୁ ସେ ତାଙ୍କ କ୍ୟାରିୟର ରେ ସଫଳ ଯେପରି ହେଇଛନ୍ତି ବିଫଳ ମଧ୍ୟ ସେହିପରି ହେଇଛନ୍ତି I
ହଟାତ ଷ୍ଟାର ହେଇ ଜିବାରୁ ରାନୁ ମଣ୍ଡଳଙ୍କ ଭିତରେ ଆସିଯାଇଥିଲା ଅହଙ୍କାର, ଏବେ ପୁଣି କରୁଛନ୍ତି ଏପରି କାମ ଜାଣିଲେ କହିବେ ବାଃ ….
