ପୋଷ୍ଟ ଅଫିସର ସେହି ୩ଟି ଯୋଜନା ଯାହା ଗ୍ୟାରେଣ୍ଟି ସହ ଦୁଇ ଗୁଣା କରିଦେଇଥାଏ ଆପଣଙ୍କ ଟଙ୍କାକୁ, ଶୀଘ୍ର ଏଠାରେ ଉଠାନ୍ତୁ ଲାଭ

ଭାରତ ରେ ଅନେକ ସରକାରୀ ଯୋଜନା ରହିଛି ଯାହା ର ଲାଭ ସାଧାରଣ ଲୋକେ ଏଥିରେ ଲାଭବାନ ହେବେ I ଜୀବନ ରେ ଅନେକ ସଫଳ ହେବା ପାଁଇ ଲୋକେ ନିଜ ର କିଛି କିଛି ରୋଜଗାର କୁ ସଂଚୟ କରିଥାନ୍ତି I ଅଧିକାଂଶ ସରକାରୀ ଯୋଜନା ଡାକ ଘରେ ହିଁ ମିଳିପାରିଥାଏ I ତେବେ ପୋଷ୍ଟ ଅଫିସ ଏପରି କିଛି ଲାଭଦାୟକ ଯୋଜନା ଲୋକ ଙ୍କ ପାଁଇ ଆଣିଛି I

ନ୍ୟାସନାଲ ଶେଭିଂ ସାର୍ଟିଫିକେଟ ସ୍କିମ
ପୋଷ୍ଟ ଅଫିସ ରେ ନ୍ୟାସନାଲ ଶେଭିଂ ସାର୍ଟିଫିକେଟ ଯୋଜନା ରୁ ଆପଣ ଅଧିକ ଲାଭବାନ ହେଇପାରିବେ I ଏହି ଯୋଜନା ରେ ପୁଞ୍ଜି ନିବେଶ କରି ଆପଣ 119 ମାସ ରେ ଦୁଇଗୁଣ ଲାଭବାନ ହେଇପାରିବେ I ସବୁ ଠାରୁ ଭଲ କଥା ଏହା କି ଆପଣ ମାତ୍ର 100 ଟଙ୍କା ହିଁ ଏଥିରେ ନିବେଶ କରିପାରିବେ I ଏଥିରେ ଟ୍ୟାକ୍ସ ଛାଡ଼ ର ଲାଭ ମଧ୍ୟ ରହିଛି I ସାରା ଦେଶ ରେ ପୋଷ୍ଟ ଅଫିସ ରେ ଏହି ଯୋଜନା ଜାରି ରହିଛି I

ଟାଇମ ଡିପୋଜିଟ ସ୍କିମ
ପୋଷ୍ଟ ଅଫିସ ରେ ଟାଇମ ଡିପୋଜିଟ ସ୍କିମ ରେ ମଧ୍ୟ ଲୋକେ ନିବେଶ କରିବା କୁ ସୁଯୋଗ ପାଇପାରିବେ I ଏହା ବ୍ୟାଙ୍କ ଫିକ୍ସ ଡିପୋଜିଟ ପରି ଅଟେ I ଏହା ଏକ ବର୍ଷ ରୁ ନେଇ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍କିମ ରହିଛି I ଏହି ସୁଧ ଟଙ୍କା ପ୍ରତି ବର୍ଷ ଆପଣ ଙ୍କ ର ଆକାଉଣ୍ଟ କୁ ଆସିଯିବ I 10 ବର୍ଷ ରୁ ଉର୍ଧ୍ଵ ପିଲାମାନେ ମଧ୍ୟ ଏହି ଯୋଜନା ର ଲାଭ ଉଠାଇ ପାରିବେ I ଆପଣ ନଗଦ ଟଙ୍କା କିମ୍ବା ଚେକ ଦ୍ୱାରା ଏହି ଆକାଉଣ୍ଟ ଖୋଲି ପାରିବେ I

କିସାନ ବିକାଶ ପତ୍ର
କିସାନ ବିକାଶ ପତ୍ର ମାଧ୍ୟମ ରେ ଆପଣ ଟଙ୍କା କୁ ଦୁଇ ଗୁଣ କରିପାରିବେ I ଏହି ଯୋଜନା ରେ ବ୍ୟକ୍ତି ଙ୍କୁ ଅତି କମ ରେ 1000 ଟଙ୍କା ନିବେଶ କରିବା କୁ ହେବ I ଏହି ଯୋଜନା ରେ ଜଣେ ବ୍ୟକ୍ତି କେତେ ବି ଖାତା ଖୋଲି ପାରିବେ I ଏହି ଯୋଜନା ରେ ଲୋକେ 7.6 ପ୍ରତିସଦ ସୁଧ ପାଇଥାନ୍ତି I ଅଢେଇ ବର୍ଷ ରେ ପ୍ରତି ତିନି ମାସ ରେ ସୁଧ ହାର ପରିବର୍ତନ ହେଇଥାଏ I ଅର୍ଥାତ ଜଣେ ବ୍ୟକ୍ତି 1000 ଟଙ୍କା ନିବେଶ କରିଲେ ସେ 1173 ଟଙ୍କା ପାଇବେ I ଏବଂ 1000 ଟଙ୍କା ପୁଞ୍ଜି ନିବେଶ ରେ ଏହା ତିନି ବର୍ଷ ପରେ 1211 ଟଙ୍କା ହେଇଯିବ I