ଆଗାମୀ ରାହୁଲ ଦ୍ରାବିଡ଼ ହେଇପାରି ଥାନ୍ତେ ଏହି ଖେଳାଳି, କିନ୍ତୁ ଭାଗ୍ୟ ଖେଳିଦେଲା ଏପରି ଖେଳ

ଆମ ଦେଶ ରେ କ୍ରିକେଟ ର ପ୍ରତିଭା ବେଶ ଅଧିକ ରହିଛି I କିନ୍ତୁ ସେପରି ଯୋଗ୍ୟ ଖେଳାଳି ନ ହେଲେ ଭାରତୀୟ ଟିମ ରେ ଖେଳିବାକୁ ସୁଯୋଗ ପାଇ ନ ଥାନ୍ତି I କିଛି ଖେଳାଳି ନିଜ ର ଖରାପ ଖେଳ ପ୍ରଦର୍ଶନ କୁ ନେଇ ଟିମ ରୁ ବାହାରି ଯାଇଥାନ୍ତି I ତେବେ ଆଜି ଆମେ ଏହିପରି ଜଣେ ଖେଳାଳି ଙ୍କ ର ବିଷୟ ରେ ଆଲୋଚନା କରିବା I

ଆମ ସମସ୍ତ ଙ୍କ ର ଅତି ପ୍ରିୟ କମେଣ୍ଟଟେଟର ଯାହା ଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରେ ବେଶ ଭଲ ପ୍ରଶଂସା ମିଳିଥିଲା I ସେ ହେଉଛନ୍ତି ଆକାଶ ଚୋପଦା I ଏକ ଟେଷ୍ଟ ଓପନର ରୂପେ ସେ ଖୁବ ପ୍ରସଂଶିତ ହେଇଛନ୍ତି I କିନ୍ତୁ ତାଙ୍କ ର କ୍ରିକେଟ କ୍ୟାରିୟର ବେଶୀ ଦିନ ରହି ନ ଥିଲା I

ଆକାଶ ଚୋପଦା ଙ୍କ ର ଜନ୍ମ 19 ସେପ୍ଟେମ୍ବର 1977 ରେ ଉତ୍ତର ପ୍ରଦେଶ ର ଆଗ୍ରା ରେ ହେଇଚି I ସେ ଦିଲ୍ଲୀ ର ସୋନେଟ କ୍ଲବ ରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ I ତାଙ୍କ ର ରକ୍ଷ୍ୟାତ୍ମକ ଶୈଳୀ ବେଶ ସୁନ୍ଦର ଅଟେ I ଏବଂ ଆକାଶ ଚୋପଦା ଙ୍କ ର ଖେଳ ର ଶୈଳୀ ଠିକ ରାହୁଲ ଦ୍ରାବିଡ଼ ଙ୍କ ପରି ଅଟେ I ଆକାଶ ଚୋପଦା 8 ଅକ୍ଟୋବର 2003 ରେ ନ୍ୟୁଜଲାଣ୍ଡ ବିପକ୍ଷ ରେ ନିଜ ର ଟେଷ୍ଟ ଡେବ୍ୟୁ କରିଥିଲେ I 42 ରୁ 31 ରନ I ଆକାଶ ଚୋପଦା ଡିଫେନ୍ସ କରିବା ରେ ମାହିର ଅଟନ୍ତି I

ଆକାଶ ଚୋପଦା ବୀରେନ୍ଦ୍ର ସେହେବାଗ ଙ୍କ ର ଓପନର ଯୋଡି ବେଶ ଭଲ ଅଟେ I ସେହେବାଗ ଜଣେ ଆକ୍ରମକ ଖେଳାଳି ଅଟନ୍ତି ଓ ଆକାଶ ଚୋପଦା ଡିଫେନ୍ସ କରି କରି ଖେଳିଥାନ୍ତି I ଏବଂ ତାଙ୍କ ର ଏହି ଖେଳ ର ଚିନ୍ତାଧାରା କୁ ନେଇ ସେ ଭାରତୀୟ କ୍ରିକେଟ ଟିମ ରେ ନିଜ କୁ ସାମିଲ କରିପାରିଥିଲେ I ଆକାଶ ଅଷ୍ଟ୍ରେଲିଆ ବିରୋଧ ରେ 2004 ରୁ ନିଜ ର ଶେଷ ଟେଷ୍ଟ ଖେଳିଥିଲେ I

ଆକାଶ ଚୋପଦା 2009 ରେ ନିଜ ର ବନ୍ଧୁ ଆକ୍ଷି ମାଧୁରୀ ଙ୍କୁ ବିବାହ କରିଥିଲେ I ଏବଂ ତାଙ୍କ ର ବିବାହ ରେ ଅନେକ ବରିଷ୍ଟ କଳାକାର ଙ୍କୁ ସାମିଲ କରାଯାଇଥିଲା I

ଆକାଶ 2015 ରେ କ୍ରିକେଟ ର ସବୁ ଫର୍ମଟ ରୁ ସନ୍ୟାସ ନେଇଥିଲେ I ଏବଂ କ୍ରିକେଟ ରେ କାମେଣ୍ଟର କରିବା କାମ ଆରମ୍ଭ କରିଥିଲେ I ଏବଂ ଆଜିକା ସମୟ ରେ ମଧ୍ୟ ଆକାଶ ଚୋପଦା ଙ୍କ ର ଲୋକପ୍ରିୟତା କମିନାହିଁ I