ଆଗରୁ ରାଣୀ ମାନେ ରାଜା ମାନଙ୍କୁ ଏପରି କରୁଥିଲେ ଆକର୍ଷିତ, କରୁଥିଲେ ଏହି ୬ଟି ଅନୋଖା କାମ…

ଆଜିକା ସମୟ ରେ ସୁନ୍ଦରତା କୁ ବିଶେଷ ପ୍ରାଧାନ୍ୟ ଦିଆ ଯାଇଥାଏ I ସୁନ୍ଦରତା କୁ ପାଇବା ପାଁଇ ଲୋକେ ଅନେକ ବ୍ୟୁଟି ପ୍ରଡକ୍ଟ ର ବ୍ୟବହାର ମଧ୍ୟ କରିଥାନ୍ତି I ଯୁବତୀମାନେ ଯୁବକ ଙ୍କୁ ଆକର୍ଷିତ କରିବା ପାଁଇ ନିଜ ର ସୁନ୍ଦରତା କୁ ବିଶେଷ ପ୍ରାଧାନ୍ୟ ଦେବା ସହ ନିଜ ର ଫିଟ୍ନେସ କୁ ମଧ୍ୟ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି I

କିନ୍ତୁ କଣ ଆପଣ କେବେ ଚିନ୍ତା କରିଛନ୍ତି ପୁରୁଣା ସମୟ ରେ ଅଧିକ ଦାମୀ ବ୍ୟୁଟି ପ୍ରଡକ୍ଟ ନ ଥିଲା I କିନ୍ତୁ ରାଣୀ ମାନେ ରାଜା ଙ୍କୁ କିପରି ଆକର୍ଷିତ କରୁଥିଲେ ?

ଦେଖିବା କୁ ଗଲେ ପୁରୁଣା ସମୟ ରେ ଅନେକ ଆୟୁର୍ବେଦିକ ଉପଚାର ରହିଥିଲା I ଯାହା ଦ୍ୱାରା କି ରାଣୀ ମାନେ ନିଜ ର ସୁନ୍ଦରତା କୁ ବୃଦ୍ଧି କରିପାରୁଥିଲେ I ଯାହା ଦ୍ୱାରା କି ରାଣୀ ଙ୍କ ର ସୁନ୍ଦରତା କୁ ନେଇ ରାଜା ମାନେ ଆକର୍ଷିତ ହେଉଥିଲେ I

ଆଜି ଆମେ ଆପଣ ଙ୍କୁ କିଛି ପୁରୁଣା କସମେଟିକ ପ୍ରଡକ୍ଟ ବିଷୟ ରେ କହିବା କୁ ଯାଉଛୁ ଯାହା ଦ୍ୱାରା ରାଣୀ ମାନେ ନିଜ ର ସୁନ୍ଦରତା ତ୍ୱଚା କରିବା ରେ ସଫଳ ହେଉଥିଲେ I

ପୁରୁଣା ସମୟ ରେ ରାଜା ଓ ମହାରାଜା ମଦ କୁ ଅଧିକ ପସନ୍ଦ କରୁଥିଲେ ବିୟର ବାଳ ରେ ଲଗାଇବା ବିଶେଷ ଫାଇଦା ହେଇଥାଏ I ବିୟର ଲଗାଇବା ଦ୍ୱାରା ସ୍କିନ ମଧ୍ୟ ଭଲ ରହିଥାଏ I

ଏପରି ମାନ୍ୟତା ରହିଛି କି ପୁରୁଣା ସମୟ ରେ ରାଣୀ ମାନେ ନିଜ ର ଚେହେରା ର ସୁନ୍ଦରତା ବୃଦ୍ଧି କରିବା କୁ କ୍ଷୀର ର ପାଉଡର ରେ ଅଣ୍ଡା ର ଧଳା ଅଂଶ , ଲେମ୍ବୁ ରସ ଓ ମଦିରା ମିସାଉଥିଲେ ଓ ଏହି ମିଶ୍ରଣ କୁ ଚେହେରା ରେ ଲଗାଉଥିଲେ I ଯାହା ଦ୍ୱାରା କି ରାଣୀ ଙ୍କ ର ତ୍ୱଚା କୋମଳ ଓ ସୁନ୍ଦର ହେଉଥିଲା I

ଆପଣ ସର୍ବଦା ଗୋଲାପ ଜଳ ର ବ୍ୟବହାର ତ୍ୱଚା ରେ କରିଥାନ୍ତି I କିନ୍ତୁ ପୁରୁଣା ସମୟ ରେ ଗୋଲାପ ର ପାଖୁଡା କୁ ପାଣି ରେ ମିଶାଇ ରାଣୀ ମାନେ ସ୍ନାନ କରୁଥିଲେ I ଏବଂ ଏହି ଗୋଲାପ ପାଖୁଡା ମିଶ୍ରିତ ପାଣି ର ବ୍ୟବହାର ମଧ୍ୟ ନିଜ ର ତ୍ୱଚା ର ସୁନ୍ଦରତା ବୃଦ୍ଧି ପାଁଇ କରୁଥିଲେ I

ସୁନ୍ଦରତା କୁ ବୃଦ୍ଧି କରିବା କୁ ଗୋଲାପଜଳ ଏକମାତ୍ର ଭଲ ଉପାୟ ଅଟେ I ଯାହା କି ସହଜ ରେ ମିଳିଯାଇଥାଏ I ଏହା କୁ ଚେହେରା ରେ ଲଗାଇବା ଦ୍ୱାରା ସ୍କିନ ସଫ୍ଟ ହେଇଥାଏ I ଆପଣ ଚାହିଁଲେ ଗୋଲାପ ଜଳ ପାଣି ରେ ମିଶାଇ ସ୍ନାନ କରିପାରିବେ I

ଅଖରୋଟ ଖାଇବା କୁ ଯେତିକି ଭଲ ସେତିକି ଏଥିରେ ଔଷଧୀୟ ଗୁଣ ରହିଥାଏ I ଅଖରୋଟ କୁ ଆଣ୍ଟି ଏଜିଙ୍ଗ କୁହାଯାଇଥାଏ I ଏହା ର ସେବନ କରିବା ଦ୍ୱାରା ତ୍ୱଚା ର ସୁନ୍ଦରତା ବୃଦ୍ଧି ହେଇଥାଏ I

ଏପରି ମାନ୍ୟତା ରହିଛି କି ରାଣୀ ଓ ରାଜା ମାନେ ମଧ୍ୟ ଏହି ଅଖରଟ ର ସେବନ କରୁଥିଲେ ଯାହା ଦ୍ୱାରା କି ତାଙ୍କ ଶରୀର ସୁସ୍ଥ ମଧ୍ୟ ରହୁଥିଲା I

ଆଜିକା ସମୟ ରେ ଝିଅ ଙ୍କ ର ବଡ଼ ସମସ୍ୟା ବାଳ ଝାଡ଼ିବା I ଦିନ ସାରା ର ଵ୍ୟସ୍ତବହୁଳତା କୁ ନେଇ ବାଳ ଝାଡ଼ିବା ଏକ ସାଧାରଣ କଥା ଅଟେ I

ବାଳ ର ମୂଳ ଯେତିକି କମଜୋର ହେବ ବାଳ ସେତିକି ଝଡ଼ିବ I ଏଥିରୁ ବର୍ତ୍ତିବ କୁ ଝିଅ ମାନେ ଅନେକ ଉପାୟ ମଧ୍ୟ ଆପଣେଇଥାନ୍ତି I ହେଲେ ଏହା ର ସମାଧାନ ହେଇ ନ ଥାଏ I

ଯଦି ପୁରୁଣା ସମୟ ରେ ରାଣୀ ଙ୍କ କଥା ଦେଖିବା ତ ସେମାନେ ମହୁ ଓ ଯେତୁନ ର ତେଲ ବ୍ୟବହାର କରୁଥିଲେ I ଏହା ତ୍ୱଚା ରେ ବ୍ୟବହାର କରିବା ଦ୍ୱାରା ତ୍ୱଚା ର ଚମକ ବୃଦ୍ଧି ହେଇଥାଏ I

ପୁରୁଣା ସମୟ ରେ ରାଣୀ ମାନେ ଗାଧୋଇବା ସମୟ ରେ ଇତର ପକାଉଥିଲେ I ଏହା ଦ୍ୱାରା ତ୍ୱଚା ର ସୁନ୍ଦର ବୃଦ୍ଧି ହେଇଥାଏ I

ଏହା ଦ୍ୱାରା ରାଜା ମାନେ ତାଙ୍କ ପାଖ କୁ ଆସିବା ଦ୍ୱାରା ରାଣୀ ଙ୍କ ର ସୁଗନ୍ଧ ରେ ଆକର୍ଷିତ ହେଇଥାନ୍ତି I

ଏହା ଶୁଣି ଆପଣ ଙ୍କୁ ଆଶ୍ଚଯ୍ୟ ଲାଗିଥିବ କି ରାଣୀ ମାନେ ସେ ସମୟ ରେ ଗଧି ର କ୍ଷୀର ରେ ସ୍ନାନ କରୁଥିଲେ I ଏହା ମନୁଷ୍ୟ ର ତ୍ୱଚା ପାଁଇ ଲାଭକାରୀ ଅଟେ I

ମାନ୍ୟତା ଅନୁସାରେ ରାଣୀମାନେ ଗଧି କ୍ଷୀର ରେ ମହୁ ଓ ଯେତୁନ ର ତେଲ ମଧ୍ୟ ମିଶାଇ ଏହା ର ସ୍ନାନ କରୁଥିଲେ I