‘ମହାଭାରତ’ ସିରିଏଲରେ ଦେବରାଜ ଇନ୍ଦ୍ର ଭୁମିକାରେ କରିଥିଲେ ଅଭିନୟ, ଆଜି ହେଇ ଯାଇଛି ଏପରି ଅବସ୍ଥା, ଜାଣିଲେ ଆଖିରେ ଲୁହ ଆସିଯିବ

ଲକ ଡାଉନ ରେ ଦୂରଦର୍ଶନ ବି.ଆର. ଚୋପଦା ଙ୍କ ର ମହାଭାରତ ସିରିଏଲ ର ପୁନଃ ପ୍ରସାରଣ ଆରମ୍ଭ ହେଇଥିଲା | ଯାହା କୁ ନେଇ ଏହି ସିରିଏଲ ରେ ସବୁ କଳାକାର ପୁଣି ଥରେ ଚର୍ଚା କୁ ଆସିଛନ୍ତି | ଆଜି ଆମେ ଆପଣ ଙ୍କୁ ଏହି ସିରିଏଲ ର କଳାକାର ସତୀଶ କାଳୁ ଙ୍କ ର ବିଷୟ ରେ କହିବା | ସତୀଶ ହିନ୍ଦୀ ଫିଲ୍ମ ଓ ପଂଜାବୀ ଫିଲ୍ମ ରେ ଲୋକପ୍ରିୟ ଅଭିନେତା ଥିଲେ | କିନ୍ତୁ ବର୍ତମାନ ସତୀଶ ଙ୍କ ର ଅବସ୍ଥା ବହୁତ ଖରାପ ଅଟେ |

ଫିଲ୍ମ କ୍ୟାରିୟର
ସତୀଶ କୌଲ ପଂଜାବୀ ଫିଲ୍ମ ରେ ନିଜ ର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ | ସେ ନିଜ କ୍ୟାରିୟର ର ଆରମ୍ଭ 1979 ରେ କରିଥିଲେ | ଏହା ପରେ ସେ କିଛି ହିନ୍ଦୀ ସିନେମା ରେ ମଧ୍ୟ ଅଭିନୟ କରିଥିଲେ | ଫିଲ୍ମ କର୍ମା , ଆଣ୍ଟି ନମ୍ବର ୱାନ , ପ୍ୟାର ତୋ ହୋନା ହିଁ ଥା , ପ୍ୟାର କା ମନ୍ଦିର , ଖୁନି ମହଲ | ସତୀଶ 300 ରୁ ଅଧିକ ପଂଜାବୀ ଓ ହିନ୍ଦୀ ଫିଲ୍ମ ରେ କାମ କରିଥିଲେ |

ମହାଭାରତ ସିରିଏଲ ରେ ହେଇଥିଲେ ଦେବରାଜ ଇନ୍ଦ୍ର
ସିନେମା ପରେ ସତୀଶ କୌଲ ସିରିଏଲ ରେ ମଧ୍ୟ ଏଣ୍ଟ୍ରି କରିଥିଲେ | ମହାଭାରତ ସିରିଏଲ ରେ ସେ ଦେବ ରାଜ ଇନ୍ଦ୍ର ଙ୍କ ର ଭୂମିକା ରେ ଦାନବୀର କର୍ଣ ଙ୍କୁ ତାଙ୍କ କବଚ ମାଗିଥିଲେ | 80 ଦଶକ ରେ ଆତଙ୍କବାଦୀ ଙ୍କ ର ପ୍ରକୋପ ଲାଗି ରହିଥିଲା ଯାହା କୁ ନେଇ ତାଙ୍କ ଫିଲ୍ମ କ୍ୟାରିୟର ଖରାପ ହେଇଯାଇଥିଲା |

ବିକ୍ରମ ଓ ବେତାଳ ସିରିଏଲ ରେ କରିଥିଲେ ଅନେକ ଭୂମିକାରେ ଅଭିନୟ
ମହାଭାରତ ଛଡା ସତୀଶ ଅନେକ ଟିଭି ସୋ ରେ ବେଶ ଭଲ ଅଭିନୟ କରିଥିଲେ | ରମାନନ୍ଦ ସାଗର ଙ୍କ ର ବିକ୍ରମ ବେତାଳ ସବୁଠାରୁ ଅଧିକ ଲୋକପ୍ରିୟ ସିରିଏଲ ଥିଲା | ପ୍ରିନ୍ସ ଅଜୟ , ମଧୁସୂଦନ ବୈଦ୍ୟ , ସତବସିଳ , ରାଜକୁମାର ବଜ୍ରମୁକ୍ତି , ସେନାପତି ଓ ସୂର୍ଯ୍ୟମାଲ ସହିତ ଅନେକ ଅଭିନୟ କରିଥିଲେ |

କୋଟିପତି ରୁ ହେଲେ ରୋଡ଼ ପତି
ସତୀଶ କୌଲ ନିଜ ଜୀବନ ର ସବୁ ଜମା ପୁଞ୍ଜି ଲୁଧିଆନା ରେ ଏକ ଆକ୍ଟିଂ ସ୍କୁଲ ଖୋଲିକି ହିଁ ସାରିଦେଇଥିଲେ | ଏବଂ ତାଙ୍କ ର ଆକ୍ଟିଙ୍ଗ ସ୍କୁଲ ଭଲ ନ ଚାଲିବ କାରଣ ରୁ ତାଙ୍କ ର ଏକ ବଡ଼ ଧାରଣ ର ଲସ ହେଇଥିଲା | ଘର ଖର୍ଚ୍ଚ କରିବା ବି କଷ୍ଟକର ହେଇଥିଲା | ଏପରି ସମୟ ରେ ତାଙ୍କ ପତ୍ନୀ ଓ ପୁଅ ଆମେରିକା ସିଫ୍ଟ ହେଇଥିଲେ |

ଵୃଦ୍ଧାଶ୍ରମ ରେ ଜୀବନ ବିତାଉଛନ୍ତି
ଖବର ଅନୁସାରେ ସତୀଶ କୌଲ ବର୍ତମାନ ପଞ୍ଜାବର ଲୁଧିଆନା ରାଜ୍ୟରେ ବିବେକାନନ୍ଦ ବୁଦ୍ଧଶ୍ରମ ରେ ଜୀବନ ବିତାଉଛନ୍ତି | ଏପରି କି ହସ୍ପିଟାଲ ରେ ଏକ ବିଲ ପେମେଂଟ କରିବା କୁ ମଧ୍ୟ ତାଙ୍କ ପାଖ ରେ ଟଙ୍କା ନାହିଁ ବହୁତ ଦୁଃଖ ଦୁର୍ଦଶା ରେ ସେ ଜୀବନ ଅତିବାହିତ କରୁଛନ୍ତି |