ଆହତ ରୋହିତ ଶର୍ମାଙ୍କ ସ୍ଥାନରେ ଏହି ୨୮ ବର୍ଷୀୟ ଷ୍ଟାର ଖେଳାଳିଙ୍କୁ ମିଳି ପରେ ମୌକା, ନାମ ଶୁଣିଲେ ଖୁସି ହଃହୋଇଯିବେ ଆପଣ

ରୋହିତ ଶର୍ମା ଜଣେ ଭାରତୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଅଟନ୍ତି I ରୋହିତ ଶର୍ମା IPL କ୍ରିକେଟ ର ମୁମ୍ବାଇ ଇଂଡିଆନ୍ସ ଟିମ ର କ୍ୟାପଟେନ ମଧ୍ୟ ଅଟନ୍ତି I ଏହା ସହ ଭାରତୀୟ ରାଷ୍ଟ୍ରୀୟ ଟିମ ର ଅପ ଅଧିନାୟକ ଅଟନ୍ତି I

ଭାରତ ନ୍ୟୁଜଲାଣ୍ଡ ମଧ୍ୟ ରେ ବିଗତ ଦିନ ରେ ପାଞ୍ଚ ଗୋଟି ଟି 20 ମ୍ୟାଚ ର ପଞ୍ଚମ ମ୍ୟାଚ ରେ ମଧ୍ୟ ଭାରତୀୟ ଟିମ ବିଜେତା ହେଇ ସମ୍ପୂର୍ଣ ସିରିଜ ନିଜ ନାମ ରେ କରିପାରିଛି I ଇତି ମଧ୍ୟ ରେ ଭାରତୀୟ ଟିମ ର ରୋହିତ ଶର୍ମା ଙ୍କ ର ମାଂସପେଶୀ ରେ ସମସ୍ୟା ଥିବା କୁ ନେଇ ସେ ଆଘାତ ହେଇଥିଲେ I ମ୍ୟାଚ ଖେଳିବା ସମୟ ରେ 17 ଓଭର ର ପ୍ରଥମ ବଲ ରେ ଦୌଡ଼ି କି ରନ ନେବା ସମୟ ରେ ରୋହିତ ଶର୍ମା ଙ୍କ ର ମାଂସପେଶୀ ରେ ସମସ୍ୟା ଆସିଥିଲା I

ପଞ୍ଚମ ଓଭର ରେ ରୋହିତ ଶର୍ମା ଆଘାତ ପାଇଥିଲେ
ରୋହିତ ଶର୍ମା ଆଘାତ ହେବା ପରେ ଭାରତୀୟ କ୍ରିକେଟ କୁ ଏହା ଏକ ବଡ଼ ଝଟକା ଦେଇଥିଲା I କାରଣ ପୂର୍ବ ରୁ ଭାରତୀୟ ଟିମ ର ଷ୍ଟାର କ୍ରିକେଟର ଶିଖର ଧାୱନ ମଧ୍ୟ ଆଘାତ ହେଇକି ଟିମ ରୁ ବାହାର ହେଇଥିଲେ I ତେଣୁ ରୋହିତ ଶର୍ମା ୱାଡେ ମ୍ୟାଚ ରେ ଯଦି ବାହାର ହେଇ ରହିବେ ତେବେ ଟିମ ଇଣ୍ଡିଆ କୁ ତାଙ୍କ ସ୍ଥାନ ରେ ଆଉ ଏକ ଭଲ ଖେଳାଳି ଙ୍କ ର ଚୟନ କରିବା କୁ ହେବ I

ଏହି ଖେଳାଳି ପାଇବେ ସୁଯୋଗ
ଯଦି ରୋହିତ ଶର୍ମା ଆଗାମୀ ୱାନଡେ ମ୍ୟାଚ ପର୍ଯ୍ୟନ୍ତ ନିଜ କୁ ଫିଟ କରି ନ ପାରନ୍ତି ତେବେ 28 ବର୍ଷୀୟ କ୍ରିକେଟର ମାୟାଙ୍କ ଅଗ୍ରୱାଲ ଙ୍କୁ ଓପନ୍ର ବ୍ୟାଟ୍ସମ୍ୟାନ ରୂପେ ଟିମ କୁ ଏଣ୍ଟ୍ରି କରିବା ର ସୁଯୋଗ ମିଳିବ I ପୂର୍ବ ରୁ ମାୟାଙ୍କ ଅଗ୍ରୱାଲ ଙ୍କୁ ୱାନଡେ ପାଁଇ ଚୟନ କରାଯାଇଥିଲେ ମଧ୍ୟ ପ୍ଲେଇଂ ଇଲେଭେନ ରେ ସୁଯୋଗ ମିଳି ନ ଥିଲା I ମାୟାଙ୍କ ଅଗ୍ରୱାଲ ଙ୍କ ଛଡା ଭାରତୀୟ ଟିମ ରେ ଆଜିଙ୍କ୍ୟ ରାହାଣେ , ଇସନ କିସାନ , ସଂଜୁ ଙ୍କୁ ମଧ୍ୟ ବିକଳ୍ପ ରଖାଯାଇଛି I

ଆପଣ ଙ୍କ ହିସାବ ରେ କିଏ ରହିବେ ରୋହିତ ଙ୍କ ର ବିକଳ୍ପ କମେନ୍ଟ ମାଧ୍ୟମ ରେ ଜଣାଇବେ I

ଆଜିଙ୍କ୍ୟ ରାହାଣେ
ମାୟାଙ୍କ ଅଗ୍ରୱାଲ
ଈଶାନ କିଶନ
ସଂଜୁ ସେମସ୍ନନ