ଏହି ଅଭିନେତ୍ରୀ କହିଲେ ନିଜ ଜୀବନର ଗୁପ୍ତ କଥା, ଗର୍ଭବତୀ ଥିବା ସମୟରେ ବି ସ୍ଵାମୀ ତାଙ୍କ ସହ କରିଲେ ଏପରି କାମ… ଗୋଟେ ରାତିରେ ସେ ମତେ …

ଟିଭି ଓ ବଲିଉଡ ରେ କାମ କରୁଥିବା ଅଭିନେତ୍ରୀ ଙ୍କ ର ବ୍ରେକଅପ ଓ ଡିଭୋର୍ସ ହେବା ଏକ ସାଧାରଣ କଥା ଅଟେ I କିଛି ଏପରି ଅଭିନେତ୍ରୀ ମଧ୍ୟ ରହିଛନ୍ତି ଯେଉଁମାନେ ନିଜ ପତି ଙ୍କୁ ଛାଡପତ୍ର ଦେବା ପରେ ଏକାକୀ ଜୀବନ ଅତିବାହିତ କରିଥାନ୍ତି I ଆଜି ଆମେ ଏଠାରେ ଅଭିନେତ୍ରୀ ଚାହତ ଖାଁ ଙ୍କ ବିଷୟ ରେ ଆଲୋଚନା କରୁଚୁ I ଅଭିନେତ୍ରୀ ଚାହତ ନିଜ ର ବ୍ୟକ୍ତିଗତ ଜୀବନ କୁ ନେଇ ବେଶ ଚର୍ଚା କୁ ଆସିଥାନ୍ତି I

ଅଭିନେତ୍ରୀ ଚାହତ ତାଙ୍କ ପତି ଙ୍କୁ ଛାଡପତ୍ର ଦେଇଛନ୍ତି ଏବଂ ଆଜିକା ସମୟ ରେ ସେ ନିଜ ଝିଅ ସହ ଏକାକୀ ଜୀବନ ଅତିବାହିତ କରୁଛନ୍ତି I ବର୍ତମାନ ସମୟ ରେ ଅଭିନେତ୍ରୀ ଚାହତ ବେଶ ଖୁସି ରେ ନିଜ ଜୀବନ ଅତିବାହିତ କରୁଛନ୍ତି I ଆଜି ଆମେ ଆପଣ ଙ୍କୁ ଚାହତ ଙ୍କ ର ବୈବାହିକ ଜୀବନ ବିଷୟ ରେ କହିବା କୁ ଯାଉଛୁ I

ଅଭିନେତ୍ରୀ ଚାହତ ଖାନ୍ନା 2013 ରେ ଫାରାହାଂ ମିର୍ଜା ଙ୍କ ସହ ବିବାହ କରିଥିଲେ I ବିବାହ ର 4 ବର୍ଷ ରେ 2 ସନ୍ତାନ ର ମା ହେଇଥିଲେ I କିନ୍ତୁ କିଛି ଦିନ ପରେ ଚାହତ ତାଙ୍କ ପତି ଙ୍କ ଉପରେ କେଶ କରିଥିଲେ I ଏବଂ ସେ ତାଙ୍କ ପତି ଙ୍କ ଠାରୁ ଛାଡପତ୍ର ଦାବି କରିଥିଲେ I ସେ ଏହା କହିଥିଲେ କି ତାଙ୍କ ପତି କିପରି ତାଙ୍କ ଉପରେ ସନ୍ଦେହ କରୁଥିଲେ କି ଏହି ସନ୍ତାନ ର ପିତା ସେ ନୁହନ୍ତି ବୋଲି I

ଏହି ଅବିଶ୍ୱାସ କୁ ନେଇ ସେ ବିରକ୍ତ ହେଇଯାଇଥିଲେ ଏବଂ ଶେଷ ରେ ଚାହତ ଏହି ନିଷ୍ପତି ନେଇଥିଲେ କି ସେ ପତି ଙ୍କୁ ଛାଡପତ୍ର ଦେବେ I ଟିଭି ସିରିଏଲ ରେ କିସ ସିନ ରେ କାମ କରିବା ମଧ୍ୟ ତାଙ୍କ ପତି ଙ୍କୁ ପସନ୍ଦ ନ ଥିଲା I ତେବେ ଚାହତ ସୋସିଆଲ ମିଡ଼ିଆ ରେ ଅଧିକ ସକ୍ରିୟ ରହୁନ୍ତି I