୧ ଅକ୍ଟୋବରରେ ବନ୍ଦ ହେବାକୁ ଯାଉଛି ୭ କୋଟି ମୋବାଇଲ ନମ୍ବର, ନିଜ ନମ୍ବର ବଞ୍ଚାଇବା ପାଇଁ କରନ୍ତୁ ଏହି କାମ

31 ଅକ୍ଟୋବର ରୁ ପ୍ରାୟ 7 କୋଟି ମୋବାଇଲ ନମ୍ବର ବନ୍ଦ ହେବାକୁ ଯାଉଛି !

ଦେଖିବାକୁ ଗଲେ ଟେଲିକମ ରେଗୁଲେଟରି ଟ୍ରାଇ 17 ଅକ୍ଟୋବର ରେ ଏହି ନିର୍ଦେଶ ଜାରି କରି କହିଛି କି ଏୟାରସେଲ ଶବସକ୍ରାଇବର 31 ଅକ୍ଟୋବର ମଧ୍ୟ ରେ ନିଜ ନେଟୱାର୍କ କୁ ପୋର୍ଟାବଲ କରିଦିଅନ୍ତୁ I ନଚେତ ଟ୍ରାଇ ର ନିୟମ ଅନୁସାରେ 7 କୋଟି ଏୟାରସେଲ ଗ୍ରାହକ ଙ୍କ ର ନମ୍ବର ବନ୍ଦ କରାଯିବ I

2018 ରେ ଆରମ୍ଭ ହେବ ଅପରେସନ ବନ୍ଦ
ଦେଖିବାକୁ ଗଲେ 2016 ରେ ରିଲାଏନ୍ସ ଜିଓ ଯେତେବେଳେ ନିଜ ର ସର୍ଭିସ ଆରମ୍ଭ କରିଥିଲା ତ ଡାଟା ର ଟାରିଫ ରେଟ କୁ ନେଇ ଅନ୍ୟ ମୋବାଇଲ କମ୍ପାନୀ କୁ କ୍ଷତି ସହିବାକୁ ପଡିଥିଲା I ଯାହା ଦ୍ୱାରା କି ଛୋଟ ମୋବାଇଲ କମ୍ପାନୀ ଗୁଡିକ ବନ୍ଦ ମଧ୍ୟ ହେଇଯାଇଥିଲା I 2018 ରେ ଏୟାରସେଲ ପ୍ରାୟ ଅନେକ ନମ୍ବର କୁ ବନ୍ଦ କରିଥିଲା I ସୂଚନା ଅନୁସାରେ ଏୟାରସେଲ ର 9 କୋଟି ଶବସକ୍ରାଇବର ଥିଲେ I

ଅଡିସନାଲ UPC
ଏୟାରସେଲ ଟ୍ରାଇ ରୁ UPCS କରିବାକୁ କହିଛି I 22 ଫ୍ରେବୁଆରି 2018 ରେ ଟ୍ରାଇ ଏଆର୍ସେଲ କଷ୍ଟମର୍ସ ଙ୍କୁ ଅଡିସନାଲ କୋଡ଼ ଦେଇଛି I ଡାଟା ଅନୁସାରେ 28 ଫ୍ରେବୁଆରି 2018 ରୁ 31 ଅଗଷ୍ଟ 2019 ମଧ୍ୟ ରେ 1.9 କୋଟି ଗ୍ରାହକ ଅନ୍ୟ ନମ୍ବର କୁ ନିଜ ନମ୍ବର କୁ ପରିବର୍ତନ କରିଥିଲେ I ଦେଖିବାକୁ ଗଲେ ଏୟାରସେଲ ଗ୍ରାହକ ଙ୍କ ର ସଂଖ୍ୟା BSNL ଠାରୁ ମଧ୍ୟ ଅଧିକ ଥିଲା I

ଏୟାରସେଲ ର ନେଟୱାର୍କ ପ୍ରାୟ ଆନ୍ଧ୍ରପ୍ରଦେଶ , ବିହାର , କର୍ଣ୍ଣାଟକ , ୟୁପି , ଓଡିଶା , ପଞ୍ଜାବ ଓ ରାଜସ୍ତାନ ଆଦି ରେ ରହିଥିଲା I

Share Your Comments Below