ବଲିଉଡ ରେ ନିଜ ର ସୁନ୍ଦରତା କୁ ନେଇ ଅନେକ ଅଭିନେତ୍ରୀ ଲୋକପ୍ରିୟତା ହାସିଲ କରିଥାନ୍ତି I ସେହିପରି ଅଭିନେତ୍ରୀ ଐଶ୍ୱର୍ଯ୍ୟ ନିଜ ର ସୁନ୍ଦରତା କୁ ନେଇ ବଲିଉଡ ଇଣ୍ଡଷ୍ଟ୍ରି ରେ ସବୁଠାରୁ ଅଧିକ ଲୋକପ୍ରିୟ ଅଟନ୍ତି I ବର୍ତମାନ ସମୟ ରେ ସେ ବଚ୍ଛନ ପରିବାର ର ବୋହୁ ଅଟନ୍ତି I କେବଳ ଭାରତ ନୁହେଁ ବିଦେଶ ରେ ମଧ୍ୟ ତାଙ୍କ ର ବେଶ ଅଧିକ ଲୋକପ୍ରିୟତା ରହିଛି I
କିନ୍ତୁ ବଲିଉଡ ରେ ଏପରି ଅନେକ କଳାକାର ମଧ୍ୟ ଅଛନ୍ତି ଯେଉଁମାନେ କି ଐଶ୍ୱର୍ଯ୍ୟ ଙ୍କୁ ପସନ୍ଦ କରନ୍ତି ନାହିଁ I ଆଜି ଆମେ ଆପଣ ଙ୍କୁ ଏହିପରି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛେ ଯିଏ କି ଐଶ୍ୱର୍ଯ୍ୟ ଙ୍କୁ ପସନ୍ଦ କରନ୍ତି ନାହିଁ I ଆମେ ଏଠାରେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛେ ତାଙ୍କ ନାମ ହେଉଛି ରାଣୀ ମୁଖାର୍ଜୀ I
ରାଣୀ ମୁଖାର୍ଜୀ ମଧ୍ୟ ବଲିଉଡ ରେ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି I କିନ୍ତୁ ତାଙ୍କ ର ଐଶ୍ୱର୍ଯ୍ୟ ଙ୍କ ର ମଧ୍ୟ ରେ ଶତ୍ରୁତା ର କାରଣ ହେଉଛି ତାଙ୍କର ପ୍ରେମ I ଏହି ଦୁଇ ଅଭିନେତ୍ରୀ ଜଣେ ଅଭିନେତା ଙ୍କୁ ହିଁ ପ୍ରେମ କରିଥିଲେ ଓ ସେ ହେଉଛନ୍ତି ଅଭିଷେକ ବଚ୍ଛନ I
ଐଶ୍ୱର୍ଯ୍ୟ ଓ ଅଭିଷେକ ଙ୍କ ର ବିବାହ ପୂର୍ବ ରୁ ଅଭିଷେକ ଙ୍କ ର ଅଧିକ ନିକଟତର ଥିଲେ ରାଣୀ ମୁଖାର୍ଜୀ I ଅଭିଷେକ ଓ ରାଣୀ ମୁଖାର୍ଜୀ ଙ୍କ ର ମଧ୍ୟ ରେ ଗଭୀର ପ୍ରେମ ସମ୍ବନ୍ଧ ମଧ୍ୟ ରହିଥିଲା I
ଫିଲ୍ମ ୟୁବା ରେ ମଧ୍ୟ ରାଣୀ ମୁଖାର୍ଜୀ ଓ ଅଭିଷେକ ଙ୍କ ର ଯୋଡି ବେଶ ଚର୍ଚା ରେ ରହିଥିଲା I ତେବେ ଏହି ଫିଲ୍ମ ରୁ ହିଁ ଦୁହେଁ ପରସ୍ପର ର ନିକଟତର ହେଇପାରିଥିଲେ I ସେହିପରି ବାଣ୍ଟି ଓ ବବଲୀ ଫିଲ୍ମ ରେ ମଧ୍ୟ ଏହି ଦୁଇ କଳାକାର ଙ୍କ ର ଯୋଡି ଦର୍ଶକ ଙ୍କ ର ମନୋରଞ୍ଜନ କରିପାରିଥିଲା I ଅନ୍ୟପଟେ ଦୁହେଁ ବିବାହ ପାଁଇ ମଧ୍ୟ ରାଜି ହେଇସାରିଥିଲେ I
ଫିଲ୍ମ ବ୍ଲାକ ର ସୁଟିଂ ଆରମ୍ଭ ହେଇଥିଲା I ଏହି ଫିଲ୍ମ ରେ ରାଣୀ ମୁଖାର୍ଜୀ ଓ ଅଭିଷେକ ବଚ୍ଛନ ଙ୍କୁ ମଧ୍ୟ ଦେଖିବା କୁ ମିଳିଥିଲା I ଫିଲ୍ମ ର ଏକ ସିନ ଦୃଶ୍ୟ କୁ ନେଇ ଦୁହିଁଙ୍କ ମଧ୍ୟ ରେ ସମ୍ପର୍କ ଖରାପ ହେଇଥିଲା I
ଫିଲ୍ମ ର ଏକ ସିନ ରେ ଅମିତାଭ ଙ୍କୁ ରାଣୀ ମୁଖାର୍ଜୀ କିସ କରିବା ର ଥିଲା I ଏହି କିସ ସିନ ଅଭିଷେକ ଙ୍କୁ ପସନ୍ଦ ଆସି ନ ଥିଲା I ଏବଂ ଉଭୟ ଙ୍କ ମଧ୍ୟ ରେ ପ୍ରେମ ରେ ତିକ୍ତତା ଆସିଥିଲା I
ରାଣୀ ମୁଖାର୍ଜୀ ଏହି ବାବଦ ରେ ଅଭିଷେକ ଙ୍କୁ ବୁଝାଇବା କୁ ବହୁତ ଚେଷ୍ଟା କରିଥିଲେ I କିନ୍ତୁ ସେ ବୁଝିପାରି ନ ଥିଲେ I ଏହା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହେଇଯାଇଥିଲେ I ଏହି ମଉକା ର ଫାଇଦା ଉଠାଇ ଅଭିଷେକ , ଐଶ୍ୱର୍ଯ୍ୟ ଙ୍କୁ ବିବାହ କରିଥିଲେ I
ଏହି କାରଣ କୁ ନେଇ ଐଶ୍ୱର୍ଯ୍ୟ ଓ ରାଣୀ ମୁଖାର୍ଜୀ ଙ୍କ ମଧ୍ୟ ରେ ମଧ୍ୟ ସମ୍ପର୍କ ଖରାପ ହେଇଥିଲା I ଏପରି କି ଅଭିଷେକ ଓ ଐଶ୍ୱର୍ଯ୍ୟ ନିଜ ର ବିବାହ ରେ ରାଣୀ ମୁଖାର୍ଜୀ ଙ୍କୁ ନିମନ୍ତ୍ରଣ କରି ନ ଥିଲେ I ଏହା ଦ୍ୱାରା ରାଣୀ ମୁଖାର୍ଜୀ ଙ୍କୁ ଏହା ବହୁତ ଖରାପ ଲାଗିଥିଲା I
ବର୍ତମାନ ସମୟ ରେ ରାଣୀ ମୁଖାର୍ଜୀ ଓ ଅଭିଷେକ ଦୁହେଁ ନିଜ ନିଜ ର ବୈବାହିକ ଜୀବନ ରେ ଖୁସି ରେ ରହିଛନ୍ତି I ରାଣୀ ଙ୍କ ର ବିବାହ ଆଦିତ୍ୟ ଙ୍କ ସହ ଓ ଅଭିଷେକ ଙ୍କ ର ବିବାହ ଐଶ୍ୱର୍ଯ୍ୟ ଙ୍କ ର ସହ ହେଇଥିଲା I