ଆଜିକା ସମୟ ରେ ଅପରାଧ ବଢି ବଢି ଚାଲିଛି I ପ୍ରତୋକ ଦିନ କୌଣସି ନା କୌଣସି ଅପରାଧ ଦେଖିବାକୁ ମିଳିଥାଏ I ଆଜି ଏହିପରି କିଛି ଅପରାଧ ର ଖବର ଶୁଣିବାକୁ ମିଳିଛି I ଏବଂ ଏହି ଖବର ପଢି ଆପଣ ଙ୍କ ମଧ୍ୟ ହୋସ ଉଡିଯିବ I
ଘଟଣା ଟି ଉତ୍ତର ପ୍ରଦେଶ ଅଂଚଳ ର ଅଟେ I ଏଠାରେ ରହୁଥିବା ପରିବାର ର ଯୁବକ ନିଜ ପତ୍ନୀ ଓ ନିଜ ଭାଇ ଙ୍କ ଉପରେ ଅନୈତିକ ସମ୍ବନ୍ଧ କୁ ନେଇ ଆରୋପ ଆଣିଛନ୍ତି I ପୋଲିସ ରେ ମାମଲା ରୁଜୁ କରିବା ପରେ ଆରୋପି ଦିଅର ଓ ପତ୍ନୀ ଙ୍କୁ ପୋଲିସ ଗିରଫ କରିଛି I ଯେଉଁ ସମୟ ରେ ଏହି ଘଟଣା ଘଟିଥିଲା ସେ ସମୟ ରେ ବିଜୁଳି କାଟ ହେଇଥିଲା I
ଯାହା ଦ୍ୱାରା କି ଘର ଅନ୍ଧାର ଥିଲା ଓ ଦିଅର ଭାଉଜ ଜାଣି ନ ପରି ସମ୍ବନ୍ଧ ସ୍ଥାପନ କରିବା ଆରମ୍ଭ କରିଥିଲେ I ଉକ୍ତ ମହିଳା ମଧ୍ୟ ଦିଅର ଙ୍କୁ ନିଜ ପତି ଭାବି ସମ୍ବନ୍ଧ ରଖିବା ରେ କୌଣସି ବିରୋଧ କରି ନ ଥିଲେ I
ଯେତେବେଳେ ଲାଇଟ ଆସିଥିଲା ତ ପତି ନିଜ ପତ୍ନୀ ଓ ଭାଇ ଙ୍କ ମଧ୍ୟ ରେ ସମ୍ବନ୍ଧ ସ୍ଥାପନ କୁ ଦେଖିଦେଇଥିଲେ I ପତ୍ନୀ ନିଜ ପତି ଙ୍କୁ ବୁଝାଇବା କୁ ଚେଷ୍ଟା କରିଥିଲେ କିନ୍ତୁ ସେ ମାନି ନ ଥିଲେ ଓ ପୋଲିସ ରେ ଏକ ମାମଲା ରୁଜୁ କରିଥିଲେ I ପୋଲିସ ଏହା ପରେ ମାମଲା ର ଯାଞ୍ଚ ଆରମ୍ଭ କରିଦେଇଛି ଓ ଆରୋପି ଙ୍କୁ ଉଚିତ ଦଣ୍ଡ ମିଳିବ ବୋଲି ମଧ୍ୟ କୁହାଯାଇଛି I