ଅଯୋଧ୍ୟା ମାମଲା ଶୁଣାଣି ପରେ ଏହି ମୁସଲିମ ଅଭିନେତା ଙ୍କ ଠାରୁ ନଥିଲା ଏପରି ବ୍ୟବହାରର ଆଶା, କରିଲେ ନିରାଶ

ଅଯୋଧ୍ୟା ଭାରତ ର ଉତ୍ତର ପ୍ରଦେଶ ରେ ରହିଛି ଏବଂ ଏହା ଏକ ଐତିହାସିକ ସ୍ଥାନ ଅଟେ I ଏହା କୁ କୌଶଳ ଦେଶ ମଧ୍ୟ କୁହାଯାଇଥାଏ I ଅଯୋଧ୍ୟା ବୌଧ ଧର୍ମ , ହିନ୍ଦୁ ଧର୍ମ ର ଏକ ପବିତ୍ର ସ୍ଥାନ ଅଟେ I ଏଠାରେ ଜୈନ ଧର୍ମ ର ଲୋକେ ମଧ୍ୟ ବସବାସ କରିଥାନ୍ତି I

ତେବେ ଦୀର୍ଘ ଦିନ ରୁ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ କୁ ନେଇ ଏକ ବିବାଦୀୟ ପରିସ୍ଥିତି ଲାଗି ରହିଥିଲା ଯାହା ର ପରିସମାପ୍ତି ଗତ 9 ନଭେମ୍ବର ରେ ଶେଷ ହେଇଯାଇଛି I ସୁପ୍ରିମ କୋର୍ଟ ର ଶେଷ ନିଷ୍ପତି ଅନୁସାରେ ଏହି ଅଯୋଧ୍ୟା ର ବିବାଦୀୟ ସ୍ଥାନ ରେ ହିନ୍ଦୁ ଙ୍କ ର ଅଧିକାର ରହିଛି ଓ ମସଜିଦ ପାଁଇ ଅନ୍ୟତ୍ର 5 ଏକର ଜମି ପ୍ରଦାନ କରାଯିବ I ଏହି ନିଷ୍ପତି ପରେ ଦେଶ ର ପ୍ରତୋକ ନେତା ମନ୍ତ୍ରୀ ଓ ଜନ ସାଧାରଣ ନିଜ ନିଜ ର ମତାମତ ସୋସିଆଲ ମିଡ଼ିଆ ରେ ଦେଇଥିଲେ I

ଏପରି ମାମଲା ରେ ବଲିଉଡ ର ସବୁଠାରୁ ବଡ଼ ଅଭିନେତା ସଲ୍ମାନ, ସାରୁଖ ଓ ଅମୀର ଖାଁ ନିରବ ରହିଛନ୍ତି I ଏହି କଳାକାର ଙ୍କ ଠାରୁ ଏପରି ବ୍ୟବହାର ଆଶା ନ ଥିଲା I ଏହି ସୁପ୍ରିମ କୋର୍ଟ ର ନିଷ୍ପତି ଆସିବା ପରେ ସଲ୍ମାନ ଟ୍ୱିଟ କରିଥିଲେ କିନ୍ତୁ ଦବଂଗ 3 ର ଗୀତ ର ପ୍ରମୋସନ ପାଁଇ I

ଏହି ବଡ଼ ବଡ଼ କଳାକାର ଙ୍କ ର ଅନେକ ପ୍ରଶଂସକ ଥିଲେ ଏବଂ ଏହି ଆଶା ରେ ଥିଲେ କି ଏହି ତିନି କଳାକାର ନିଜ ନିଜ ର ମତାମତ ଦେବେ I ତେବେ ଏହି ବାବଦ ରେ ଆପଣ ଙ୍କ ର କଣ ମତାମତ ରହିଛି I

Share Your Comments Below