ଆଖି ସାମ୍ନାରେ ଆପଣଙ୍କୁ ସୁନ ଦେଖେଇ ଏପରି ଠକୁଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ ମାନେ; ଆଜିଠୁ ଧ୍ୟାନ ଦିୟନ୍ତୁ

ବର୍ତମାନ ସମୟ ରେ ଲୋକେ ଗାଡି ମୋଟର ର ବହୁଳ ବ୍ୟବହାର କରୁଛନ୍ତି ଏବଂ ଏହି ଗାଡି ଆଦି ରେ ଇନ୍ଧନ ରୂପେ ପେଟ୍ରୋଲ ର ଓ ଡିଜେଲ ର ବ୍ୟବହାର କରାଯାଇଥାଏ I ଏହା ଏସିତୋନ ପରି ଏକ ଶକ୍ତିଶାଳୀ ଦ୍ରବ୍ୟ ଅଟେ I ଏଥିଏ ଅନେକ ଅଲିଫେଟିକ ହାଇଡ୍ରୋକାର୍ବନ ରହିଥାଏ I ଏଥିରେ ଆଇସୋ ଆକଟନ କିମ୍ବା ହାଇଡ୍ରୋକାର୍ବନ ପରି ତିଲୁଇୱାନ ଓ ବେଞ୍ଜିନ ମଧ୍ୟ ରହିଥାଏ I ଯାହା ଦ୍ୱାରା ଏହା ର ତାପମାତ୍ରା 0 ରୁ 62 ଦୀର୍ଗ୍ରୀ ମଧ୍ୟ ରେ ରହିଥାଏ I ସାମାନ୍ୟ ତାପମାତ୍ରା ରେ ଏହା ବାସ୍ପ ଅବସ୍ଥା ରେ ରହିଥାଏ I ପୂର୍ବ ରୁ ସୀସା ର ବ୍ୟବହାର ଗ୍ୟାସଲିଂ ରେ କରାଯାଉଥିଲା କିନ୍ତୁ 2000 ମସିହା ରେ ଏହା କୁ ବ୍ୟାନ କରାଯାଇଥିଲା I

ପେଟ୍ରୋଲ କାରଣ ରୁ ହିଁ ଦୁନିଆ ଅନେକ ପ୍ରଗତି କରିଛି I ଆମେ ମଧ୍ୟ ଗାଡି ବ୍ୟବହାର କରୁଥିବା ରୁ ପେଟ୍ରୋଲ ପମ୍ପ ଯାଇଥାଉ I କିନ୍ତୁ ଵ୍ୟସ୍ତବହୁଳତା କାରଣ ରୁ ଆମେ ସେଠାରେ ଜାଣିପାରି ନ ଥାଉ କି ଆମେ ଅନେକ ସମୟ ରେ ପେଟ୍ରୋଲ ପମ୍ପ ରେ ଠକାମୀ ର ଶିକାର ହେଇଥାଉ I ଅନେକ ସମୟ ରେ ପେଟ୍ରୋଲ ପମ୍ପ ରେ ଆମ ଆଖି ସମୁଖ ରେ ହିଁ ଆମ କୁ ପେଟ୍ରୋଲ ପମ୍ପ କର୍ମଚାରୀ ଠକିଦେଇଥାନ୍ତି I

ଯେତେବେଳେ ଆମେ ଗାଡି ରେ ପେଟ୍ରୋଲ ପକାଇବାକୁ ଯାଇଥାଉ ତ ମିଟର ପ୍ରତି ବିଶେଷ ଧ୍ୟାନ ଦେଇ ନ ଥାଉ I ଏବଂ ଆମ ଆଖି ସମୁଖ ରେ ହିଁ ଆମେ ଧୋକା ପାଇଥାଉ I

ଆପଣ ଙ୍କ ର ସାମାନ୍ୟ ଅବହେଳା ର ଫାଇଦା ଏହି ପେଟ୍ରୋଲ ପମ୍ପ କର୍ମଚାରୀ ନେଇଥାନ୍ତି I ଏବଂ ଗାଡି ରେ ପେଟ୍ରୋଲ ପକାଇବା ସମୟ ରେ ରିଡିଂ ରେ ହିଁ ସେମାନେ ଆପଣ ଙ୍କ ଗାଡି ରେ ଆରମ୍ଭ କରିଦେଇଥାନ୍ତି I

ଆପଣ ଦେଖୁଥିବେ କି ପେଟ୍ରୋଲ ପମ୍ପ ରେ ଦୁଇଜଣ କର୍ମଚାରୀ ରହିଥାନ୍ତି ଜଣେ କ୍ୟାସ ନେଇଥାନ୍ତି ଓ ଜଣେ ପେଟ୍ରୋଲ ପକାଇଥାନ୍ତି I ଯେତେବେଳେ ଆପଣ 500 ରୁ 1000 ଟଙ୍କା ମଧ୍ୟ ରେ ଗାଡି ରେ ପେଟ୍ରୋଲ ପକାଇଥାନ୍ତି ତ ସେମାନେ ପୁରୁଣା ରିଡିଂ କୁ 0 ନ କରି ସେହି ଠାରୁ ହିଁ ତେଲ ପକାଇବା ଆରମ୍ଭ କରିଦେଇଥାନ୍ତି I ଏହିପରି ଭାବ ରେ ଆପଣ ଠକାମୀ ର ଶିକାର ହେଇଥାନ୍ତି I

ଯେପରି ଅନେକ ସମୟ ରେ 100 କି 150 ପକାଇ ସେମାନେ ରୋକିଦେଇଥାନ୍ତି ଓ ଆପଣ ଯେତେବେଳେ କୁହନ୍ତି 1000 ପକାଇବାକୁ ତ ସେହି ନମ୍ବର ରୁ ହିଁ ଆପଣ ଗାଡି ରେ ତେଲ ପକାଯାଇଥାଏ I ଏହିପରି ଭାବ ରେ ଆପଣ ଧୋକା ର ଶିକାର ହେଇଥାନ୍ତି I