ଆଖିର ଦୃଷ୍ଟି ଶକ୍ତି କମି ହେଉଛି ତ ଆପଣାନ୍ତୁ ଏହି ଦୁଇଟି ସହଜ ଉପାୟ, କେବେବି ଲାଗିବ ନାହିଁ ଚଷମା

ଲଗାତାର ଟିଭି ଦେଖିବା ଦ୍ୱାରା କିମ୍ବା କମ୍ପ୍ୟୁଟର ଓ ଫୋନ ଆଦି ର ବ୍ୟବହାର କରିବା ଦ୍ୱାରା ଆଖି ର ଦୃଷ୍ଟି ଶକ୍ତି କମିଥାଏ I ଏବଂ ଆମ ଆଖି କୁ ଠିକ ରେ କିଛି ଦେଖାଯାଇ ନ ଥାଏ I ଏପରି କ୍ଷେତ୍ର ରେ ମୁଣ୍ଡ ବ୍ୟଥା ପରି ସମସ୍ୟା ମଧ୍ୟ ଦେଖାଯାଇଥାଏ I କିନ୍ତୁ WHO ସଂଗଠନ ର ଏକ ରିପୋର୍ଟ ଅନୁସାରେ ଦୁନିଆ ରେ ଏକ ଅରବ ରୁ ଅଧିକ ଲୋକେ ଆଖି ସମସ୍ୟା ରେ ପୀଡିତ ଅଟନ୍ତି I ଅନେକ ଲୋକେ ଏପରି ଆଖି ସମସ୍ୟା ରେ ନାନା କାରଣ ରୁ ସମୁଖୀନ ହେଇଥାନ୍ତି I ଏହା ର ମୁକ୍ଷ୍ୟ କାରଣ ହେଉଛି ଆପଣ ଆଖି ର ଠିକ ରେ ଯତ୍ନ ନ ନେବା I କିଛି ଏପରି ଜିନିଷ ରହିଛି ଯାହା ଆପଣ ଙ୍କ ର ଆଖି କୁ ସୁସ୍ଥ ରଖିଥାଏ I

ଆଖି ସମସ୍ୟା ର କିଛି ପ୍ରମୁଖ କାରଣ ହେଉଛି ଅସ୍ପଷ୍ଟ ଦୃଷ୍ଟି , ଆଖି ରେ ଯନ୍ତ୍ରଣା ଓ କୁଣ୍ଡାଇ ହେବା I

କାରଣ
ଆଖି କୁ ପ୍ରଦୂଷଣ କାରଣ ରୁ ଓ ଆଖି ରେ ଅନେକ ଧୂଳି ପଡିବା କାରଣ ରୁ ଏପରି ହେଇଥାଏ I ଆପଣ ଅନେକ କସମେଟିକ ପ୍ରଡକ୍ଟ ର ବ୍ୟବହାର କାରଣ ରୁ ଏହା ମଧ୍ୟ ଆଖି ରେ ବାଜି ସମସ୍ୟା ସୃଷ୍ଟି କରିଥାଏ I ଯଦି ଆପଣ ଅଧିକ ସମୟ ଫୋନ ଓ ଲ୍ୟାପଟପ ର ବ୍ୟବହାର କରୁଛନ୍ତି ତେବେ ମଧ୍ୟ ଆଖି ସମସ୍ୟା ହେଇପାରେ I

ଅନେକ ଲୋକେ ଆଖି ସମସ୍ୟା କାରଣ ରୁ ପାନମହୁରୀ ଓ ବାଦାମ ର ମିଶ୍ରଣ କୁ ସେବନ କରିବା ଉଚିତ I ଏହା ମଧ୍ୟ ରେ ଆଣ୍ଟି ଆକ୍ସିଡେଣ୍ଟ ରହିଥାଏ I ଯାହା କି ମୋତିଆବିନ୍ଦୁ ସମସ୍ୟା କୁ ଦୂର କରିଥାଏ I ଏହା ଆଖି ର ଦୃଷ୍ଟି ଶକ୍ତି ବୃଦ୍ଧି କରିବା କୁ ମଧ୍ୟ ସହାୟକ ହେଇଥାଏ I ତେଣୁ ଏଥିରେ ଥିବା ଓ଼ମେଗା 3 ଫ୍ୟାଟି ଏସିଡ ଓ ଭିଟାମିନ ଇ ମଧ୍ୟ ଆଖି ପାଁଇ ବିଶେଷ ଲାଭକାରୀ ଅଟେ I

ଯଦି ଆପଣ ପାନମହୁରୀର ସେବନ କରିଥାନ୍ତି ତେବେ ପେଟ ଦରଜ ସମସ୍ୟା ରହି ନ ଥାଏ , ପେଟ ରେ ଯନ୍ତ୍ରଣା ମଧ୍ୟ ରହି ନ ଥାଏ I କାରଣ ଏଥିରେ ଥିବା ଫାଇବର ଆପଣ ଙ୍କ ର ଓଜନ କୁ ମଧ୍ୟ କଣ୍ଟ୍ରୋଲ କରିଥାଏ I ଥଣ୍ଡା ଦିନ ରେ ମଧ୍ୟ ଆପଣ ଏହା ର ସେବନ କରିବା ବିଶେଷ ଲାଭକାରୀ ଅଟେ I ଏହା ଛଡା ପାଟି ଦୁର୍ଗନ୍ଧ ପରି ସମସ୍ୟା କୁ ମଧ୍ୟ ଏହା ଶୀଘ୍ର ଦୂର କରିଥାଏ I