ଭାଇରଲ ଭିଡ଼ିଓ; ଫିଲ୍ମ ସେଟରେ ଅକ୍ଷୟ କୁମାର ଓ ଡ଼ାଇରେକ୍ଟର ରୋହିତ ସେଠୀଙ୍କ ମଧ୍ୟରେ ହେଲା ଗଣ୍ଡଗୋଳ, ପୋଲିସ ଆସିଲେ ଆଉ

ବଲିଉଡ ରେ ସଫଳ ଅଭିନେତା ରୂପେ ପରିଚିତ ଅକ୍ଷୟ କୁମାର ଙ୍କୁ କିଏ ବା ନ ଜାଣିଚି I ଫିଲ୍ମ ସୂର୍ଯ୍ୟବଂଶୀ ସେଟ ରେ ସୁଟିଂ ସମୟ ରେ ସବୁ ଲୋକେ ବ୍ୟସ୍ତ ଥିଲେ I ଅନେକ ସମୟ ରେ କଳାକାର ମାନେ ଟିକେ ମସ୍ତି କରିଥାନ୍ତି ଏହା କୌଣସି ନୂଆ କଥା ନୁହେଁ I ବିଗତ ଦିନ ରେ କାଟ୍ରିନା କୈଫ ଙ୍କ ର ଫିଲ୍ମ ସୁଟିଂ ସେଟ ର ଏକ ଭିଡିଓ ମଧ୍ୟ ଭାଇରଲ ହେଇଥିଲା I କିନ୍ତୁ ବର୍ତମାନ ର ଘଟଣା ରେ ସୂର୍ଯ୍ୟବଂଶୀ ଫିଲ୍ମ ସୁଟିଂ ସେଟ ରେ ଅକ୍ଷୟ କୁମାର ଓ ରୋହିତ ସେଠୀ ଙ୍କ ମଧ୍ୟ ରେ ମାରପିଟ ପରି ଘଟଣା ଦେଖିବାକୁ ମିଳିଛି I

ସୂର୍ଯ୍ୟବଂଶୀ ସୁଟିଂ ସେଟ ରେ ଅଘଟଣ
ଅକ୍ଷୟ କୁମାର ଖୁବ ଶୀଘ୍ର ରୋହିତ ସେଠୀ ଙ୍କ ର ଫିଲ୍ମ ସୂର୍ଯ୍ୟବଂଶୀ ରେ ନଜର ଆସିବେ I ବର୍ତମାନ ସମୟ ରେ ଅକ୍ଷୟ କୁମାର ଏହି ଫିଲ୍ମ ର ସୁଟିଂ ରେ ବ୍ୟସ୍ତ ରହିଛନ୍ତି I କିନ୍ତୁ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଠାରେ କି ଅକ୍ଷୟ କୁମାର ଓ ରୋହିତ ସେଠୀ ଙ୍କ ମଧ୍ୟ ରେ ମାରପିଟ ହେଉଛି I ଝଗଡା ଏତେ ବଢିଯାଇଥିଲା କି ଲୋକେ ଆସି ଦୁହିଁଙ୍କୁ ବୁଝାସୁଝା କରିଥିଲେ I ଆପଣ ଏହା କୁ ସତ ବୋଲି ଭାବନ୍ତୁ ନାହିଁ କାରଣ ଏହା ଦୁହିଁଙ୍କ ର ଏକ ମସ୍ତି ଥିଲା I ଏହି ଫିଲ୍ମ ରେ ଅକ୍ଷୟ କୁମାର , ଅଭିନେତ୍ରୀ କାଟ୍ରିନା ଙ୍କ ସହ ରୋମାନ୍ସ କରିବା ର ଦେଖିବାକୁ ମିଳିବେ I

ଦେଖନ୍ତୁ ଭିଡିଓ –


ଅକ୍ଷୟ କୁମାରଙ୍କ ର ଏହି ଭିଡିଓ ରେ ଲେଖା ରହିଛି କି ବ୍ରେକିଙ୍ଗ ନ୍ୟୁଜ – ଏକ ଏପରି ଝଗଡା ଯାହା ଆପଣ କେବେ ଦେଖି ନ ଥିବେ I ଫିଲ୍ମ ସୂର୍ଯ୍ୟବଂଶୀ ରେ ରୋହିତ ସେଠୀ ନିର୍ଦେଶକ ଅଛନ୍ତି I ଏବଂ କରଣ ଜୋହର ଏହା ର ପ୍ରଡ୍ୟୁସର ଅଛନ୍ତି I ଏଥିରେ ଅଜୟ ଦେବଗନ ଓ ରଣବୀର ସିଂ ଙ୍କୁ ମଧ୍ୟ ଦେଖିବାକୁ ମିଳିବ I ଫିଲ୍ମ ଟି ଆଗାମୀ ବର୍ଷ 27 ମାର୍ଚ୍ଚ ରେ ରିଲିଜ ହେବ I ଏହା ଛଡା ଅକ୍ଷୟ କୁମାର ଗୁଡ଼ ନ୍ୟୁଜ , ଲକ୍ଷ୍ମୀ ବମ ପରି ଫିଲ୍ମ ରେ ମଧ୍ୟ ଦେଖିବାକୁ ମିଳିବେ I ଫିଲ୍ମ ବେଳ ବଟମ ଯାହା କି 22 ଜାନୁୟାରୀ 2021 ରେ ରିଲିଜ ହେବ I ଏହା ତ ଆପଣ ମଧ୍ୟ ଜାଣିଥିବେ ଅକ୍ଷୟ କୁମାର ବର୍ଷ କୁ ମାତ୍ର 2 ରୁ 3 ଗୋଟି ଫିଲ୍ମ ରେ ହିଁ କାମ କରିଥାନ୍ତି I