ଅକ୍ଷୟ କୁମାର ବିହାରର ବନ୍ୟା ପୀଡିତ ଙ୍କୁ କରିଲେ ସହାୟତା, 25ଟି ପରିବାରଙ୍କୁ ଦେଲେ ଏତେ କୋଟିର ସାହାଯ୍ୟ

ବଲିଉଡ ର ଅଭିନେତା ଅକ୍ଷୟ କୁମାର ଜଣେ ସୁପର ଷ୍ଟାର ଅଟନ୍ତି ସେ ଫିଲ୍ମ ଜଗତ ରେ ଯେପରି ହିରୋ ବାସ୍ତବ ଜଗତ ରେ ମଧ୍ୟ ସେ ନିଜ ର ବ୍ୟକ୍ତିତ୍ୱ କୁ ନେଇ ହିରୋ ହେଇପାରିଛନ୍ତି I ବିଗତ ଦିନ ରେ ବିହାର ରାଜ୍ୟ ରେ ବନ୍ୟା ର କରାଳ ରୂପ ଦେଖିବାକୁ ମିଳିଥିଲା ଏପରି କ୍ଷେତ୍ର ରେ ଅକ୍ଷୟ କୁମାର ଅସହାୟ ଲୋକ ଙ୍କ ର ସହାୟତା ପାଁଇ ହାତ ବଢାଇଥିଲେ I ଅକ୍ଷୟ କୁମାର ବିହାର ର 25 ଟି ପରିବାର କୁ ସହାୟତା କରିବାକୁ ନିଷ୍ପତି ନେଇଛନ୍ତି I

ବଲିଉଡ ର ଖିଲାଡୀ ଅକ୍ଷୟ କୁମାର ନିଜ ର ବ୍ୟକ୍ତିଗତ ଜୀବନ ରେ ମଧ୍ୟ କିଛି ଏପରି କାର୍ଯ୍ୟ କରିଥାନ୍ତି ଯାହା କୁ ନେଇ ଲୋକେ ତାଙ୍କ ର ଖୁବ ପ୍ରଶଂସା କରିଥାନ୍ତି I ବିଗତ ଦିନ ରେ ଅକ୍ଷୟ କୁମାର ଙ୍କ ର ଫିଲ୍ମ ହାଉସଫୁଲ 4 ବକ୍ସ ଅଫିସ ରେ ବେଶ ସଫଳତା ହାସିଲ କରିଛି I

25 ଟି ପରିବାର କୁ 1 କୋଟି ଟଙ୍କା
ମିଡ଼ିଆ ରିପୋର୍ଟ ଅନୁସାରେ ଅକ୍ଷୟ କୁମାର ବିହାର ର ବନ୍ୟା ପୀଡିତ ମଧ୍ୟ ରେ 25 ଗୋଟି ପରିବାର କୁ ସହାୟତା କରିବେ ଏବଂ ପ୍ରତି ପରିବାର କୁ 4.4 ଲକ୍ଷ ଟଙ୍କା ପ୍ରଦାନ କରିବେ I ବିଗତ ଦିନ ରେ ବିହାର ରେ ବନ୍ୟା କାରଣ ରୁ ଭୟାନକ ଅବସ୍ଥା ଦେଖିବାକୁ ମିଳିଛି I

ଅମିତାଭ ବଚ୍ଛନ କରିଥିଲେ ସହାୟତା
ବିଗତ ଦିନ ରେ ଅଭିନେତା ଅମିତାଭ ବଚ୍ଛନ ବିହାର ର ବନ୍ୟା ପୀଡିତ ଙ୍କ ର ସହାୟତା କରିଥିଲେ I ସେ ମୁଖ୍ୟ ମନ୍ତ୍ରୀ ବନ୍ୟା ଫଣ୍ଡ କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି I ବିହାର ରେ ପ୍ରତୋକ ବର୍ଷ ବର୍ଷା ରେ ସେଠାକାର ବନ୍ୟା ପରିସ୍ଥିତି ହେଇଯାଇଥାଏ I ଏହି ବର୍ଷ କିନ୍ତୁ ବନ୍ୟା ର ପରିମାଣ ଅଧିକ ରହିଥିଲା I ଯାହା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହେଇଯାଇଥିଲା I

ଅକ୍ଷୟ କୁମାର ଙ୍କ ର ହାଉସଫୁଲ
ଦୀପାବଳି ରେ ରିଲିଜ ହେଇଥିବା ଫିଲ୍ମ ହାଉସଫୁଲ 4 ଫିଲ୍ମ ପରଦା ରେ ସେପରି ସଫଳତା ହାସିଲ କରିପାରି ନ ଥିଲା I ଫିଲ୍ମ ଟି ପ୍ରଥମ ଦିନ ରେ 20 କୋଟି ର ଲକ୍ଷ ପାର କରିପାରି ନ ଥିଲା ଯାହା ଦ୍ୱାରା ଅକ୍ଷୟ କୁମାର ଙ୍କ ର ପ୍ରଶଂସକ ଏହି ଫିଲ୍ମ ର ଅସଫଳତା କୁ ନେଇ ସାମାନ୍ୟ ନିରାଶ ମଧ୍ୟ ହେଇଛନ୍ତି I