ସୁପରଷ୍ଟାର ଅକ୍ଷୟ କୁମାର ଙ୍କର ପୁଅ ଆରବ ନିଜ ଠାରୁ ୧୦ ବର୍ଷ ବଡ଼ ଅଭିନେତ୍ରୀଙ୍କ ଉପରେ ହେଲେ ଫିଦା, ଅଭିନତ୍ରୀଙ୍କର ନାଁ ଜାଣିଲେ ଝଟକା ଖାଇଯିବେ …

ବଲିଉଡ ଜଗତ ରେ ଅନେକ ଲୋକପ୍ରିୟ କଳାକାର ଙ୍କୁ ଦେଖିବା କୁ ମିଳିଛି I ଏହି କଳାକାର ଙ୍କ ପରି ତାଙ୍କ ପିଲାମାନେ ମଧ୍ୟ ଅଧିକ ଲୋକପ୍ରିୟ ଅଟନ୍ତି I ଏବଂ ଦର୍ଶକେ ମଧ୍ୟ ଏହି ଷ୍ଟାର କିଡ଼ସ ଙ୍କୁ ଅଧିକ ପସନ୍ଦ କରିଥାନ୍ତି I ଏହି ଷ୍ଟାର କିଡ଼ସ ଙ୍କ ବିଷୟ ରେ ଲୋକେ ଜାଣିବା କୁ ମଧ୍ୟ ଅଧିକ ଇଛୁକ ଅଟନ୍ତି I ଆଜି ଆମେ ଅକ୍ଷୟ କୁମାର ଙ୍କ ର ପୁଅ ଆରବ ଙ୍କ ବିଷୟ ରେ ଆଲୋଚନା କରିବା I

ବିଗତ ଦିନ ରେ ଅକ୍ଷୟ କୁମାର ଙ୍କ ର ପୁଅ ଆରବ ବେଶ ଚର୍ଚା କୁ ଆସିଛନ୍ତି ଏବଂ ଚର୍ଚା କୁ ଆସିବା ର କାରଣ ହେଉଛି ତାଙ୍କ ର ପ୍ରେମ ସମ୍ବନ୍ଧ I ସେ କହିଛନ୍ତି ସେ ଅଭିନେତ୍ରୀ ଆଲିୟ ଭାଟ ଙ୍କୁ ପସନ୍ଦ କରୁଛନ୍ତି I ଅଭିନେତ୍ରୀ ଆଲିୟ ଅକ୍ଷୟ କୁମାର ଙ୍କ ର ପୁଅ ଆରବଙ୍କ ଠାରୁ ପ୍ରାୟ 10 ବର୍ଷ ବଡ଼ ଅଟନ୍ତି I


ଅଭିନେତ୍ରୀ ଆଲିୟ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I ସେ ଅନେକ ସୁପର ହିଟ ଫିଲ୍ମ ରେ କାମ କରିଛନ୍ତି I ଆରବ ସର୍ବଦା ଅଭିନେତ୍ରୀ ଆଲିୟ ଙ୍କ ର ପ୍ରତିଟି ଫିଲ୍ମ ଫାଷ୍ଟ ଡେ ଫାଷ୍ଟ ସୋ ଦେଖିଥାନ୍ତି I ଆରବ ବର୍ତମାନ 17 ବର୍ଷ ବୟସ ର ଏବଂ ଅଭିନେତ୍ରୀ ଆଲିୟ ବର୍ତମାନ 27 ବର୍ଷ ବୟସ ର ଅଟନ୍ତି I ଉଭୟ ଙ୍କ ର ବୟସ ରେ 10 ବର୍ଷ ର ଅନ୍ତର ରହିଛି I