ଅକ୍ଷୟ କୁମାର ଙ୍କର ପ୍ରଥମ ହିରୋଇନଙ୍କ ସହ ଯାହା ହେଲା, ତାହା କୌଣସି ଶତ୍ରୁଙ୍କ ସହବି ନ କରନ୍ତୁ ଭଗବାନ, ଏପରି ହୋଇଥିଲା ତାଙ୍କ ସହ

ବଲିଉଡ ର ଖିଲାଡୀ କୁମାର ଅର୍ଥାତ ଅକ୍ଷୟ କୁମାର ଭାରତୀୟ ସିନେମା ର ସବୁଠାରୁ ଲୋକପ୍ରିୟ କଳାକାର ଅଟନ୍ତି I ଅକ୍ଷୟ କୁମାର ତାଙ୍କ ଫିଲ୍ମ କ୍ୟାରିୟର ରେ ଅନେକ ଅଭିନେତ୍ରୀ ଙ୍କ ର ସହ ଅଭିନୟ କରି ସାରିଛନ୍ତି I 1991 ମସିହା ରେ ଫିଲ୍ମ ନିର୍ଦେଶକ ରାଜ ସିପିପି ଙ୍କ ର ଫିଲ୍ମ ସୌଗନ୍ଧ ରେ ସେ ମୁକ୍ଷ୍ୟ ଭୂମିକା ରୂପେ ଅଭିନୟ କରିଥିଲେ I

ଆଜି ଆମେ ଅକ୍ଷୟ କୁମାର ଙ୍କ ର କ୍ୟାରିୟର ଆରମ୍ଭ ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ବିଧବା ହେଇ ଯାଇଛନ୍ତି I ଫିଲ୍ମ ସୌଗନ୍ଧ ରେ ଥିବା ଏହି ଅଭିନେତ୍ରୀ ଙ୍କ ର ନାମ ଶାନ୍ତିପ୍ରିୟା ଅଟେ I ତେବେ ଶାନ୍ତି ନିଜ ର ଫିଲ୍ମ କ୍ୟାରିୟର ରେ ସେପରି ସଫଳ ହେଇ ନ ଥିଲେ I

ଫିଲ୍ମ ସୌଗନ୍ଧ ରେ ଅକ୍ଷୟ କୁମାର ଓ ଶାନ୍ତି ଙ୍କ ର ଯୋଡି କୁ ଦର୍ଶକେ ମଧ୍ୟ ବେଶ ଅଧିକ ପ୍ରଶଂସା କରିଥିଲେ I ତାଙ୍କ ର କେମେଷ୍ଟ୍ରି ଦର୍ଶକ ଙ୍କୁ ବେଶ ଅଧିକ

ସୌଗନ୍ଧ ଫିଲ୍ମ ରେ ଡେବ୍ୟୁ କରିବା ପରେ ଅକ୍ଷୟ କୁମାର ନିଜ ର ଆକ୍ଟିଙ୍ଗ କୁ ନେଇ ଧୀରେ ଧୀରେ ସୁପରଷ୍ଟାର ହେଇଯାଇଥିଲେ I କିନ୍ତୁ ଶାନ୍ତି ଙ୍କ ର କ୍ୟାରିୟର ର କ୍ୟାରିୟର ସେପରି ଭଲ ରହି ନ ଥିଲା I ଏବଂ କିଛି ଦିନ ପରେ ଶାନ୍ତି ଙ୍କ ର ଫିଲ୍ମ କ୍ୟାରିୟର ଫ୍ଲପ ହେଇଯାଇଥିଲା I 1999 ମସିହା ରେ ଶାନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ଙ୍କୁ ବିବାହ କରିଥିଲେ I

ତେବେ ଶାନ୍ତି ଙ୍କ ର ପତି ସିଦ୍ଧାର୍ଥ , ରେ . ବି ସାନ୍ତରମଣ ଙ୍କ ର ନାତି ଅଟନ୍ତି I ଏବଂ ସେ ମଧ୍ୟ ଜଣେ ଭଲ ଆକ୍ଟର ଥିଲେ I ସିଦ୍ଧାର୍ଥ 1992 ରେ ଫିଲ୍ମ ବଂଶଜ ରେ ବଲିଉଡ ରେ ଡେବ୍ୟୁ କରିଥିଲେ I ଏବଂ ସବୁଠାରୁ ଅଧିକ ଲୋକପ୍ରିୟତା ସେ ସାରୁଖ ଙ୍କ ର ଫିଲ୍ମ ବାଜିଗର ରେ ହିଁ ପାଇପାରିଥିଲେ I

ଶାନ୍ତିପ୍ରିୟ ଙ୍କ ର ବିବାହ ପରେ ତାଙ୍କ ର ଦୁଇଟି ପିଲା ମଧ୍ୟ ହେଇଥିଲେ କିନ୍ତୁ ପ୍ରକୃତି ରେ ଯାହା ଘଟିବା କୁ ଥିବ ତାକୁ ବା କିଏ ରୋକି ପାରିବ I ଏହା ପରେ 2004 ମସିହା ରେ ପତି ସିଦ୍ଧାର୍ଥ ଙ୍କ ର ହୃତଘାତ ରେ ମୃତ୍ୟୁ ହେଇଥିଲା I ସିଦ୍ଧାର୍ଥ ଙ୍କ ର ମୃତ୍ୟୁ ସମୟ ରେ ଶାନ୍ତି ଙ୍କ ର ବୟସ 35 ବର୍ଷ ଥିଲା I

ପତି ଙ୍କ ର ଅଚାନକ ବିୟୋଗ ରେ ପରିବାର ର ସବୁ ଦାଇତ୍ୱ ଶନି ଙ୍କ ଉପରେ ରହିଥିଲା I ଏହା ଭାବିକି 2008 ରେ ସେ ଫେରିଥିଲେ I ଏବଂ ସାଉଥ ଇଣ୍ଡିଆନ ଫିଲ୍ମ ରେ କିଛି ଫିଲ୍ମ ରେ ମଧ୍ୟ ଅଭିନୟ କରିଥିଲେ I

ହିନ୍ଦୀ ଫିଲ୍ମ ଛଡା ଶାନ୍ତିପ୍ରିୟା ତାମିଲ , କନ୍ନଡ଼ ଓ ତେଲୁଗୁ ଫିଲ୍ମ ରେ ମଧ୍ୟ ଅଭିନୟ କରିଥିଲେ I ତେବେ ଅକ୍ଷୟ କୁମାର ଙ୍କ ସହ ଅଭିନୟ କରିଥିବା ଫିଲ୍ମ ସୌଗନ୍ଧ ଫ୍ଲପ ହେବା ପରେ ଶାନ୍ତିପ୍ରିୟ ଫିଲ୍ମ “ଫୁଲ ଔର ଅଙ୍ଗାର” , “ବୀରତା” ଓ “ଇକେ ପେ ଇକା” ପରି ଫିଲ୍ମ ରେ ଅଭିନୟ କରିଥିଲେ I