ଗୋଟେ ଦିନରେ ଏତେ ଟଙ୍କା ଖର୍ଚ୍ଚ କରିଥାନ୍ତି ଅମ୍ବାନୀ ପରିବାର, ଶୁଣିଲେ ନିଜ କାନକୁ ବିଶ୍ଵାସ କରିପାରିବେ ନାହିଁ ଆପଣ

ମୁକେଶ ଅମ୍ବାନୀ ଭାରତ ର ସବୁଠାରୁ ବଡ଼ ଦୂର ସଂଚାର କମ୍ପାନୀ ଜିଓ ର ସଂସ୍ଥାପକ ଅଟନ୍ତି I ଦୁଇ ଭାଇ ମଧ୍ୟ ରେ ମନାନ୍ତର ହେଇଥିବା କୁ ନେଇ ବଡ଼ ଭାଇ ଅନିଲ ଅମ୍ବାନୀ ପ୍ରଥମେ ରିଲାଏନ୍ସ କମ୍ପାନୀ ଚଳାଉଥିଲେ I ଏବଂ ଦୁଇ ଭାଇ ଅଲଗା ହେଇ ନ ଥିଲେ ଆଜି ଆହୁରି ମଧ୍ୟ ଉର୍ନତି କରିପାରିଥାନ୍ତେ I ମୁକେଶ ଅମ୍ବାନୀ ଙ୍କ ର ମୋଟ ସମ୍ପତି 85 ବିଲିୟନ ଡଲାର ଅଟେ I ଏବଂ ଭାରତ ରେ ସବୁଠାରୁ ଅଧିକ ଧନୀ ବ୍ୟକ୍ତି ସେ ଅଟନ୍ତି I ରିଲାଏନ୍ସ ରିଟେଲ ପରି ବ୍ୟବସାୟ ମଧ୍ୟ ମୁକେଶ ଅମ୍ବାନୀ ଆରମ୍ଭ କରିଛନ୍ତି I

ଆଜିକା ସମୟ ରେ ଏପରି କେହି ନାହିଁ ଯିଏ କି ମୁକେଶ ଅମ୍ବାନୀ ଙ୍କୁ ନ ଜାଣିଛନ୍ତି I ମୁକେଶ ଅମ୍ବାନୀ ଭାରତ ର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି I ଏବଂ ପୁରା ଏସୀୟ ମହାଦେଶ ର ମଧ୍ୟ ଧନୀ ବ୍ୟକ୍ତି ଅଟନ୍ତି I ତେବେ ଆଜି ଆମେ ଆଲୋଚନା କରିବା ମୁକେଶ ଅମ୍ବାନୀ ଙ୍କ ର ପରିବାର ର ଏକ ଦିନ ର ଖର୍ଚ୍ଚ କେତେ I

ମୁକେଶ ଅମ୍ବାନୀ ନିଜ ର ଅଣ୍ଟିଲା ନାମ ଏହି ଘରେ ଲଜ୍ଜରି ଜୀବନଶୈଳୀ ଅତିବାହିତ କରିଥାନ୍ତି I ଏବଂ ଏଠାରେ ସେ ନିଜ ପରିବାର ସହ ରହିଥାନ୍ତି I ଏହି ବିଲଡିଂ ଟି 27 ମହଲା ର ଅଟେ I ଭାରତ ର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ 1 ଘଣ୍ଟା ରେ ରୋଜଗାର 1.20 କୋଟି ଅଟେ I ଓ ସପ୍ତାହ କୁ ରୋଜଗାର 29 କୋଟି ଅଟେ I

ଏବଂ ଆପଣ ଜାଣି ଆଶ୍ଚଯ୍ୟ ହେବେ କି ପରିବାର ର ଏକ ଦିନ ର ଖର୍ଚ୍ଚ ପ୍ରାୟ 7 କୋଟି ଅଟେ I ମୁକେଶ ଅମ୍ବାନୀ , ନିତା ଅମ୍ବାନୀ ଓ ତାଙ୍କ ତିନି ପିଲା ଙ୍କ ର ଖର୍ଚ୍ଚ ମଧ୍ୟ ଏଥିରେ ସାମିଲ ରହିଛି I ମୁକେଶ ଅମ୍ବାନୀ ନିଜ ର ଏହି ଅଲିଶାନ ଘରେ ସୁମିଙ୍ଗ ପୁଲ , ଜିମ , କ୍ଳବ , ଓ ଏପରି କି ସିନେମା ହଲ ମଧ୍ୟ ରହିଛି I