ମଙ୍ଗଳବାର କୁ ୱେଷ୍ଟ ଟେକ୍ସସ ରେ କୄଡ଼ ର ଏକ ବ୍ୟାରେଲ ର ମୂଲ୍ୟ ସବୁଠାରୁ କମ ରହିଥିଲା I ଏପରି କି ଏହା 0 ରୁ ତଳ କୁ ଖସି -$37.63 ହେଇଯାଇଛି I ଅର୍ଥାତ କମ୍ପାନୀ ନିଜ ଗ୍ରାହକ ଙ୍କୁ ତେଲ ଦେବ ଏହା ସହ ଟଙ୍କା ମଧ୍ୟ ଦେବ I ଏହା ର ମୁକ୍ଷ୍ୟ କାରଣ ହେଉଛି କରୋନା ମହାମାରୀ I ବର୍ତମାନ ତେଲ ଉତ୍ପାଦନ କମ୍ପାନୀ ଙ୍କ ର ତେଲ ରଖିବା ପାଁଇ ମଧ୍ୟ ଜାଗା ନାହିଁ I
ସାଉଦି ଆରବ ଓ ରୁଷ ମଧ୍ୟ ରହିଛି କାରଣ
A futures contract for U.S. crude prices dropped more than 100% and turned negative for the first time in history on Monday, showing how much demand has collapsed due to the coronavirus pandemic. CNBC's @dan_murphy with more. https://t.co/sW63vas721 pic.twitter.com/sgqQESlmlk
— CNBC International (@CNBCi) April 21, 2020
ସାଉଦି ଆରବ ଚାହୁଁଚି କି ତେଲ ର ଉତ୍ପାଦକ ଦେଶ OPEC ତୈଳ ମୂଲ୍ୟ କମାଇ ଦେଇଛି I ଯେଉଁ କାରଣ ରୁ ସାଉଦି ଆରବ ଓ ରୁଷ ଆଦି ଦେଶ ଏହା ର ନେତୃତ୍ୱ କରିପାରିବ I କିନ୍ତୁ ରୁଷ ସାଉଦି ଆରବ ଓ OPEC ଦେଶ କୁ ତୈଳ ଆଦି କିଣିବା ରେ ଅନେକ କିଛି ସୁବିଧା ପ୍ରଦାନ କରିଛି I 1 ଅପ୍ରେଲ ପରେ ଅନେକ ଦେଶ ନିଜ ର ଇଚ୍ଛା ଅନୁସାରେ OPEC ନିୟମ ମାନିବା କୁ ବାଧ୍ୟ ନୁହନ୍ତି I
କଣ ଏହା ର ପ୍ରଭାବ ପଡିପାରେ
କଞ୍ଚା ତୈଳ ର ମୂଲ୍ୟ ଏପରି କମିବା ଏକ ଐତିହାସିକ ରେକର୍ଡ ଅଟେ I କିନ୍ତୁ ଅଧିକ ଦିନ ତୈଳ ମୂଲ୍ୟ ଏପରି ରହିବ ନାହିଁ I ଭାରତ ନିଜ ର କଞ୍ଚା ତୈଳ ସବୁଠାରୁ ଅଧିକ ଇରାକ ଓ ସାଉଦି ଆରବ ରୁ ହିଁ ଆଣିଥାଏ I କାରଣ ଭାରତ OPEC ଗୃପ ର ସଦସ୍ୟ ଅଟନ୍ତି I ବର୍ତମାନ ଭାରତ ରେ #20 ଡଲାର ପ୍ରତି କଞ୍ଚା ତୈଳ ବ୍ୟାରେଲ ରହିଛି I ଯଦି ଭବିଷ୍ୟତ ରେ କଞ୍ଚା ତୈଳ ବ୍ୟାରେଲ $50 ହୁଏ ତେବେ 17000 କୋଟି ର ଫାଇଦା ହେଇପାରିବ I