ବଲିଉଡ ଅଭିନେତ୍ରୀ ଅମୀର ଖାଁ ଙ୍କ ର ଝିଅ ଇରା ଖାଁ ନିଜ ର ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ କିଛି ଫୋଟୋ ପୋଷ୍ଟ କରିଛନ୍ତି I ଯେଉଁଥିରେ ସେ ଦେଖିବା କୁ ଖୁବ ସୁନ୍ଦର ଅଟନ୍ତି I ଏହି ଫୋଟୋ ରେ ଇରା ଏକ କଳା ରଙ୍ଗ ର ପୋଷାକ ପିନ୍ଧିଥିଲେ I ଯେଉଁଥିରେ ସେ ସେକ୍ସି ଲୁକ ରେ ଦେଖାଯାଇଛନ୍ତି I
ଏହି ଫୋଟୋ ରେ ଇରା ବିନା ମେକାପ ରେ ବେଶ ସୁନ୍ଦର ଦେଖାଯାଉଛନ୍ତି I ଷ୍ଟ୍ରିଟ ଡ଼ଗ ସହ ମସ୍ତି କରିବା ର ଇରା ଙ୍କ ର ଏହି ଫୋଟୋ ବେଶ ଭାଇରଲ ହେଇଚି I
ଏଠାରେ ରେଡ କଲର ର ଫୋଟୋ ରେ ଇରା ବେଶ ସୁନ୍ଦର ଲାଗୁଛନ୍ତି I ଇଣ୍ଟେର୍ନେଟ ରେ ମଧ୍ୟ ଫ୍ୟାନ୍ସ ତାଙ୍କ ର ବେଶ ପ୍ରଶଂସା କରୁଛନ୍ତି I ଇରା ଖାଁ ଡାଇରେକସନ ର ଦୁନିଆ ରେ ଥିଏଟର ପ୍ରଡକ୍ସନ ୟୁରୀପିଡିସ ରେ ଡେବ୍ୟୁ କରିଛନ୍ତି I ଏହି ପ୍ଲେ ରେ ଇରା ଙ୍କ ସହ ପୂର୍ବ କ୍ରିକେଟର ଯୁବରାଜ ସିଂ ଓ ତାଙ୍କ ପତ୍ନୀ ହେଜଲ ମଧ୍ୟ ନଜର ଆସିଛନ୍ତି I
ଅମୀର ଖାନ ଙ୍କର ଝିଅର ଏପରି ଫୋଟୋ ସୋସିଆଲ ମିଡ଼ିଆରେ ହେଉଛି ଭାଇରଲ, ଦୟାକରି ଛୋଟ ଛୁଆଙ୍କ ସାମ୍ନାରେ ଦେଖନ୍ତୁ ନାହିଁ
