ଅମିତାଭ ବଚ୍ଛନଙ୍କ ଠାରୁ ଆହୁରି ଅଧିକ ଧନୀ ତାଙ୍କ ଜ୍ୱାଇଁ, ଏତେ ସମ୍ପତିର ମାଲିକ ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଫିଲ୍ମ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଛନ ଙ୍କୁ ମହାନାୟକ ବୋଲି କୁହାଯାଇଥାଏ I ଅମିତାଭ ବଚ୍ଛନ ଙ୍କ ର ପ୍ରଶଂସକ ମଧ୍ୟ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ରହିଛନ୍ତି I ଫିଲ୍ମ “ସାତ ସମୁନ୍ଦର” ରୁ ହିଁ ଅମିତାଭ ବଚ୍ଛନ ନିଜ ର ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ I ଏବଂ ସେ ତାଙ୍କ କ୍ୟାରିୟର ରେ ଅନେକ ସଫଳତା ର ଶୀର୍ଷ ରେ ପଦାର୍ପଣ କରିଛନ୍ତି I ସେ ଅନେକ ସୁପର ହିଟ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ସେ ଫିଲ୍ମ “ଦିୱାର ” , ଓ “ଶୋଲେ” ପରି ଫିଲ୍ମ ରୁ ନିଜ ର ଅଭିନୟ ର କ୍ୟାରିୟର ଆରମ୍ଭ କରିଥିଲେ I

ଅମିତାଭ ବଚ୍ଛନ ବର୍ତମାନ ମଧ୍ୟ ଫିଲ୍ମ ରେ ନଜର ଆସିଛନ୍ତି I ଆଜିକା ସମୟ ରେ ଅମିତାଭ ବଚ୍ଛନ ସୋନୀ ଟିଭି ରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ “କୌନ ବନେଗା କରୋଡ ପତି” ରେ ନଜର ଆସୁଛନ୍ତି I ଆଜିକା ସମୟ ରେ ଅମିତାଭ ବଚ୍ଛନ ଫିଲ୍ମ ରୁ ଦୁରେଇ ରହି ଆରାମ କରୁଛନ୍ତି I ଅମିତାଭ ଙ୍କ ର ଆଜିକା ସମୟ ରେ 280000000 ଟଙ୍କା ର ପ୍ରପର୍ଟି ରହିଛି I ଏତେ ସମ୍ପତି ଥାଇ ମଧ୍ୟ ଅମିତାଭ ନିଜ କର୍ମମୟ ଜୀବନ ରୁ ସମ୍ପୂର୍ଣ ବିରତି ନେଇନାହାନ୍ତି I କିନ୍ତୁ ଆପଣ ଜାଣି ଆଶ୍ଚଯ୍ୟ ହେବେ ଅମିତାଭ ବଚ୍ଛନ ଙ୍କ ଠାରୁ ଅଧିକ ଧନୀ ହେଉଛନ୍ତି ତାଙ୍କ ଜ୍ୱାଇଁ I


ଅମିତାଭ ବଚ୍ଛନ ଙ୍କ ର ଝିଅ ଙ୍କ ର ନାମ ଶ୍ଵେତା ବଚ୍ଛନ ଅଟେ I ଶ୍ଵେତା ବଚ୍ଛନ ଙ୍କ ର ବିବାହ ଲୋକପ୍ରିୟ ବିଜ୍ନେସମ୍ୟାନ ନିଖିଳ ନନ୍ଦା ଙ୍କ ସହ ହେଇଚି I ନିଖିଳ ଙ୍କ ର ସମ୍ପତି 35000 କୋଟି ର ସମ୍ପତି ରହିଛି I ନିଖିଳ ଭାରତ ର ଜଣେ ସଫଳ ବ୍ୟବସାୟୀ ଅଟନ୍ତି I ଅମିତାଭ ବଚ୍ଛନ ଙ୍କ ପୁଅ ଅଭିଷେକ ବଚ୍ଛନ ଙ୍କ ପାଖ ରେ 248 କୋଟି ଟଙ୍କା ର ପ୍ରପର୍ଟି ରହିଛି i ଏବଂ ଅଭିଷେକ ଙ୍କ ର ବିବାହ ଅଭିନେତ୍ରୀ ଐଶ୍ୱର୍ଯ୍ୟ ଙ୍କ ସହ ହେଇଚି I ଐଶ୍ୱର୍ଯ୍ୟ ନିଜ ଫିଲ୍ମ କ୍ୟାରିୟର ରେ ଅନେକ ସୁପରହିଟ ଫିଲ୍ମ କରିଛନ୍ତି I ଏବଂ ଅମିତାଭ ବଚ୍ଛନ ଙ୍କ ପତ୍ନୀ ଜୟା ବଚ୍ଛନ ଙ୍କ ପାଖ ରେ ମୋଟ 1000 କୋଟି ଟଙ୍କା ର ସମ୍ପତି ରହିଛି I

ଜୟା ବଚ୍ଛନ ଆଜିକା ସମୟ ରେ ରାଜ୍ୟ ସଭା ର ସବୁଠାରୁ ଧନୀ ସଂସଦ ଅଟନ୍ତି I ଜୟା ବଚ୍ଛନ ସେଠାରେ ନିଜ ମୋଟ ସମ୍ପତି ର ହିସାବ 1000 କୋଟି ଟଙ୍କା ବୋଲି ଉଲେଖ କରିଥିଲେ I ଆଶ୍ଚଯ୍ୟ ର କଥା ଏହା କି ଜୟା ବଚ୍ଛନ 2012 ରେ ସାଂସଦ ରୂପେ ଚୟନ ହେଇଥିଲେ ଏବଂ ଜୟା ତାଙ୍କ ନିଜ ର ସମ୍ପତି ହିଁ 493 କୋଟି ଟଙ୍କା ଥିଲା ଏବଂ 6 ବର୍ଷ ରେ ତାଙ୍କ ସମ୍ପତି 100 ପ୍ରତିସଦ ବୃଦ୍ଧି କରିଛନ୍ତି I

Share Your Comments Below