ଅମୁଲ ଦେଉଛି ତାଙ୍କ ସହ ବ୍ୟବସାୟ କରିବାର ସୁବର୍ଣ୍ଣ ସୁଯୋଗ, ପ୍ରତ୍ୟେକ ମାସରେ କରିପାରିବେ ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ରୋଜଗାର

ଯଦି ଆପଣ ଇଛା କରିଛନ୍ତି ବ୍ୟବସାୟ କରିବାକୁ ତ ଆପଣ ସ୍ୱଳ୍ପ ପୁଞ୍ଜି ନିବେଶ ରେ ଅଧିକ ମୋଟା ଅଙ୍କ ର ରୋଜଗାର କରିପାରିବେ I

ଅମୁଲ କମ୍ପାନୀ ର ଫ୍ରାଞ୍ଚାଇଜ ନେଇ ଆପଣ ଏହି ବ୍ୟବସାୟ ଆରମ୍ଭ କରିପାରିବେ I କାରଣ ଅମୁଲ ର ଫ୍ରାଞ୍ଚାଇଜ ନେବା ଖୁବ ସହଜ ହେଇଥାଏ , କିନ୍ତୁ ଏଥିପାଇ ଆପଣ ସମ୍ପୂର୍ଣ ଘଟଣା ସମ୍ପର୍କ ରେ ଜାଣିବା ଆବଶ୍ୟକ ଅଟେ I ଏଥିପାଇ ଆପଣ ଙ୍କୁ କେବଳ ଭଲ ମାର୍କେଟିଙ୍ଗ କରିବା ଜଣାଥିବ I

ଅମୁଲ କମ୍ପାନୀ ସହ ବ୍ୟବସାୟ କରିବା ଖୁବ ସହଜ ଅଟେ କାରଣ ଅମୁଲ ଏକ ବହୁତ ପୁରୁଣା ଓ ନାମିଦାମୀ କମ୍ପାନୀ ଅଟେ ଏବଂ ଏହା ର ଗ୍ରାହକ ଙ୍କ ର ସଂଖ୍ୟା ବି ଖୁବ ଅଧିକ ହେଇଥାଏ I ଲୋକେ ଏହି ପ୍ରଡକ୍ଟ କୁ ବହୁତ ବ୍ୟବହାର ବି କରିଥାନ୍ତି I

ଅମୁଲ ଏଠାରେ ଦୁଇ ପ୍ରକାରର ଅଫର ଦେଉଛି ଗୋଟେ ଅମୁଲ ଆଉଟଲେଟ , ଓ ଅନ୍ୟଟି ଅମୁଲ ରେଲ୍ୱେ ପାର୍ଲର I ଏଥିରେ ଆପଣ ଙ୍କୁ 2 ଲକ୍ଷ ଟଙ୍କା ର ପୁଞ୍ଜି ନିବେଶ କରିବାକୁ ହେବ ଏବଂ ଆପଣ ଙ୍କ ଠାରୁ ନଁରିଫଂଦେବଲ ବାବଦ ରେ 25 ହଜାରେ ଟଙ୍କା ବି ରଖାଯିବ I ଵିନୋବେଶନ ଉପରେ 1 ଲକ୍ଷ ଟଙ୍କା ର ଖର୍ଚ୍ଚ ଓ ସରଞ୍ଜାମ ରେ 75 ହଜାରେ ଟଙ୍କା ର ଖର୍ଚ୍ଚ ହେଇଥାଏ I ଏହି ସମ୍ବନ୍ଧ ରେ ଅଧିକ ସୂଚନା ଆପଣ ଅମୁଲ ୱେବସାଇଟ ର ଫ୍ରାଞ୍ଚାଇଜ ପେଜ ରେ ପାଇପାରିବେ I

ତେବେ ଆପଣ ଯଦି ଅମୁଲ ର ସ୍କୁପିଙ୍ଗ ପାର୍ଲର କରିବାକୁ ଚାହୁଁଛନ୍ତି ତ ଆପଣ ପାଖାପାଖି 5 ଲକ୍ଷ ଟଙ୍କା ର ନିବେଶ କରିବାକୁ ପଡିବ ଏବଂ ଏଥିରେ ଆପଣ ଙ୍କ ଠାରୁ ସିକ୍ୟୁରିଟି ବାବଦ କୁ 50 ହଜାରେ ଟଙ୍କା ରଖାଯିବ I ଏହା ଛଡା ଏହି ସ୍କିମ ରେ ଆପଣ ଵିନୋବେଶନ ରେ 4 ଲକ୍ଷ ଓ ସରଞ୍ଜାମ ରେ 1.50 ଟଙ୍କା ମିଶିଥିବ I

ଅମୁଲ ର କହିବା ଅନୁସାରେ ଆପଣ ଏହି ଫ୍ରାଞ୍ଚାଇଜି ନେଇ ମାସ କୁ 5 ରୁ 10 ଲକ୍ଷ ଟଙ୍କା ର ବ୍ୟବସାୟ କରିପାରିବେ I ତେବେ ଏହି ସେଲ ରେ ଆପଣ ଙ୍କୁ କମ୍ପାନୀ ସେଲିଂ ଟଙ୍କା ଉପରେ ପରସେଣ୍ଟଜେ ଦେଇଥାଏ ଯାହା କି ମିଳକ ପାଉଚ ରେ 2.5 ପ୍ରତିସଦ , ମିଳକ ପ୍ରଡକ୍ଟସ ରେ 10 ପ୍ରତିସଦ ଓ ଆଇସକ୍ରିମ ରେ 20 ପ୍ରତିସଦ କମିଶନ ରହିଥାଏ I ପିଜା , ସେକ , ସ୍ୟାଣ୍ଡବୀଚ ରେ 50 ପ୍ରତିସଦ ପର୍ଯ୍ୟନ୍ତ କମିଶନ ରହିଥାଏ I


କଣ ରହିଛି ଫ୍ରାଞ୍ଚାଇଜି ର ନିୟମ : ଯଦି ଆପଣ ଅମୁଲ ର ଆଉଟଲେଟ ନେବାକୁ ଚାହୁଁଛନ୍ତି ତ ଆପଣ ଙ୍କ ପାଖ ରେ 150 ବର୍ଗ ଫୁଟ ର ଜାଗା ଥିବା ଆବଶ୍ୟକ ଅଟେ I ଯଦି ଆପଣ ଆଇସକ୍ରିମ ପାର୍ଲର ର ଫ୍ରାଞ୍ଚାଇଜ ନେବାକୁ ଚାହୁଁଛନ୍ତି ତ ଆପଣ ଙ୍କ ପାଖ ରେ 300 ବର୍ଗ ଫୁଟ ର ଜାଗା ଥିବା ଆବଶ୍ୟକ ଅଟେ I ଅଧିକ ସୂଚନା ପାଁଇ ଆପଣ https://www.franchiseindia.com/brands/AmulScoopingParlours.14860 ରେ ଲଗିନ କରନ୍ତୁ I