ଅନ୍ଧାରରେ ମହିଳା ନିଜ ସ୍ୱାମୀ ଭାବିକି ଟପିଗଲେ ସବୁ ସୀମା, ଯେତେବଳେ ଲାଇଟ ଅନ ହେଲା…..

ବିବାହ କୁ ନେଇ ପ୍ରତୋକ ବ୍ୟକ୍ତି ଖୁସି ରହିଥାନ୍ତି | ଏବଂ ଏକ ଯୁବତୀ ଙ୍କ ମନ ରେ ବିବାହ କୁ ନେଇ ଅନେକ ଉତ୍ସୁକତା ଦେଖିବାକୁ ମିଳିଥାଏ | ଜଣେ ଯୁବତୀ ସର୍ବଦା ଇଚ୍ଛା କରିଥାନ୍ତି କି ତାଙ୍କ ସ୍ୱାମୀ ସବୁଠାରୁ ଭଲ ହେଇଥାଉ | କିନ୍ତୁ ଏହି ପତ୍ନୀ ଙ୍କ ସହ ଯାହା ହେଇଥିଲା |

ଖବର ଅନୁସାରେ ଚତୁର୍ଥୀ ରାତି ରେ ଏହି ମହିଳା ନିଜ ସ୍ୱାମୀ ଙ୍କ ର ଅପେକ୍ଷା ରେ ଥିଲେ | ଏହି 18 ବର୍ଷୀୟ ନବବିବାହିତ କନ୍ୟା ଙ୍କ ସହ କିଛି ଏପରି ହେଇଥିଲା ଯାହା ଦେଖି ଆପଣ ବି ଆଶ୍ଚଯ୍ୟ ହେଇଯିବେ , ସେ ଦେଖିବା ବେଳ କୁ ସେ ଅନ୍ୟ କୌଣସି ଏକ ବ୍ୟକ୍ତି ଙ୍କ ସହ ସମ୍ବନ୍ଧ ରଖିଛନ୍ତି I

ଅନ୍ଧାର ରେ ପତ୍ନୀ ନିଜ ସ୍ୱାମୀ ଭାବି କରିଥିଲେ ଏପରି ହରକତ
ରାତି ରେ ଅନ୍ଧାର ରେ ସେ ନିଜ ସ୍ୱାମୀ ଭାବି ଅନ୍ୟ ଜଣେ ବ୍ୟକ୍ତି ଙ୍କ ସହ ସମ୍ବନ୍ଧ ରଖିଥିଲେ | କିନ୍ତୁ ଯେତେବେଳେ ସେହି ରୁମ ର ଲାଇଟ ଜଳିଥିଲା ତ ମହିଳା ଜାଣିବାକୁ ପାଇଥିଲେ ସେ ସମ୍ବନ୍ଧ ରଖିଥିବା ବ୍ୟକ୍ତି ତାଙ୍କ ର ସ୍ୱାମୀ ନୁହନ୍ତି I ଏହା ଜାଣି ମହିଳା ଙ୍କ ର ହୋସ ଉଡ଼ିଗଲା |

ବିବାହ ର ପହିଲି ରାତି ରେ ନବ ବିବାହିତା ମହିଳା ନିଜ ସ୍ୱାମୀ ଙ୍କ ର ଅପେକ୍ଷା ରେ ରହିଥାନ୍ତି I କିନ୍ତୁ ତାଙ୍କ ର ସ୍ୱାମୀ ମଦ ନିଶା ରେ କେଉଁଠାରେ ପଡ଼ିଥିଲେ I ଏବଂ ତାଙ୍କ ବଦଳ ରେ ଆଉ ଜଣେ ପୁରୁଷ ଅସିଜାଇଥିଲେ |

ଅନ୍ଧାର ରେ ମହିଳା ନିଜ ସ୍ୱାମୀ ଭାବିଥିଲେ
ଏହି ସମୟ ରେ ରୁମ ଅନ୍ଧାର ଥିବା ରୁ ମହିଳା ଭାବିଲେ କି ତାଙ୍କ ର ସ୍ୱାମୀ ଆସିଛନ୍ତି ଓ ଏହି ଅନ୍ଧାର ର ଫାଇଦା ଉଠାଇ ଅନ୍ୟ ଜଣେ ବ୍ୟକ୍ତି ଏହି ମହିଳା ଙ୍କ ସହ ସମ୍ବନ୍ଧ ରଖିଥିଲେ I ଏବଂ ମହିଳା ଯେତେବେଳେ ଲାଇଟ ଅନ କରିଥିଲେ ତ ଦେଖିଲେ ସେଠାରେ ତାଙ୍କ ର ସ୍ୱାମୀ ନ ଥିଲେ I

ସେହି ସମୟ ରେ ଅଚାନକ ମହିଳା ପାଟି କରିଥିଲେ I ଏହା ପରେ ଯୁବକ ଙ୍କୁ ଧରି ପୋଲିସ ରେ ଦିଆ ଯାଇଥିଲା I ତେବେ ଆରୋପି ଯୁବକ ଙ୍କ ର କହିବା ଅନୁସାରେ ସେ ସେହ ଯୁବତୀ ଙ୍କୁ ପ୍ରେମ କରୁଥିଲେ କିନ୍ତୁ କେବେ ହେଲେ ନିଜ ପ୍ରେମ କୁ ପ୍ରକାଶ କରିନଥିଲେ I