ଆଜି ଆମେ ଯେଉଁ ସମ୍ପର୍କ ରେ ଆପଣ ଙ୍କୁ କହିବାକୁ ଯାଉଛୁ ଏହା ଆପଣ ଙ୍କର ଏକ ସୁଖଦ ଜୀବନ ପାଁଇ ଆବଶ୍ୟକ ଅଟେ | ବୈବାହିକ ଜୀବନ ରେ ପରସ୍ପର ର ମନ କଥାକୁ ବୁଝିବା ଅତ୍ୟନ୍ତ ଜରୁରୀ ଅଟେ ଏବଂ ଏହା ସହ ପରସ୍ପର ପ୍ରତି ପ୍ରେମ ଭାବନା ବି ରହିବା ଜରୁରୀ ଅଟେ |
କିଛି ପୁରୁଷ ରାତିରେ ରଖିଥାନ୍ତି ସମ୍ବନ୍ଧ
ପୁରୁଷ ମାନଙ୍କୁ ରାତି ରେ ସମ୍ବନ୍ଧ ରଖିବା ଅଧିକ ପସନ୍ଦ ତେବେ ରାତିର ଅନ୍ଧାରରେ ସମ୍ବନ୍ଧ ରଖିବାର ବି କିଛି ବିଶେଷ ଫାଇଦା ରହିଛି | ତେବେ ଆଜି ଚାଲନ୍ତୁ ଜାଣିବା ଏହି ସବୁ ଫାଇଦା ସମ୍ପର୍କରେ |
ଅନ୍ଧାରରେ ସମ୍ବନ୍ଧ
ଅଧିକାଂଶ ଲୋକେ ଅନ୍ଧାର ରେ ହିଁ ସମ୍ବନ୍ଧ ରଖିବାକୁ ପସନ୍ଦ କରିଥାନ୍ତି, ଏକ ସର୍ବେରେ 20 ରୁ 30 ବର୍ଷ ବୟସର 1077 ପୁରୁଷଙ୍କୁ ସାମିଲ କରାଯାଇଥିଲେ ଏବଂ ଦେଖିବାକୁ ମିଳିଥିଲା କି କମ ଆଲୋକ ରେ ସମ୍ବନ୍ଧ ରଖିବାକୁ ପୁରୁଷ ଙ୍କୁ ଅଧିକ ପସନ୍ଦ ଆସିଥିଲା |
ଏହା ବି ଜଣାପଡିଥିଲା ସର୍ବେ ରେ
ଏହି ସର୍ବେ ରେ ଏହା ବି ଜଣାଯାଇଥିଲା କି ଯେଉଁ ଲୋକେ ଅନ୍ଧାର ରେ ତାଙ୍କ ପାର୍ଟନର ଙ୍କ ସହ ସମ୍ବନ୍ଧ ରଖିଥାନ୍ତି ସେହି ଲୋକ ଙ୍କର ତାଙ୍କ ପାର୍ଟନରଙ୍କ ପ୍ରତି ଗଭୀର ପ୍ରେମ ଭାବନା ରହିଥାଏ ଓ ଦୁହିଁଙ୍କ ମଧ୍ୟରେ ସର୍ବଦା ସମ୍ବନ୍ଧ ସୁଖ ସନ୍ତୁଷ୍ଟି ପର୍ଯ୍ୟନ୍ତ ଯାଇଥାଏ | ତେଣୁ ଏହି କଥାରୁ ଏହା ହିଁ ପ୍ରମାଣିତ ହେଉଛି କି ରାତିରେ ସମ୍ବନ୍ଧ ରଖିବାର ଫାଇଦା ବେଶ ଅଧିକ ଅଟେ |