ଅନେକ ଦିନ ପରେ ପୁଣି ମାର୍କେଟକୁ ଆସିଲା ହ୍ୟୁମାନ ସାଗରଙ୍କ ନୁଆ ହୃଦୟ ସ୍ପର୍ଶୀ ଗୀତ- କାଇଁ ଭଲ ପାଇଲୁ… ଦେଖନ୍ତୁ ନିଶ୍ଚୟ ମନକୁ ଛୁଇଁବ …

ଆଜି ସକାଳ 7.30 ଘଟିକା ସମୟରେ ଓଡ଼ିଆନ୍ୟୁଜ 24 ୟୁଟୁବ ଚ୍ୟନେଲରେ ହ୍ୟୁମାନ ସାଗରଙ୍କ ନୁଆ ଗୀତ ରିଲିଜ ହେଇ ସାରିଛି| ଲକଡାଉନ ଯୋଗୁ ଦୀର୍ଘ ଦିନ ଧରି ଦର୍ଶକ ମାନେ ହ୍ୟୁମାନ ସାଗରଙ୍କର ନୁଆ ଗୀତ ଦେଖିବାକୁ ପାଇଁ ନଥିଲେ | ଆମ ସମସ୍ତଙ୍କ ପ୍ରିୟ ହ୍ୟୁମାନ ଭାଇଙ୍କର ସ୍ୟାଡ ଗୀତ କାହାକୁ ବା ପସନ୍ଦ ନୁହେଁ | ତେବେ ଆଜି ଅନେକ ଦିନ ପରେ ହ୍ୟୁମାନ ସାଗରଙ୍କର ଏକ ଗୀତ ରିଲିଜ ହେଇଚି | ଯେଉଁ ଗୀତାରେ ସଙ୍ଗୀତ ଦେଇଛନ୍ତି JN Padma | ଗୀତଟିକୁ ଲେଖିଛନ୍ତି Lorry | ଆମେ ଆଶା କରୁଚୁ ଆପଣଙ୍କୁ ଏହି ନୁଆ ଗୀତ ନିଶ୍ଚୟ ଭଲ ଲାଗିବ ତେବେ ଆସନ୍ତୁ ଦେଖିବା ….

✽ Song : Kain Bhala Pailu

✽ Singer : Humane Sagar

✽ Lyrics : Lorry

✽ Music By: Jn Padma
ଦେଖନ୍ତୁ ଏହି ନୁଆ ଗୀତ :