ଅନିଲ କପୁର ଖୋଲିଲେ ବଡ ରହସ୍ୟ, କହିଲେ- ଠକ ଅଟନ୍ତି ସଲମାନ ଓ ଅମୀର ଖାନ, ଏପରି ଅନ୍ୟ ଅଭିନେତା ମାନଙ୍କୁ ଠକୁଛନ୍ତି

ଅନିଲ କପୁର ବଲିଉଡ ଇଣ୍ଡଷ୍ଟ୍ରି ରେ ଜଣେ ଲୋକପ୍ରିୟ କଳାକାର ରୂପେ ପରିଚିତ ଅଟନ୍ତି I ସେ ଅନେକ ସୁପର ହିଟ ଫିଲ୍ମ ରେ ଅଭିନୟ କରିଛନ୍ତି I ଏତେ ବର୍ଷ ବୟସ ରେ ମଧ୍ୟ ଅନିଲ କପୁର ନିଜ କୁ ଫିଟ ରଖିପାରିଛନ୍ତି I ଅନିଲ କପୁର ଫିଲ୍ମ ପରଦା ରେ ଜଣେ ହାସ୍ୟ ଅଭିନେତା ରୂପେ ପରିଚିତ ଅଟନ୍ତି I ଇତି ମଧ୍ୟ ରେ ଗୋଆ ରେ ଆୟୋଜିତ ହେଇଥିବା 50 ତମ ଇଣ୍ଟେରଣସନଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ର ନିର୍ଦେଶକ ଅନିସ ବାଜମି ଙ୍କ ସହ ପେନାଲ ଡିସ୍କସନ ରେ ଯୋଗ ଦେଇଥିଲେ I ଏଠାରେ ଅନିଲ କପୁର , ସଲ୍ମାନ ଓ ଅମୀର ଙ୍କୁ ନେଇ ଏକ ବଡ଼ ବୟାନ ଦେଇଥାନ୍ତି I

ଅନିଲ କପୁର କହିଛନ୍ତି କି ଏହି ଦୁଇ ସୁପର ଷ୍ଟାର ଲୋକ ଙ୍କୁ ସର୍ବଦା ମିଛ ଦେଖାଣିଆ କରିଥାନ୍ତି I ଏବଂ ଇଣ୍ଡଷ୍ଟ୍ରି ର ଅନ୍ୟ କଳାକାର ଙ୍କୁ ମିଥ୍ୟା ପ୍ରଲୋଭନ ମଧ୍ୟ ଦେଇକହିଥାନ୍ତି I ଅନିଲ କପୁର ଙ୍କୁ ସେଠାରେ ପ୍ରଶ୍ନ କରାଯାଇଥିଲା କି କଳାକାର ମାନେ ଆରମ୍ଭ ରୁ ସଫଳ ହେବା ପରେ ଗାଡି ଓ ଘର ଆଦି କରିକି ଅଳସୁଆ ହେଇଯାଇଥାନ୍ତି କାହିଁକି ? ଏହା ର ଉତ୍ତର ରେ ଅନିଲ କପୁର କହିଥିଲେ ସବୁ କଳାକାର କ୍ୟାରିୟର ଆରମ୍ଭ ରୁ ଭଲ କାମ କରିଥାନ୍ତି କିନ୍ତୁ ପରେ ଅଳସୁଆ ହେଇଯାଇଥାନ୍ତି ନିଜ ପରିଶ୍ରମ କୁ ଗୁରୁତ୍ୱ ଦେଇ ନ ଥାନ୍ତି I

ଅମୀର ଖାଁ ଜଣେ ଅଳସୁଆ କଳାକାର ଅଟନ୍ତି ବୋଲି ସେ ନିଜ କୁ କହିଥାନ୍ତି କିନ୍ତୁ ସେ ଏପରି ନୁହନ୍ତି I ଏହା ଅମୀର ଖାଁ ଙ୍କ ର ଦେଖାଣିଆ ଅଟେ I ଏବଂ ଲୋକ ଙ୍କ ସମୁଖ ରେ କହିଥାନ୍ତି କିଛି ଓ କରିଥାନ୍ତି କିଛି I ଆପଣ ହିଁ କୁହନ୍ତି ଅମୀର ଯଦି ଏତେ ଅଳସୁଆ ତେବେ ଏତେ ଭଲ କାମ କିପରି କରୁଛନ୍ତି I ସତ୍ୟତା ଏହା କି ଅମୀର ଖାଁ ସବୁଠାରୁ ଅଧିକ ପରିଶ୍ରମୀ ଅଟନ୍ତି I

ଅନିଲ କପୁର ଆଲୋଚନା ସମୟ ରେ ଏହା କହିଛନ୍ତି କି ସଲ୍ମାନ ମଧ୍ୟ ସେହିପରି ଜଣେ ଅଭିନେତା ଅଟନ୍ତି I ମୁ ଯେତେବେଳେ ସଲ୍ମାନ ଙ୍କ ସହ ମିସେ ମୁ ଦେଖିଚି ସଲ୍ମାନ ସର୍ବଦା ଭଲ ଓ ସ୍ୱାଦିଷ୍ଟ ଖାଦ୍ୟ ହିଁ ଅଡ଼ର କରିଥାନ୍ତି I ଏବଂ ମୁ ମଧ୍ୟ ସଲ୍ମାନ ଙ୍କ ଠାରୁ ପ୍ରେରିତ ହେଇ ଭଲ ଖାଦ୍ୟ ଅଡ଼ର କରିଥାଏ I ସର୍ବଦା ଅନ୍ୟ କଳାକାର ଙ୍କ ଉପରେ ସଲ୍ମାନ ଇମ୍ପ୍ରେସ ହେଇଯାଇଥାନ୍ତି I ସଲ୍ମାନ ନିଜେ ନିଜ କୁ ଫିଟ ରଖିବା କୁ ଚେଷ୍ଟା କରିଥାନ୍ତି କିନ୍ତୁ ଲୋକ ଦେଖାଣିଆ କହିଥାନ୍ତି କି ସେ ସବୁ କିଛି ଖାଦ୍ୟ ଖାଇଥାନ୍ତି I

Share Your Comments Below