ଏହି ୩ଟି କାମ କରିବା ରେ କୌଣସି ସ୍ତ୍ରୀ ବା ପୁରୁଷଙ୍କୁ କେବେବି ଲାଜ କରିବା ଉଚିତ ହୋଇନଥାଏ

ଭାରତ ବାହାରେ ଓ ଭାରତ ରେ ମଧ୍ୟ ଅନେକ ବଡ଼ ବଡ଼ ବିଦ୍ୱାନ ରହିଛନ୍ତି I ଏହି ବିଦ୍ୱାନ ମାନେ ଲୋକ ଙ୍କୁ ଏକ ଉତ୍ତମ ଓ ଏକ ଆଦର୍ଶ ଜୀବନ ଅତିବାହିତ କରିବା ର ଉପାୟ କହିଥାନ୍ତି I ସର୍ବଦା ଆମ କୁ ଏହା କୁହାଯାଇଛି କି କିପରି ଜୀବନ ର ସଦୁପଯୋଗ କରିବା ଉଚିତ I ଏବଂ ଏପରି କିଛି ମହତ୍ବପୂର୍ଣ ଜିନିଷ ବିଷୟ ରେ କୁହାଯାଇଛି ଯେଉଁଥିରେ କି ପୁରୁଷ କିମ୍ବା ସ୍ତ୍ରୀ ଙ୍କୁ ଲାଜ କରିବା ଉଚିତ ନୁହେଁ I

ଚାଲନ୍ତୁ ଜାଣିବା ଏପରି ତିନି ଗୋଟି କଥା I ଯାହା କୁ କି ସ୍ତ୍ରୀ ଓ ପୁରୁଷ ଉଭୟ ଆପଣେଇବା ଉଚିତ I ନିଜ ମନ ରେ ଯଦି କିଛି ସନ୍ଦେହ ରହିଛି ତେବେ ଗୁରୁ ଙ୍କ ର ସମୁଖ ରେ କେବେ ଲାଜ କରିବା ଉଚିତ ନୁହେଁ I ତେଣୁ କେବେ ହେଲେ ନିଜ ଗୁରୁ ଙ୍କ ସମୁଖ ରେ ସଂକୋଚ କରିବା ଉଚିତ ନୁହେଁ I ମନ ରେ ଯାହା କିଛି ପ୍ରଶ୍ନ ଥିବ ସର୍ବଦା ଗୁରୁ ଙ୍କୁ ପଚାରିଦେବା ଉଚିତ I

କୌଣସି ବି ଖାଇବା ରେ ଲାଜ କରିବା ଉଚିତ ନୁହେଁ I କାରଣ ଆପଣ ଯଦି ଉପାସ ରହିବେ ତେବେ ଆପଣ ଙ୍କର ଶ୍ବାସ୍ୟ ମଧ୍ୟ ଖରାପ ହେଇପାରେ I ଅନେକ ସମୟ ରେ ଆପଣ ନିଜ ସମ୍ପର୍କୀୟ ଙ୍କ ର ଘରେ ଖାଦ୍ୟ ଖାଇବା ରେ ଲାଜ କରନ୍ତି କିନ୍ତୁ ଏପରି ଖାଇବା ରେ ଲାଜ କରିବା ଉଚିତ ନୁହେଁ I

ସେହିପରି ପ୍ରତୋକ ବ୍ୟକ୍ତି ଙ୍କ ର ଜୀବନ ରେ ଧନ ର ନିତାନ୍ତ ଆବଶ୍ୟକ ରହିଥାଏ I ତେଣୁ କୌଣସି ବ୍ୟକ୍ତି ଙ୍କୁ ଧନ ସମ୍ବନ୍ଧିତ କାର୍ଯ୍ୟ ରେ ଲାଜ କରିବା ଉଚିତ ନୁହେଁ I

Share Your Comments Below