ରଜନୀକାନ୍ତ ଏହି ଦିବ୍ୟାଙ୍ଗ ବ୍ୟକ୍ତି ଙ୍କୁ ଘରକୁ ଡାକିଲେ ଓ ଛୁଇଁଦେଲେ ପାଦ, କାରଣ ଜାଣିଲା ପରେ ଆପଣ ବି ଆଜିଠୁ ହେଇଯିବେ ତାଙ୍କ ଫ୍ୟାନ

ମଣିଷପଣିଆ ଏକ ଏପରି ଜିନିଷ ଯାହା କୁ ନେଇ ଆପଣ ସଫଳ ହେଇଥାନ୍ତି I ଏପରି ମଣିଷପଣିଆ ଥିବା ବ୍ୟକ୍ତିମାନେ ଜୀବନ ରେ ବଡ଼ ଉପଲବ୍ଧି ହାସିଲ କରିଥାନ୍ତି I ଆଜି ଆମେ ଏହି ପରି ଏକ ଘଟଣା ବିଷୟ ରେ କହିବା କୁ ଯାଉଛୁ ଯାହା ଦ୍ୱାରା କି ଅଭିନେତା ରଜନୀକାନ୍ତ ଙ୍କ ଉପରେ ଆଧାରିତ ଅଟେ I ରଜନୀକାନ୍ତ ବଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ର ଜଣେ ସୁପରଷ୍ଟାର ଅଟନ୍ତି I ଏବଂ ତାଙ୍କ ପାଖ ରେ ଅର୍ଥ ର କୌଣସି ଅଭାବ ରହି ନ ଥାଏ I କିନ୍ତୁ ବିଗତ ଦିନ ରେ ରଜନୀକାନ୍ତ କିଛି ଏପରି କାମ କରିଛନ୍ତି ଯାହା କୁ ନେଇ ଆପଣ ଆଶ୍ଚଯ୍ୟ ହେବେ I

ବିଗତ ଦିନ ରେ ଇଣ୍ଟେର୍ନେଟ ରେ ରଜନୀକାନ୍ତ ଙ୍କ ର ଏକ ଫୋଟୋ ବେଶ ଭାଇରଲ ହେବାରେ ଲାଗିଛି I ଏହି ଫୋଟୋ ରେ ରଜନୀକାନ୍ତ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ର ପାଦ ଛୁଇଁବା ର ଦେଖିବା କୁ ମିଳିଛି I ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ର ନାମ ପ୍ରଣବ ବାଲସୁବ୍ରମଣ୍ୟମ ଅଟେ I ଏହି ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ର ଦୁଇ ହାତ ନାହିଁ I ଏବଂ ସେ ନିଜ ର ସବୁ କାର୍ଯ୍ୟ ଗୋଡ଼ ମାଧ୍ୟମ ରେ କରୁଛନ୍ତି I ପ୍ରଣବ ଙ୍କ ର ଆତ୍ମବିଶ୍ୱାସ ଓ ଇଚ୍ଛା ଶକ୍ତି କୁ ନେଇ ସେ ନିଜ ଗୋଡ଼ ରେ ଅନେକ ପେଣ୍ଟିଙ୍ଗ ମଧ୍ୟ କରୁଛନ୍ତି I

ଲୋକେ ନିଜ ହାତ ରେ ଭଲ ପେଣ୍ଟିଙ୍ଗ କରୁଥିବା ବେଳେ ପ୍ରଣବ ନିଜ ଗୋଡ଼ ରେ ଭଲ ପେଣ୍ଟିଙ୍ଗ କରୁଛନ୍ତି I ପ୍ରଣବ ନିଜ ଗୋଡ଼ ରେ ଯେଉଁ ପେଣ୍ଟିଙ୍ଗ କରୁଛନ୍ତି ଏହା ଦେଖି ଆପଣ ଆଶ୍ଚଯ୍ୟ ହେବେ I ପ୍ରଣବ ଙ୍କ ର ଘର କେରଳ ର ଅଲାଠୁର ରେ ରହିଛି I ସେ ନିଜ ର ଗୋଡ଼ ମାଧ୍ୟମ ରେ ଅନେକ କିଛି କାମ କରିଥାନ୍ତି I ଅନେକ ରିୟାଲିଟି ସୋ ରେ ମଧ୍ୟ ପ୍ରଣବ ପୁରସ୍କାର ରାଶି ବିଜେତା ହେଇଛନ୍ତି I ଏହି ଏହି ଜିତିଥିବା ଟଙ୍କା କୁ ସେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି କୁ ଦାନ କରିଦେଇଛନ୍ତି I

ବିଗତ ଦିନ ରେ ପ୍ରଣବ ତାମିଲ ର ଏକ ସାପ୍ତାହିକ ମ୍ୟାଗାଜିନ ANANDA VIKATAN କୁ ଦେଇଥିବା ଇଣ୍ଟରଭିୟୁ ରେ ରଜନୀକାନ୍ତ ଙ୍କୁ ଦେଖା କରିବା କୁ ଇଚ୍ଛା କରିଥିଲେ I ସୁପରଷ୍ଟାର ରଜନୀକାନ୍ତ ଯେତେବେଳେ ଏହି ବିଷୟ ରେ ଜାଣିପାରିଥିଲେ ତ ପ୍ରଣବ ଙ୍କୁ ଓ ଚେନାଇ ରେ ନିଜ ଘର କୁ ଡାକିଥିଲେ I

ପ୍ରଣବ ଯେତେବେଳେ ରଜନୀକାନ୍ତ ଙ୍କ ଘରେ ପହଂଚିଥିଲେ ତ ଖୁସି ହେଇଯାଇଥିଲେ I ଏବଂ ରଜନୀକାନ୍ତ ଙ୍କୁ ସେ କରିଥିବା ତାଙ୍କ ର ଏକ ଚିତ୍ର ମଧ୍ୟ ରଜନୀକାନ୍ତ ଙ୍କୁ ଭେଟି ଦେଇଥିଲେ I ତେବେ ପ୍ରଣବ ଙ୍କ ର ହାତ ନ ଥିବା ରୁ ରଜନୀକାନ୍ତ ତାଙ୍କ ଗୋଡ଼ ଛୁଇଁ ହ୍ୟାଣ୍ଡସେକ କରିଥିଲେ ଓ ପ୍ରଣବ ମଧ୍ୟ ନିଜ ଗୋଡ଼ ରେ ଏହି ଉପହାର ରଜନୀକାନ୍ତ ଙ୍କୁ ଦେଇଥିଲେ I

ରଜନୀକାନ୍ତ ଙ୍କ ର ଏପରି ମଣିଷପଣିଆ ସ୍ଵଭାଵ ରେ ତାଙ୍କ ପ୍ରଶଂସକ ମାନେ ବେଶ ଖୁସି ପ୍ରକାଶ କରିଛନ୍ତି I ରଜନୀକାନ୍ତ ଙ୍କ ପରି ଏତେ ବଡ଼ ଷ୍ଟାର ଙ୍କ ର ଏପରି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ର ସହ ସୁନ୍ଦର ବ୍ୟବହାର କୁ ନେଇ ଅନେକ ଲୋକେ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି I