ରତନ ଟାଟାଙ୍କର ଆଉ ଏକ ଉପହାର,କେବଳ ୨ଲକ୍ଷ ଟଙ୍କାରେ ଲଞ୍ଚ ହେବ ଟାଟାର ଏହି ନୁଆ କାର, ଅନ୍ୟ କମ୍ପାନୀ ମାନଙ୍କର ଉଡିଲା ହୋସ

ଭାରତ ରେ ସବୁଠାରୁ ଶସ୍ତା କାର କଥା ଦେଖିବା ଯଦି ନାନୋ କାର କଥା ହିଁ ଉଠିଥାଏ I କିନ୍ତୁ ଆଗାମୀ 15 ଦିନ ରେ ନାନୋ ବନାଉଥିବା କମ୍ପାନୀ ଏକ ସୁନ୍ଦର ଓ ଶସ୍ତା କାର ଲଞ୍ଚ କରିବାକୁ ଯାଉଛନ୍ତି I

ଏହି କାର ର ନାମ ହେଉଛି ଟାଟା ” ପିକ୍ସେଲ ” I ଏହି କାର ର ମୂଲ୍ୟ ମାତ୍ର 1.99 ଲକ୍ଷ ଟଙ୍କା ଅଟେ I ତେବେ 2007ରେ ସାଧାରଣ ଲୋକଙ୍କ ପାଁଇ ରତନ ଟାଟା ଏକ କାର ଲଞ୍ଚ କରିଥିଲେ ତାହା ହେଲା ନାନୋ କାର I କିନ୍ତୁ ଏହି କାର ବଜାର ରେ ଏତେ ବି ସଫଳତା ପାଇ ନ ଥିଲା I କିନ୍ତୁ ଅନ୍ୟ ଦେଶ ରେ ଏହା ବେଶ ଭଲ ବିକ୍ରୟ ହେଇଥିଲା I

ତେବେ ଇତି ମଧ୍ୟ ରେ ଏପରି ଏକ ଖବର ଶୁଣିବାକୁ ମିଳୁଛି କି ଟାଟା 1 ଜୁନ ରେ ପିକ୍ସେଲ ଲଞ୍ଚ କରିବାକୁ ଯାଉଛି I ଅର୍ଥାତ ଏହା ଆଗାମୀ 1 ଜୁନ ରେ ଆପଣ ଙ୍କ ର ନିକଟସ୍ଥ ଟାଟା ସୋ ରୁମ ରେ ବିକ୍ରୟ ପାଇଁ ଉପଲବ୍ଧ ହେବ I

ଟାଟା ର ଏହି ନୂଆ କାର ପିକ୍ସେଲ ର 799 ସିସି ର 1.2 ଲିଟର ର ଟରବୋ ଇଂଜିନ I 5250 RPM ସହ 65 BHP ଶକ୍ତି ର 3000 RPM ରେ 48 NM ର ଶକ୍ତି ଉତ୍ପାଦନ କରିଥାଏ I ଏହା ର ଗ୍ରାଉଣ୍ଡ ବଳିୟାରେନ୍ସ 180 MM ଅଟେ I

ତେବେ ସୂଚନା ମୁତାବିକ ଟାଟା କମ୍ପାନୀ ଏହା ଠାରୁ ବି ଶସ୍ତା ମୂଲ୍ୟ ର କାର ଲଞ୍ଚ କରିବାକୁ ଯାଉଛି ଆଗାମୀ ଦିନ ରେ I ତେବେ ଏହା ବି କୁହାଯାଇଛି କି ରତନ ଟାଟା ନିଜ ର ଜ୍ଞାନ କୌଣସି ବଳ ରେ ପ୍ରତୋକ ସାଧାରଣ ଲୋକେ କିପରି ସ୍ୱଳ୍ପ ମୂଲ୍ୟ ରେ ବି ଏହି କାର ବ୍ୟବହାର କରିପାରିବେ ଏହି ଯୋଜନା କରୁଛନ୍ତି I