ଆରେଷ୍ଟ ହେବେ ଯୁବରାଜ ସିଂହ, ଚହଳଙ୍କ ଉପରେ ବିବାଦୀୟ ବୟାନ ପରେ ପୁଲିସ ଷ୍ଟେସନରେ ମାମଲା ରୁଜୁ ହେଲା…

ଦେଶ ରେ କରୋନା କାରଣ ରୁ ବର୍ତମାନ ଲକଡାଉନ ଲାଗିଥିଲା ଓ ଧୀରେ ଧୀରେ ସରକାର ସବୁ କିଛି କୁ କୋହ୍ଲ କରୁଛନ୍ତି I ଟିଭି ଓ ବଲିଉଡ ଜଗତ ପରି କ୍ରିକେଟ ଜଗତ ର ଖେଳାଳି ମାନେ ମଧ୍ୟ ଘରେ ବର୍ତମାନ ନିରବ ରେ ବସିଛନ୍ତି I ଏବଂ ନିଜ ପରିବାର ଲୋକ ଙ୍କ ସହ ସମୟ ବିତାଉଛନ୍ତି I ବିଗତ ଦିନ ରେ ଷ୍ଟାର କ୍ରିକେଟର ମାନେ ପରସ୍ପର ସହ ଭିଡିଓ ଚାଟ ମାଧ୍ୟମ ରେ ସମୟ ବିତାଉଥିବା ର ଦେଖିବା କୁ ମିଳିଛି I ତେବେ କ୍ରିକେଟର ଯୁବରାଜ ସିଂ କିଛି କାରଣ କୁ ନେଇ ବେଶ ଚର୍ଚା କୁ ଆସିଛନ୍ତି I ଏପରି କି ଯୁବରାଜ ସିଂ ଙ୍କ ବାବଦ ରେ ଅଭିଯୋଗ ଦାଖିଲ ହେଇଚି I

ସୋସିଆଲ ମିଡ଼ିଆ ରେ ଟ୍ରେଡ଼ ହେଉଛି ଯୁବରାଜ ଙ୍କ ର ନାମ
ଯୁବରାଜ ସିଂ କିଛି ସମୟ ପୂର୍ବ ରୁ ଭାରତୀୟ କ୍ରିକେଟର ରୋହିତ ଶର୍ମା ଙ୍କ ସହ ଇନ୍ଷ୍ଟଗ୍ରାମ ରେ ଲାଇଭ ଚାଟ ସୋ ରେ ଆସିଥିଲେ I ଏହି ସମୟ ରେ ୟୁଜବେନ୍ଦ୍ର ଚହଳ ଙ୍କୁ ନେଇ ଆଲୋଚନା ହେଇଥିଲା I ଯୁଜୁବେନ୍ଦ୍ର ଙ୍କ ର ନାମ ନେଇ ଯୁବରାଜ ଜାତି ସୂଚକ ଶବ୍ଦ ବ୍ୟବହାର କରିଥିଲେ I ଯାହା କି ସୋସିଆଲ ମିଡ଼ିଆ ରେ ଚର୍ଚା ରେ ରହିଛି I


ସୋସିଆଲ ମିଡ଼ିଆ ରେ ଯୁବରାଜ ଙ୍କ ର ଏକ ଭିଡିଓ ଭାଇରଲ ହେଇଚି I ଏଥିରେ ଯୁବରାଜ ଓ ରୋହିତ ୟୁଜବେନ୍ଦ୍ର ଚହଳ ଙ୍କ ର ଟିକ ଟକ ଭିଡିଓ ରେ ପରିହାସ କରୁଛନ୍ତି I ଏହି ସମୟ ରେ ଯୁବରାଜ କହିଥିଲେ ଜାତି ସୂଚକ ଶବ୍ଦ I କହିଥିଲେ ଲୋକ ଙ୍କ ର କିଛି କାମ ନାହିଁ କଣ ୟୁଜି କୁ ଦେଖିବା କିପରି ଭିଡିଓ ଦେଇଛନ୍ତି I ଦେଖିବା କୁ ଗଲେ ଚହଳ ଟିକ ଟକ ଭିଡିଓ ସର୍ବଦା କରିଥାନ୍ତି I କିନ୍ତୁ ଏଠାରେ ଯୁବରାଜ ଙ୍କ ର କମେନ୍ଟ ଜାତି ସୂଚକ ଶବ୍ଦ ର ବ୍ୟବହାର ହେଇଥିବା ର ଦେଖିବା କୁ ମିଳିଛି I

ପୋଲିସ ରେ ମାମଲା ରୁଜୁ ହେଇଚି


ହିସାର ରେ ଦଳିତ ଅଧିକାର କାର୍ଯ୍ୟକର୍ତା ଓ ଆଡ଼ଭୋକେଟ ରାଜତ୍ୱ କାଲଶନ ଙ୍କ ଦ୍ୱାରା ଯୁବରାଜ ଙ୍କ ନାମ ରେ ପୋଲିସ ରେ ମାମଲା ରୁଜୁ ହେଇଚି I କାଲଶନ ଯୁବରାଜ ଙ୍କ ଉପରେ ଏପରି ରାଗି ଯାଇଥିଲେ କି ତାଙ୍କ ଗିରଫ ମଧ୍ୟ ଦାବି କରିଥିଲେ I ସୋସିଆଲ ମିଡ଼ିଆ ରେ ୟୁଜର ଏକ ଭିଡିଓ କ୍ଲିପ କରିଥିଲେ ଓ ଏହା କୁ ଭାଇରଲ କରିଥିଲେ I ଏହା ର ହାଜ ଟ୍ୟାଗ ରେ ଯୁବରାଜ ସିଂ ମାଫି ବୋଲି ଲେଖିଥିଲେ I

ହସି ର ପୋଲିସ ଅଧିକ୍ଷକ ଲୋକେନ୍ଦ୍ର ସିଂ କହିଛନ୍ତି ଯୁବରାଜ ସିଂ ଙ୍କ ବିରୋଧ ରେ 2 ମଇ କୁ ମାମଲା ରୁଜୁ ହେଇଚି I ଏବଂ ପୋଲିସ ଏହି ମାମଲା ର ତଦନ୍ତ ଆରମ୍ଭ କରିଛି I କିନ୍ତୁ ଏହା ର ଚୂଡାନ୍ତ ନିଷ୍ପତି ହେଇନାହିଁ I କାଲଶନ କହିଛନ୍ତି କି ଡିଏସପି ସ୍ତର ରେ ସେ ଆଲୋଚନା କରିଛନ୍ତି ଓ ସେକ୍ସନ 161 ଆଧାର ରେ ବୁଧବାର ମାମଲା ରୁଜୁ ହେଇଚି I

କଣ ରହିଛି ମାମଲା
ଦେଖିବା କୁ ଗଲେ ଲକଡାଉନ କାରଣ ରୁ ଖେଳାଳି ମାନେ ନିଜ ନିଜ ଘରେ ଆରାମ କରୁଛନ୍ତି I ତେବେ କେହି ଇନ୍ଷ୍ଟଗ୍ରାମ ରେ ବ୍ୟସ୍ତ ତ କିଏ ଟିକଟକ ରେ ବ୍ୟସ୍ତ ରହିଛନ୍ତି I ତେବେ ବିଗତ ଦିନ ରେ ଯୁବରାଜ ସିଂ ଓ ରୋହିତ ଶର୍ମା ଇନ୍ଷ୍ଟଗ୍ରାମ ରେ ଲାଇଭ ଚାଟ କରୁଥିଲେ I ଏବଂ ଏହି ସମୟ ରେ ଯୁଜବେନ୍ଦ୍ର ଖରାପ କମେନ୍ଟ କରିଥିଲେ I ତେବେ ଏହା ଜାତିସୁଚକ ଶବ୍ଦ ହେଇଥିବା ରୁ ବେଶ ସମାଲୋଚନା ହେଇଥିଲା I

ତେବେ ଯୁବରାଜ ସିଂ ପୂର୍ବ ରୁ ମଧ୍ୟ ଏପରି ଅନେକ ବିବାଦୀୟ ବୟାନ ଦେଇ ସମାଲୋଚନା ର ଶିକାର ହେଇଛନ୍ତି I ତାଙ୍କ ର ଭୁଲ କାରଣ ରୁ ସେ ସୋସିଆଲ ମିଡ଼ିଆ ରେ ଲୋକ ଙ୍କ ର କ୍ରୋଧ ର ଶିକାର ହେଇଥିଲେ I ବିଗତ ଦିନ ରେ ଯୁବରାଜ ସିଂ ପାକିସ୍ତାନ କ୍ରିକେଟର ସହିଦ ଆଫ୍ରିଦି ଙ୍କ ର ଫାଉଣ୍ଡେସନ କୁ ନେଇ ଆର୍ଥିକ ସହାୟତା କରିବା କୁ ଅପିଲ କରିଥିଲେ ଯେଉଁଥିରେ ଲୋକେ ରାଗିଯାଇଥିଲେ I