ଆର୍ମି ଚାକିରୀ ଛାଡି ଅଭିନୟରେ ଯୋଗ ଦେଇଥିଲେ ଏହି ଝିଅ, ଆଜି ପୁରା ଇଣ୍ଡଷ୍ଟ୍ରି ରେ କରୁଛନ୍ତି ରାଜ …

ଏହା ତ ଆମେ ସବୁ ବେଶ ଭଲ ଭାବ ରେ ଜାଣିଚୁ କି ବଲିଉଡ ଫିଲ୍ମ ଆଜି ବେଶ ଦୁନିଆ ର ଲୋକପ୍ରିୟତା ପାଇପାରିଛି | ଏଠାକୁ ଥରେ ଯିଏ ଆସିଥାଏ ସହଜ ରେ ଯାଇ ନ ଥାଏ | ଏବଂ ସାଧାରଣ ଜନତା ମାନେ ବି ଏହି କଳାକାର ଙ୍କ ବିଷୟ ରେ ଅଧିକ ରୁ ଅଧିକ ଜାଣିବାକୁ ବେଶ ଇଛୁକ ରହିଥାନ୍ତି | ତେବେ ଆଜି ଆମେ ଆପଣ ଙ୍କୁ ଏପରି ଏକ ଖବର ବିଷୟ ରେ କହିବାକୁ ଯାଉଛୁ ଯାହା ଆପଣ ବି ଜାଣି ନ ଥିବେ |

ତେବେ ଆଜି ଆମେ ଏପରି ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁମାନେ ଭାରତୀୟ ଆର୍ମି କୁ ଛାଡି ବଲିଉଡ ରେ ବେଶ ସଫଳତା ହାସିଲ କରିପାରିଛନ୍ତି | ଏବଂ ଏହି ବଲିଉଡ ରେ ବେଶ ଲୋକପ୍ରିୟତା ବି ପାଇଛନ୍ତି |

ଆଜି ଆମେ ଆଲୋଚନା କରୁଛେ ଅଭିନେତ୍ରୀ ମାହି ଗିଲ ଙ୍କ ବିଷୟ ରେ | ସେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରି ରେ ଜଣେ ସଫଳ ଅଭିନେତ୍ରୀ ଅଟନ୍ତି ଏବଂ ଲକ୍ଷ୍ୟ ଲକ୍ଷ୍ୟ ଲୋକେ ତାଙ୍କୁ ପସନ୍ଦ ବି କରିଥାନ୍ତି | ଆଜିକା ସମୟ ରେ ବଲିଉଡ ସାରା ଦୁନିଆ ରେ ଏକ ସଫଳ ଫିଲ୍ମ ଇଣ୍ଡଷ୍ଟ୍ରି ରୂପେ ପରିଚିତ ହେଇପାରିଛି |

ତେବେ ଆପଣ ଜାଣି ଆଶ୍ଚଯ୍ୟ ହେବେ କି ମାହି ଗିଲ ବଲିଉଡ ରେ ଆସିବା ପୂର୍ବ ରୁ ସେ ଇଣ୍ଡିଆନ ଆର୍ମି ରେ ଥିଲେ | ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ରେ ବେଶ ସଫଳ ବି ହେଇପାରିଛନ୍ତି |

ତେବେ ଆଗାମୀ ସମୟ ରେ ମାହି ଙ୍କ ର ସାହିବ ବିବି ଗ୍ୟାଙ୍ଗଷ୍ଟାର 3 ନାମ ଫିଲ୍ମ ଆସୁଛି | ଯାହା ଆଜିକା ସମୟ ରେ ଖୁବ ଚର୍ଚା ରେ ରହିଛି | ମାହି ଏକ ଇଣ୍ଟରଭିୟୁ ରେ ବି କହିଛନ୍ତି ଆଜି ସେ ଯଦି ଅଭିନେତ୍ରୀ ହେଇ ନ ଥାନ୍ତେ ତେବେ ଇଣ୍ଡିଆନ ଆର୍ମି ରେ ଥାନ୍ତେ | କିନ୍ତୁ ତାଙ୍କ ର ଇଚ୍ଛା ଥିଲା ବଲିଉଡ ରେ କ୍ୟାରିୟର କରିବାକୁ |

ମାହି ଙ୍କ ର ଜନ୍ମ 19 ଡିସେମ୍ବର 1975 ଅଟେ | ସେ ଚଣ୍ଡୀଗଡ଼ ରେ ଏକ ଜମିଦାର ପରିବାର ରେ ଜନ୍ମ ହେଇଥିଲେ | ତାଙ୍କ ପିତା ଜଣେ ସରକାରୀ ଅଫିସର ହେବା ସହ ମା ଜଣେ ସ୍କୁଲ ରେ ପ୍ରବକ୍ତା ରୂପେ ନିଯୁକ୍ତ ଅଛନ୍ତି | ସ୍କୁଲ ରେ ବି ମାହି NCC ରେ ଯୋଗ ଦେଇଥିଲେ | ଏବଂ ଏହା ପରେ ଆର୍ମି ରେ ତାଙ୍କୁ ଯୋଗ ଦେବାକୁ ସହଜ ହେଇଥିଲା |

କିନ୍ତୁ ଇତି ମଧ୍ୟ ରେ ଜଣେ ଡ଼ାଇରେକ୍ଟର ଙ୍କ ସହ ମାହି ଙ୍କ ର ସାକ୍ଷ୍ୟାତ ହେଇଥିଲା | ଏବଂ ତାଙ୍କୁ ଫିଲ୍ମ ଦୁନିଆ ରେ ପ୍ରଥମ ସୁଯୋଗ ମିଳିଥିଲା | ସେ ଫିଲ୍ମ ସାହେବ ବିବି ଓ ଗ୍ୟାଙ୍ଗଷ୍ଟାର , ଦେବ ଡି , ଜଂଜୀର ପରି ଅନେକ ଫିଲ୍ମ ରେ କାମ କରିଛନ୍ତି |

ମାହି ବଲିଉଡ ରେ ଏଣ୍ଟ୍ରି କରିବା ପୂର୍ବ ରୁ ସେ ଆଶା କରି ନ ଥିଲେ କି ଏପରି ସଫଳତା ପାଇବେ | ଏବଂ ଚେନାଇ ଏୟାରପୋର୍ଟ ରେ ଏକ ଦୁର୍ଘଟଣା କାରଣ ରୁ ସେ ଇଣ୍ଡିଆନ ଆର୍ମି ଛାଡିଥିଲେ | ଏବଂ ଫିଲ୍ମ ଜଗତ ରେ ପାଦ ଦେଇଥିଲେ |

ମାହି ଫିଲ୍ମ କୁ ଏଣ୍ଟ୍ରି କରିବା ପରେ ଦର୍ଶକେ ବି ଖୁବ ପସନ୍ଦ କରିଥିଲେ ଓ ଧୀରେ ଧୀରେ ମାହି ସଫଳତା ର ପାହାଚ ଚଢି ଚଢି ଗଲେ |