ଅରୁଣାଚଳ ପ୍ରଦେଶ ରେ ରହିଛି ଦୁନିଆ ର ସବୁଠାରୁ ବଡ଼ ଶିବଲିଙ୍ଗ, ଶିବ ପୁରାଣରେ ବି କୁହାଯାଇଛି ଏହା ସମ୍ପର୍କରେ

ଅରୁଣାଚଳ ପ୍ରଦେଶ ର ପ୍ରାକୃତିକ ସୁନ୍ଦରତା ବେଶ ଆକର୍ଷକ ଅଟେ I ଏହି ରାଶି କୁ ଆସୁଥିବା ଲୋକେ ଏହି ପ୍ରାକୃତିକ ସୁନ୍ଦରତା ଦେଖିକି ଆଶ୍ଚଯ୍ୟ ହେଇ ଯାଇଥାନ୍ତି I ସେହିପରି ଅରୁଣାଚଳ ପ୍ରଦେଶ ରେ ରହିଛି ଦୁନିଆ ର ସବୁଠାରୁ ବଡ଼ ପ୍ରାକୃତିକ ଶିବଲିଙ୍ଗ I ଏହି ଶିବଲିଙ୍ଗ ର ଉଚତା 26 ଫୁଟ ଅଟେ I ତେଣୁ ଏହି ଅରୁଣାଚଳ ପ୍ରଦେଶ ଯେ କେହି ମଧ୍ୟ ଆସନ୍ତି ପ୍ରଥମେ ଏହି ଶିବଲିଙ୍ଗ ର ଦର୍ଶନ କରନ୍ତି I

ଏହିପରି ସନ୍ଧାନ ମିଳିଥିଲା ଏହି ଶିବଲିଙ୍ଗ ର
ଅରୁଣାଚଳ ପ୍ରଦେଶ ରେ ଅଗଣିତ ପାହାଡ଼ ଓ ପର୍ବତମାଳା ରହିଛି I ଏଠାରେ ବିରତମାନ ଥିବା ଶିବଲିଙ୍ଗ ସିଧେହେଶ୍ଵରଃ ମହାଦେବ ନାମ ରେ ପରିଚିତ ଅଟନ୍ତି I ଏହି ଶିବଲିଙ୍ଗ ପ୍ରାୟ 26 ଫୁଟ ଉଚ୍ଚ ଓ 22 ଫୁଟ ଚୌଡା ଅଟେ I

ଶ୍ରୀ ଶୀଧେସ୍ୱର୍ଣ୍ଥ ମନ୍ଦିର ବହୁତ ସୁନ୍ଦର ଓ ଏହି ମନ୍ଦିର ରେ ପ୍ରବେଶ ସମୟ ରେ ଭଗବାନ ନନ୍ଦୀ ଙ୍କ ର ପ୍ରତିମୁର୍ତି ମଧ୍ୟ ରହିଛି I ଏହି ମନ୍ଦିର ପାଖ ରେ ମାତା ପାର୍ବତୀ ଓ ପ୍ରଭୁ କାର୍ତ୍ତିକେୟ ଙ୍କ ର ମନ୍ଦିର ମଧ୍ୟ ରହିଛି I ମନ୍ଦିର ଓ ପାହାଡ଼ ତଳ ଭାଗ ରେ ଅନେକ ଜଳ ରାଶି ପ୍ରବାହିତ ହେଇଥାଏ I

ଶିବ ପୁରାଣ ରେ ମଧ୍ୟ ଉଲେଖ ରହିଛି I
ଏହି ଶିବଲିଙ୍ଗ ର ବର୍ଣନା ଶିବ ପୁରାଣ ରେ ମଧ୍ୟ ବର୍ଣିତ ରହିଛି I 17 ତମ ଅଧ୍ୟାୟ ର ରୁଦ୍ର ଖଣ୍ଡ ରେ ଏହି ଶିବଲିଙ୍ଗ ବିଷୟ ରେ ଉଲେଖ ରହିଛି I ଏହି ଭବ୍ୟ ଶିବଲିଙ୍ଗ କୁ ଦେଖି ଭକ୍ତମାନେ ବେଶ ଆଶ୍ଚଯ୍ୟ ମଧ୍ୟ ହେଇଥାନ୍ତି I କଳନ୍ତର ରେ ଲିଙ୍ଗଳଯ ଙ୍କୁ ଅରୁଣାଚଳ ନାମ ରେ ଜାଣିଛନ୍ତି I

ବିଶେଷ କାର୍ଯ୍ୟକ୍ରମ ର ଆୟୋଜନ ହେଇଥାଏ
ଶୀଧେସ୍ୱର୍ଣନାଥ ମନ୍ଦିର ରେ ଏହି ମହା ଶିବରାତ୍ରି ଆର୍ଯ୍ୟକ୍ରମ ବିଶେଷ ଆଡମ୍ବର ସହ ହେଇଥାଏ I ଏଠାରେ ମହାଦେବ ଙ୍କ ର ବିଶେଷ ପୂଜା କରାଯାଇଥାଏ I ଅନେକ ଦୂର ଦୂର ରୁ ଶିବ ଭକ୍ତମାନେ ଏଠାରେ ମହାଦେବଙ୍କ ର ଦର୍ଶନକରିବା କୁ ଆସିଥାନ୍ତି I ପ୍ରତୋକ ସୋମବାର ଦିନ ରେ ଏଠାରେ ଲୋକ ଙ୍କ ର ଭିଡ଼ ଜମିଥାଏ I

କିପରି ପହଂଚିବେ
1.ଅରୁଣାଚଳ ପ୍ରଦେଶ ସହଜ ରେ ବିମାନ ଓ ରେଳ ମାର୍ଗ ଦେଇ ଯାଇପାରିବେ I ନହରଲଗୁନ ରେଳ ଷ୍ଟେସନ 120 କିମି ଦୂରତା ରେ ରହିଛି I ଏହି ମନ୍ଦିର ର ଦୂରତା ରହିଛି 6 କିମି I ଜିରୋ ପହଂଚିବା ପରେ ଏହି ମନ୍ଦିର ଯିବା ବେଶ ସହଜ ଅଟେ I

2.ଇଟାନଗର ଗୁବାହାଟି ପର୍ଯ୍ୟନ୍ତ ଟ୍ରେନ କିମ୍ବା ବିମାନ ଯାଇପାରୁଛି I ଇଟାନଗର ରୁ ଗାଡି କରି ସହଜ ରେ ଆପଣ ଏହି ମନ୍ଦିର ପର୍ଯ୍ୟନ୍ତ ପହଂଚିପାରିବେ I

3.ଏହି ମନ୍ଦିର ପାର୍ଶ୍ଵ ରେ ରହିଛି ଅନେକ ଧର୍ମଶାଳା I ଯେଉଁଠାରେ ଆପଣ ରାତ୍ରି ଯାପନ କରିପାରିବେ I

4.ଏହି ମନ୍ଦିର ପାର୍ଶ୍ଵ ରଏକ ବଜାର ରହିଛି ଯାହା ଦେଖିବା କୁ ଖୁବ ସୁନ୍ଦର ଅଟେ I ଯେଉଁଠାରେ ଆପଣ ସହଜ ରେ ସପିଙ୍ଗ କରିପାରିବେ I