ଆଜି ହେବ ଏହି ବର୍ଷର ଅନ୍ତିମ ସୂର୍ଯ୍ୟ ଗ୍ରହଣ, ଏହି ୪ଟି ରାଶି ମାନଙ୍କ ପାଇଁ ରହିବ ଅଶୁଭ !

ସୂର୍ଯ୍ୟ ଓ ଚନ୍ଦ୍ରମା ହେଉଛନ୍ତି ଜ୍ଞାନ ଓ ପ୍ରଗତି ର କାରକ I ସନ୍ତାନ ର ମଧ୍ୟ ମୁକ୍ଷ୍ୟ କାରକ ଅଟନ୍ତି ବୃହସ୍ପତି I ଜୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା କାଲି ର ସୂର୍ଯ୍ୟ ଗ୍ରହଣ ବର୍ଷ ର ଅନ୍ତିମ ସୂର୍ଯ୍ୟ ଗ୍ରହଣ ଅଟେ I

ଏହି ଲୋକ ଙ୍କ ପାଁଇ ଶୁଭ ହେବାକୁ ଯାଉଛି ଏହି ସୂର୍ଯ୍ୟ ଗ୍ରହଣ
ସୂର୍ଯ୍ୟ ଗ୍ରହଣ ତିନି ଗୋଟି ରାଶି ପାଁଇ ଶୁଭ ହେବାକୁ ଯାଉଛି I ଯେଉଁଥିରେ କର୍କଟ , ଧନୁ ଓ କୁମ୍ଭ ରାଶି ର ଲୋକ ଙ୍କ ପାଁଇ ଶୁଭ ସମୟ ର ଆଗମନ ହେବାକୁ ଯାଉଛି I କିପରି ରହିବ ଏହା ର ପ୍ରଭାବ ଆସନ୍ତୁ ବିସ୍ତୃତ ରୂପେ ଆଲୋଚନା କରିବା I

1.ମେଷ
2019 ର ସୂର୍ଯ୍ୟ ଗ୍ରହଣ ମକର ରେ ଅନ୍ତିମ ପ୍ରଭାବୀ ଅଶୁଭ ରହିବ I ସ୍ଵାସ୍ତ୍ୟ ସାମାନ୍ୟ ଖରାପ ରହିବ I ବ୍ୟକ୍ତିଗତ ଜୀବନ ରେ ନାନା ସମସ୍ୟା ଅନୁଭବ କରିବେ I ମାନସିକ ଦୁଶ୍ଚିନ୍ତା ଦୂର ହେବ I ଅନେକ ବଡ଼ ବଡ଼ ସମସ୍ୟା କୁ ପାର କରିବେ I

2.ମିଥୁନ
ସୂର୍ଯ୍ୟ ଗ୍ରହଣ ର ପ୍ରଭାବ ରେ ମିଥୁନ ରାଶି ଉପରେ ନକାରାତ୍ମକ ପ୍ରଭାବ ରହିବ I ସମସ୍ୟା ର ସମାଧାନ ପାଁଇ ନିଜ କୁ ପ୍ରସ୍ତୁତ କରନ୍ତୁ I କିଛି ନୂଆ ଯୋଜନା କରିବେ I

3.ତୁଳା
ସୂର୍ଯ୍ୟଗ୍ରହଣ ବ୍ୟକ୍ତି ଙ୍କ ର ଜୀବନ ରେ ବିଶେଷ ପ୍ରଭାବ ପକାଇଥାଏ I ତୁଳା ରାଶି ରେ ଏହା ର ପରିସ୍ଥିତି ବିପରୀତ ଅଟେ I ଆପଣ ଙ୍କ ର କାହାରି ସହ ମତଭେଦ ଉପୁଜିପାରେ I ଆପଣ ଯାହା ବି ନିର୍ଣ୍ଣୟ ନେବେ ଅନେକ ଚିନ୍ତା କରିକି ହିଁ ନିର୍ଣ୍ଣୟ ନେବେ I ଆଗାମୀ ଜୀବନରେ ଅନେକ ସମସ୍ୟା ଉତ୍ପରଃନ ହେବ I

4.ବିଛା
ସୂର୍ଯ୍ୟ ଗ୍ରହଣ ର ପ୍ରଭାବ ବିଛା ରାଶି ଉପରେ ନକାରାତ୍ମକ ପ୍ରଭାବ ପକାଇବ I ଏହି ସମୟ ରେ ସ୍ଵାସ୍ତ୍ୟ ରେ ସାମାନ୍ୟ ସୁଧାର ଆସିବ I ନିୟମିତ କାର୍ଯ୍ୟ ରେ କିଛି ପରିବର୍ତନ ଆସିବ I ନିଜ ର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ I