ଟୀକା ଆସିବା ପୂର୍ବରୁ ଆପେ ଆପେ ଭଲ ହେଇପାରେ କରୋନା ମହାମାରୀ, ଆପଣଙ୍କ ଶରୀରରେ ହିଁ ଲୁଚିଛି ଔଷଧ, ପୁରା ଖବର ନିଶ୍ଚୟ ପଢନ୍ତୁ

କରୋନା ଭାଇରସ କୁ ନେଇ ପୁରା ଦୁନିଆ ର ଲୋକେ ଆତଙ୍କିତ ଅବସ୍ଥା ରେ ରହିଛନ୍ତି | ଏହା ଦେଶ ର ଅର୍ଥ ବ୍ୟବସ୍ତା କୁ ମଧ୍ୟ ଗ୍ରଭିର ପ୍ରଭାବ ପକାଇଛି | ବର୍ତମାନ ସମୟ ରେ କରୋନା ମହାମାରୀ ରୁ ରକ୍ଷ୍ୟା ପାଇବା କୁ କୌଣସି ଭ୍ୟାକସିନ ଆସିନାହିଁ | ଏପରି କ୍ଷେତ୍ର ରେ ଏକ ବର୍ଷ ପର୍ଯ୍ୟନ୍ତ ମଧ୍ୟ କୌଣସି ଦେଶ ନିଜ କୁ ଲକ ଡାଉନ ରେ ରଖିପାରିବେ ନାହିଁ | ବିଶ୍ୱ ସ୍ଵାସ୍ତ୍ୟ ସଂଗଠନ ବର୍ତମାନ ସମୟ ରେ କରୋନା କୁ ନେଇ ଏକ ଭଲ ଖବର ଦେଇଛନ୍ତି |

ଵ୍ୟାକସିନ ଅସିବା ପୂର୍ବରୁ ଶେଷ ହୋଇଯିବ କରୋନା
ବିଗତ ଦିନ ରେ ବିଶ୍ୱ ସ୍ଵାସ୍ତ୍ୟ ସଂଗଠନ ର ପ୍ରଫେସର କେରଲ ସିକୋରା କହିଛନ୍ତି କରୋନା ଧୀରେ ଧୀରେ ହିଁ କମିଯିବ | ଏପରି କି କରୋନା ର ଵ୍ୟାକସିନ ଆସିବା ପୂର୍ବ ରୁ ହିଁ ଏହି କରୋନା ଆପେ ଆପେ ଦୂର ହେଇଯିବ | ଡାକ୍ତର ସିକୋରା ଙ୍କ ର ବୟାନ – ଏହି କଥା ର ପୁରା ସମ୍ଭାବନା ରହିଛି କି କରୋନା ଟୀକା ଆସିବା ପୂର୍ବ ରୁ ହିଁ କରୋନା ଆପେ ଆପେ ଦୂର ହେଇଯିବ | ଏହି ଯେଉଁ ଲୋକ ଙ୍କ ର ରୋଗ ପ୍ରତିଷେଧକ କମ ରହିଛି ସେହି ଲୋକ ଙ୍କୁ ହେଉଛି |

ଆଶାର ନୂତନ କିରଣ
ବର୍ତମାନ ସମୟ ରେ କରୋନା ସାରା ବିଶ୍ୱ ରେ ଲୋକ ଙ୍କୁ ଆତଙ୍କିତ କରି ରଖିଛି ଏବଂ ଅନେକ ଧନ ହେବାରେ ଲାଗିଛି | ଡାକ୍ତର ଙ୍କ ର କହିବା ଅନୁସାରେ ଶରୀର ର ଇମ୍ୟୁନିଟି ସିଷ୍ଟମ ମଜବୁତ ହେବା ଉଚିତ | ଯାହା ଦ୍ୱାରା କି ଏହି ରୋଗ ବ୍ୟାପି ପାରିବ ନାହିଁ | ତେବେ ଏହି ଘଟଣା କୁ ନେଇ ଏକ ଉଚ୍ଚ ସ୍ତରୀୟ ଆଲୋଚନା ମଧ୍ୟ ଜାରି ରହିଛି |

3 ଲକ୍ଷ ରୁ ଅଧିକ ମୃତ୍ୟୁ ର ସଂଖ୍ୟ
ପୁରା ଦୁନିଆ ରେ 50 ଲକ୍ଷ ରୁ ଅଧିକ କରୋନା ରୋଗ ରେ ସଂକ୍ରମିତ ହେଇଛନ୍ତି | ଏଥିରୁ 3 ଲକ୍ଷ 29 ହଜାର 292 ଲୋକ ଙ୍କ ର କରୋନା କୁ ନେଇ ମୃତ୍ୟୁ ହେଇଚି | ଭାରତ ପରି ଦେଶ ରେ ମଧ୍ୟ ଏହି ରୋଗ ରେ 1 ଲକ୍ଷ 12 ହଜାର ପର୍ଯ୍ୟନ୍ତ ସଂକ୍ରମିତ ହେଇଚି ଏବଂ ମୃତ୍ୟୁ ସଂଖ୍ୟା 3435 ରେ ରହିଛି | 45300 ଲୋକେ ଏହି ରୋଗ ରୁ ମୁକ୍ତ ମଧ୍ୟ ହେଇଛନ୍ତି |